୨୦୧୯ରେ କର୍ଣ୍ଣାଟକରେ ଏକାଠି ଲଢ଼ିବେ ଜେଡିଏସ୍-କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକରେ ପଡ଼ିଲା ମେଣ୍ଟ ମୂଳଦୁଆ। ୨୦୧୯ରେ କଂଗ୍ରେସ-ଜେଡିଏସ୍ ଏକାଠି ଲଢ଼ିବେ ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା କେ ସି ବେଣୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ନେଇ...
ପ୍ରସନ୍ନ ଆଚାର୍ଯ୍ୟ ହେବେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ: କଂଗ୍ରେସ ଦେଇପାରେ ପ୍ରସ୍ତାବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଗଣମାଧ୍ୟମରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେଇ ଚର୍ଚ୍ଚା
ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହେବା ପାଇଁ ବିଜେଡିକୁ କଂଗ୍ରେସ ଦେଇପାରେ ପ୍ରସ୍ତାବ
ବିଜେପିକୁ ମାତ୍ ଦେବା ପାଇଁ ରଣନୀତି
ବିଜେଡି ସୁପ୍ରିମୋ...
୪୮ ମାସରେ ଓଡ଼ିଶା ପାଇଁ କ’ଣ କରିଛି କେନ୍ଦ୍ର? ଧର୍ମେନ୍ଦ୍ର ଦେଲେ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ' ୨୬ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ପୂରିଛି ଚାରି ବର୍ଷ। ଏହି ଅବସରରେ ମୋଦି କଟକ ଆସି ଚାରି ବର୍ଷର ସଫଳତା ବଖାଣି ଦିଲ୍ଲୀ ଫେରି ଯାଇଛନ୍ତି। ତେବେ...
ଆଜିର ବଡ଼ ଖବର (ଜୁନ୍ ୧, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ସ୍ପେନ ଯିବ ଭାରତୀୟ ମହିଳା ହକି ଟିମ୍, ୫ ଓଡ଼ିଆ ଖେଳାଳି ସାମିଲ୍
ଜୁନ୍ ୧୨ରେ ସ୍ପେନ ଗସ୍ତରେ ଯାଉଛି ଭାରତୀୟ ମହିଳା ହକି ଟିମ୍। ହକି ଇଣ୍ଡିଆ ପକ୍ଷରୁ...
ଜୋରଦାର ହେଲା ବିଜେପିର ଲୋକସମ୍ପର୍କ ଅଭିଯାନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତରୁ ଫାଇଦା ନେବା ପାଇଁ ରାଜ୍ୟ ବିଜେପି ନେତାମାନେ ଚାହୁଁଛନ୍ତି। ଏଥିପାଇଁ ଲୋକସମ୍ପର୍କ ଅଭିଯାନକୁ ଜୋରଦାର କରୁଛି ବିଜେପି।
ରାଜ୍ୟ ବିଜେପି ପକ୍ଷରୁ ଲୋକସମ୍ପର୍କ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ...
ଆସନ ନୁହେଁ, ଭୋଟ ପ୍ରତିଶତ ବି କମୁଛି: ଚିନ୍ତାରେ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଦଳ ଏବେ ଚିନ୍ତାରେ। ୧୦ଟି ରାଜ୍ୟର ୪ଟିରେ ଲୋକସଭା ଓ ୧୦ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳକୁ ନେଇ ବିଜେପି କିଛିଟା ବିଚଳିତ ହୋଇପଡ଼ିଛି।
ଦେଶର ବିଭିନ୍ନ ରାଜ୍ୟରେ...
କମିଲା ଆସନ: ଲୋକସଭାରେ ମ୍ୟାଜିକ ନମ୍ବର ତଳେ ବିଜେପି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଉପ-ନିର୍ବାଚନରେ ପଦ୍ମ ଫୁଟୁ ନଥିବାରୁ ଲୋକସଭାରେ ବିଜେପି ଆସନ ସଂଖ୍ୟା କମି ଚାଲିଛି। ୨୦୧୪ରେ ଏକାକୀ ୨୮୨ ଆସନ ପାଇଥିବା ବିଜେପିର ଆସନ ସଂଖ୍ୟା ଏବେ ୨୭୦କୁ ଖସି ଆସିଛି।
୨୦୧୪ରେ...
ଫୁଟିଲାନି ପଦ୍ମ: ଉପ-ନିର୍ବାଚନରେ ଅଟକିଗଲା ବିଜେପି ବିଜୟ ରଥ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୧୦ଟି ରାଜ୍ୟର ୧୪ଟି ଆସନରେ ହୋଇଥିବା ଉପ-ନିର୍ବାଚନ ଫଳାଫଳରୁ ଆସିଛି ବଡ଼ ରାୟ। ବିଜେପି ବିଜୟରେ ଲାଗିଛି ବ୍ରେକ।
ଆଛେ ଦିନ୍ର ସ୍ଲୋଗାନ ଦେଉଥିବା ବିଜେପି ପାଇଁ ଏବେ ବୁରା ଦିନ୍...
ବୈଜୟନ୍ତଙ୍କ ପାଇଁ କଂଗ୍ରେସ-ବିଜେପିର ଦୁଆର ଖୋଲା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବୈଜୟନ୍ତଙ୍କୁ ନେବା ପାଇଁ କଂଗ୍ରେସ ଏବଂ ବିଜେପି ଆରମ୍ଭ କରିଛନ୍ତି ଗୋଟି ଚାଳନା। ହେଲେ ବୈଜୟନ୍ତ କାହାକୁ ନିଜର କରୁଛନ୍ତି ତା'ଉପରେ ସମସ୍ତଙ୍କ ନଜର।
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନିକଟରେ...
ତେଲ ଦର ବୃଦ୍ଧିର ପ୍ରତିବାଦ, ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟପାଳଙ୍କୁ ଭେଟିଛି ବିଜେଡି। ବିଜେଡିର ୧୭ ଜଣିଆ ଟିମ୍ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି।
ଏହି ପ୍ରତିନିଧି ଦଳରେ ବିଜେଡି ଉପ-ସଭାପତି ଦେବୀପ୍ରସାଦ...





















