୧ ଲକ୍ଷ ୨୦ ହଜାର ୨୮ କୋଟିର ବଜେଟ୍: ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଲା କେତେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍। ଚଳିତ ବଜେଟ୍‌ର ପରିମାଣ ରହିଛି ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା। ୨୦୧୯ ସାଧାରଣ ନିର୍ବାଚନ...

୧୬ ହଜାର ୭୬୫ କୋଟିର ସ୍ୱତନ୍ତ୍ର କୃଷି ବଜେଟ୍: ଜଳସେଚନକୁ ଗୁରୁତ୍ୱ ଦେଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ୮ଟି ମେଗା ଜଳସେଚନ ପ୍ରକଳ୍ପ ପାଇଁ ୨୬୨୯ କୋଟି ଟଙ୍କା ବ୍ୟୟବରାଦ ଉଦ୍ୟାନ କୃଷିର ବିକାଶ ପାଇଁ ୧୦୪ କୋଟି ମୃତ୍ତିକା...

ବିଜେଡି-ଓଟିଭି ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତାନ୍ତ୍ରିକ ଦଳ ଏବଂ ଗଣମାଧ୍ୟମ କିପରି ମୁହାଁମୁହିଁ ହୁଅନ୍ତି ତାର ଏକ ସ୍ପଷ୍ଟ ଚିତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି। ଓଡ଼ିଶାର ଏକ ପ୍ରମୁଖ ରାଜନୈତିକ ଦଳ ବିଜେଡି ଏବଂ...

ବିଧାନସଭା ଅଚଳ, ଗୁରୁବାର ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧୋଇ ହୋଇଗଲା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ। ବନବିରା ଗୁଳିକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି ଏବଂ ଜୟନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଜେପି ସଭ୍ୟ ଗୃହରେ ହଙ୍ଗାମା କରିବାରୁ ବାଚସ୍ପତି...

ମନ୍ଦିର ଗଲେ ରାହୁଲ ଗାନ୍ଧି: ଉଠୁଛି ପଡ଼ୁଛି କର୍ଣ୍ଣାଟକ ରାଜନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକରେ ଜୋର୍ ଧରିଛି ମନ୍ଦିର ରାଜନୀତି। ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରି ମାସରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା କର୍ଣ୍ଣାଟକର ବିଭିନ୍ନ ମନ୍ଦିର ଗସ୍ତ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ...

ସଂସଦରେ ହଙ୍ଗାମା: ଅଧିବେଶନ ଆଗୁଆ ଶେଷ କରିବାକୁ ଚାହୁଁଛନ୍ତି ମୋଦି ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଡ଼ୁଆରେ ପଡ଼ିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର। ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି। ଏହାସହ ଚାରି ବର୍ଷ ପରେ ମୋଦି ସରକାରଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆସୁଥିବାରୁ ଏବଂ ଆନ୍ନା...

ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା, ଏପ୍ରିଲ ୪ରେ ଆସିବେ ଅମିତ ଶାହା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଫଳାଫଳ ବିଜେପିକୁ ଦେଇଛି ଝଟ୍‌କା। ଏହି ଉପ-ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ପଶ୍ଚିମ ଓଡ଼ିଶାରେ ବିଜେପି ଦୁର୍ଗ ଭୁଶୁଡ଼ୁଛି। ଦୁର୍ଗ ରକ୍ଷା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା...

ୟୁପିଏ-ଏନଡିଏ ଅମଳରେ ଅବହେଳିତ ହୋଇଛି ଓଡ଼ିଶା: ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ଓଡ଼ିଶା ସବୁବେଳେ ଅବହେଳାର ଶିକାର ହୋଇ ଆସିଛି। ଉଭୟ ୟୁପିଏ ଏବଂ ଏନଡିଏ ସରକାର ଓଡ଼ିଶାକୁ ହତାଦର କରିଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଆମେ ଦୀର୍ଘ ଦିନ...

ସରଗରମ୍ ହେବ ବଜେଟ୍ ଅଧିବେଶନ: ତିନି ଦଳ ପ୍ରସ୍ତୁତ କଲେ ରଣନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି ଉଠାଇବ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାରିତା ପ୍ରସଙ୍ଗ ବି ଉଠିବ ଚାଷୀ ଆତ୍ମହତ୍ୟାକୁ ଅସ୍ତ୍ର କରିବେ ବିରୋଧୀ ମାର୍ଚ୍ଚ ୨୩ରେ ବଜେଟ୍ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଧାନସଭାର...

ମମତାଙ୍କୁ ଭେଟିଲେ ଚନ୍ଦ୍ରଶେଖର: ପଡ଼ିଲା ତୃତୀୟ ସାମ୍ମୁଖ୍ୟର ମୂଳଦୁଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ଏବଂ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ବାହାରିଛନ୍ତି ଟିଆରଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ। ଏହାକୁ ସମର୍ଥନ କରିଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ...