କେବେ ଗଠନ ହେବ ପିସିସି ଟିମ୍?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାର ଦୁଇ ମାସ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିସିସି ଟିମ୍ ଗଠନ କରିବାରେ ସେ ସମର୍ଥ ହୋଇ ନାହାନ୍ତି। ଓଡ଼ିଶା କଂଗ୍ରେସର ଦଳୀୟ ସଂଗଠନ କୁଆଡ଼େ...

ରାହୁଲଙ୍କ ମିଶନ-୨୦୧୯: ସବୁ ପିସିସି ମୁଖିଆଙ୍କୁ ରିପୋର୍ଟ ମାଗିଲେ ହାଇକମାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ କ'ଣ କରିବା ଦରକାର? ଏନେଇ ରାହୁଲ ସବୁ ପିସିସି ସଭାପତିଙ୍କୁ ମାଗିଛନ୍ତି ରିପୋର୍ଟ। ବିଜେପିକୁ ୨୦୧୯ ନିର୍ବାଚନରେ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ...

କଂଗ୍ରେସ ଛାଡ଼ିଲେ ଦୁଷ୍ମନ୍ତ ନାୟକ: ୨୦୦୯ରେ ଥିଲେ ଭବାନୀପାଟଣା ବିଧାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା। ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଆଜି ଦଳରୁ ଦେଇଛନ୍ତି ଇସ୍ତଫା। 'ହସିବ ଓଡ଼ିଶା ଉଠିବ କଂଗ୍ରେସ'ର ନାରା ଦେଇ ନୂଆ ଇନିଂସ୍ ଆରମ୍ଭ କରିଥିବା ପିସିସି...

ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ହେଲେ ଅରବିନ୍ଦ ଢାଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିହନ ନିଗମ ଅଧ୍ୟକ୍ଷ ଥିବା...

୨୦୧୯ ପାଇଁ ମାଷ୍ଟରପ୍ଲାନ: କର୍ମୀଙ୍କୁ କଂଗ୍ରେସ ଦେବ ଟି-ସାର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩୫ ଲକ୍ଷ ଟି-ସାର୍ଟ ପାଇଁ ଅର୍ଡର ଟି-ସାର୍ଟରେ ସ୍ଲୋଗାନ: 'ଉଡିଗଲା ବିକାଶ ଚଢ଼େଇ' ଛତିଶଗଡ଼ରୁ ଆରମ୍ଭ ହେବ ଟି-ସାର୍ଟ କ୍ୟାମ୍ପେନ ୨୦୧୯ ସାଧାରଣ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ...

‘ୱାନ୍ ନେସନ ୱାନ ଇଲେକ୍ସନ’ ନୀତିକୁ ବିଜେଡିର ହଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାରଙ୍କ 'ୱାନ ନେସନ ୱାନ ଇଲେକ୍ସନ' ବା 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ନୀତିକୁ ସମର୍ଥନ କରିଛନ୍ତି ବିଜେଡି ସମେତ ୪ଟି ରାଜନୈତିକ ଦଳ। କିନ୍ତୁ ୯ଟି ଦଳ ଏହି...

ସାଂସଦଙ୍କୁ ଚିଠି ଲେଖିଲେ ଲୋକସଭା ବାଚସ୍ପତି: ମୌସୁମୀ ଅଧିବେଶନ ପାଇଁ ସହଯୋଗ ଲୋଡ଼ିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସାଂସଦମାନଙ୍କୁ ଚିଠି ଲେଖିଛନ୍ତି।  ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସମସ୍ତ ସାଂସଦମାନଙ୍କୁ ଚିଠି ଲେଖିଛନ୍ତି। ଗୃହ ପରିଚାଳନାରେ ସମସ୍ତ...

ବୈଜୟନ୍ତଙ୍କ ଇସ୍ତଫା ପ୍ରସଙ୍ଗରେ ଲୋକସଭା ବାଚସ୍ପତିଙ୍କୁ ଆଇନ ପାଠ ପଢ଼ାଇଲା ବିଜେଡି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସାଂସଦ ପଦବୀରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ନଥିବାରୁ ବିଜେଡି ଆଜି ଲୋକସଭା ବାଚସ୍ପତିଙ୍କୁ ଆଇନ ପାଠ ପଢ଼ାଇଛି। ବିଜେଡି-ବୈଜୟନ୍ତ ବିବାଦର ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।...

ରାଜନୀତିକୁ ନା କହିଲେ ଗଜପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଗଜପତି ରାଜନୀତିକୁ ଆସିବେ କି? ଏହି ପ୍ରଶ୍ନର ଉତ୍ତରରେ ଗଣମାଧ୍ୟମକୁ ଦିବ୍ୟସିଂହ ଦେବ କ'ଣ କହିଛନ୍ତି ପଢ଼ନ୍ତୁ। ରାଜନୀତିକୁ ନା କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ରାଜନୀତିଠାରୁ ସେ...

ନୂଆ ରେଳ ଷ୍ଟେସନ ଲୋକାର୍ପଣରେ କେଁ: ଆସିଲେନି ବିଜେଡି ନେତା, ଧର୍ମେନ୍ଦ୍ର କହିଲେ ହୀନ ରାଜନୀତି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ଲୋକାର୍ପଣକୁ ନେଇ ରାଜନୀତି। ବିଜେଡି ନେତା ମନ୍ତ୍ରୀ ଲୋକାର୍ପଣ ଉତ୍ସବକୁ ନଆସିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ହୀନ ରାଜନୀତି। ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁରରେ ଲୋକାର୍ପଣ...