୨୦୧୯ରେ ଓଡ଼ିଶାର ନିର୍ବାଚନ ଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ: ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନେ ସେତେ ତତ୍ପର ହୋଇ ଉଠିଛନ୍ତି। ୨୦୧୯ରେ ଓଡ଼ିଶାରେ ଆଶ୍ଚର୍ଯ୍ୟ କଲା ଭଳି ନିର୍ବାଚନ ଫଳାଳଫଳ ଆସିବ ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି...

ଲୋକସଭାରେ ମୋଦି ସରକାର ଦେବେ ଅଗ୍ନିପରୀକ୍ଷା, ଅନାସ୍ଥା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ଆସନ୍ତା ଶୁକ୍ରବାର ଦିନ ମୋଦି ସରକାର ଦେବେ ଅଗ୍ନି ପରୀକ୍ଷା। ଚାରି ବର୍ଷର ଶାସନ ପରେ ମୋଦି ସରକାର...

ଇସ୍ତଫାପତ୍ର ଗ୍ରହଣ କରିବାକୁ ବୈଜୟନ୍ତ କଲେ ଅନୁରୋଧ, ଏବେ ଲୋକସଭା ବାଚସ୍ପତିଙ୍କ ଉପରେ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇସ୍ତଫାପତ୍ର ଗ୍ରହଣ କରିବାକୁ ଲୋକସଭା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ। ଏବେ ନଜର କେବେ ବାଚସ୍ପତି ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରୁଛନ୍ତି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ...

ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚନ୍ଦନ ମିତ୍ର ଇସ୍ତଫା ଦେଇଥିବାରୁ ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳ କଂଗ୍ରେସରେ ଯୋଗଦେବା...

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଘୁନାଥ ମହାପାତ୍ର, ସୋନାଲ ମାନସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟସଭାର ଅଧ୍ୟକ୍ଷ ଏମ୍‌ ଭେଙ୍କିଆ ନାଇଡୁଙ୍କ ଉପସ୍ଥିତିରେ ଶ୍ରୀ ମହାପାତ୍ର ଓଡ଼ିଆ ଭାଷାରେ ଶପଥ...

ସଂସଦର ମୌସୁମୀ ଅଧିବେଶନ, ଆରମ୍ଭରୁ ହଙ୍ଗାମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦର ମୌସୁମୀ ଅଧିବେଶନରୁ ଲୋକସଭାରେ ହଙ୍ଗାମା। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ଏବଂ ୱାଇଏସ୍‌ଆର୍‌ କଂଗ୍ରେସ ସାଂସଦ ପ୍ରତିବାଦ କରୁଛନ୍ତି। ସଂସଦର ମୌସୁମୀ ଅଧିବେଶନ ଅଜିଠାରୁ ଆରମ୍ଭ ହୋଇଛି।...

୨୦୧୯ ପାଇଁ କଂଗ୍ରେସର ନୂଆ ଫର୍ମୁଲା – ‘ୱାନ ଫ୍ୟାମିଲି ୱାନ ଟିକେଟ’

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସରେ ଆଉ ଚଳିବନି ପରିବାରବାଦ ରାଜନୀତି। ୨୦୧୯ରେ ୱାନ ଫ୍ୟାମିଲି ୱାନ ଟିକେଟ ନୀତି ଲାଗୁ ହେବ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି। ପରିବାରବାଦ ରାଜନୀତିକୁ ସବୁବେଳେ ପ୍ରଶୟ ଦେଇ ଆସୁଥିବା...

ଅଗଷ୍ଟରେ ଓଡ଼ିଶା ଆସୁଛନ୍ତି ରାହୁଲ, ନେତାଙ୍କୁ ଦେବେ କର୍ଣ୍ଣମନ୍ତ୍ର

ଓଡ଼ିଶାଲାଇଭ୍‍ ପଲିଟିକାଲ ବ୍ୟୁରୋ ଅଗଷ୍ଟରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲଙ୍କ ଗସ୍ତର ଅସଲ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ କର୍ମୀଙ୍କୁ ଭେଟିବା ଓ ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିବା। କଂଗ୍ରେସ...

ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜାମିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି।...

କେବେ ପାସ୍ ହେବ ମହିଳା ସଂରକ୍ଷଣ ବିଲ୍? ମୋଦିଙ୍କୁ ଚିଠି ଲେଖିଲେ ରାହୁଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ବିଲ୍‌କୁ ନେଇ କାର୍ଡ ଖେଳିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଟ୍ରିପଲ୍ ତଲାକ୍ ବିଲ୍ ସଂସଦରେ ପାସ୍‌ କରି ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...