ଗାଇସିଲଟରେ ଦବିଗଲା ବିଜେପି ମଞ୍ଚ, ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଇସିଲଟ ବ୍ଲକରେ ବିଜେପି ଶକ୍ତି ପ୍ରଦର୍ଶନ କରିଛି। ଜଗଦଲପାଟଠାରେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବଙ୍କୁ ନେଇ ବିଜେପି ସଭା କରୁଥିବା ବେଳେ ହଠାତ୍ ଦବି ଯାଇଥିଲା ମଞ୍ଚ।
ଗାଇସିଲଟ ବ୍ଲକର ଜଗଦଲପାଟଠାରେ ବିଜେପି...
ସ୍ପଷ୍ଟ କଲେ ପଦ୍ମପୁର ଆଇଆଇସି: ଚପଲ ଫିଙ୍ଗିଥିବା ଯୁବକର କୌଣସି ପଲିଟିକାଲ ଲିଙ୍କ୍ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ଫିଙ୍ଗିଥିବା ଯୁବକର କୌଣସି ପଲିଟିକାଲ ଲିଙ୍କ୍ ନାହିଁ। ଏ ସମ୍ପର୍କରେ ପଦ୍ମପୁର ଆଇଆଇସି ସ୍ପଷ୍ଟ କରିବା ପରେ ବିଜେପି ଏବେ ବିଜେଡିକୁ ଆଟାକ କରିଛି।
ମୁଖ୍ୟମନ୍ତ୍ରୀଙ୍କ ସଭା...
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ମାଡ଼: ଭୁବନେଶ୍ୱରରେ ବିଜେଡିର ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ମଞ୍ଚକୁ ଚପଲ ମାଡ଼ କରିବା ଘଟଣାର ପ୍ରତିବାଦ କରିଛି ବିଜେଡି। ଭୁ୍ବନେଶ୍ୱର ଜନତା ମଇଦାନଠାରେ ଦଳୀୟ ନେତା ଓ କର୍ମୀ ଧାରଣା ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ...
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ମାଡ଼: ନରସିଂହ କହିଲେ, “ଏବେ ଚାଲିଛି ବାହୁବଳର ରାଜନୀତି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଚପଲ ମାଡ଼ ଘଟଣାର ତନଘନା କରିଛି ପୋଲିସ। ଅଭିଯୁକ୍ତ କାର୍ତ୍ତିକ ମେହରଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇ ତଦନ୍ତ କରିଛି ପୋଲିସ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଘଟଣାର ନିନ୍ଦା କରିଛନ୍ତି।
...
୪୦ ଲକ୍ଷ ୫୦ ହଜାର ଟଙ୍କା କାହାର? ବିଜେପୁରରୁ ଜବତ ଟଙ୍କାକୁ ନେଇ ଜୋର୍ ଧରିଛି ରାଜନୀତି
ଓଡ଼ିଶାଲାଇଭ୍ ବୁରୋ
ବିଜେପୁର ଟଙ୍କାକୁ ନେଇ ହଙ୍ଗାମା
ସୋମବାର ରାତିରେ ଗାଇସିଲଟ ଥାନାରେ ବିଜେପି ବିଧାୟକଙ୍କ ଧାରଣା
ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ଟିମ୍
ବିଜେଡି ପ୍ରତିନିଧି ଦଳ ଦେଲା...
ଗାଇସିଲଟରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ: ୧୮ ବର୍ଷର ହିସାବ ମାଗିଲେ ସ୍ମୃତି ଇରାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି। ଗାଇସିଲଟ ବ୍ଲକରେ ପ୍ରଚାର କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ୧୮ ବର୍ଷ ଶାସନର ହିସାବ ମାଗିଛନ୍ତି ସ୍ମୃତି।
"୧୮...
ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କୁମ୍ଭାରୀ ସଭାରେ ଉଦ୍ବୋଧନ ଦେଉଥିଲେ ନବୀନ
ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରୁଥିଲେ
ସଭା ମଞ୍ଚକୁ ଫିଙ୍ଗା ହୋଇଥିଲା ଦୁଇଟି ଚପଲ
ଗୋଟିଏ ଚପଲକୁ ଧରି ପକାଇଲେ ମୁଖ୍ୟମନ୍ତ୍ରୀଙ୍କ...
ପ୍ରଚାରକୁ ଓହ୍ଲାଇଲେ ନବୀନ: ବରପାଲ୍ଲିରେ ରିତା ସାହୁଙ୍କ ପାଇଁ ଭୋଟ ମାଗିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବରପାଲ୍ଲି ବ୍ଲକର ବଡ଼ଗାଁଠାରେ ନବୀନ ରିତା...
ବିଜେପୁରରେ ଟଙ୍କା ରାଜନୀତି: ୪୦ ଲକ୍ଷ ପରେ ୧୦ ଲକ୍ଷ ଟଙ୍କା ଜବତ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେହି ପରିମାଣରେ ମାହୋଲ ଗରମ୍ ହେଉଛି। ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ବିଜେପୁର ମଇଦାନ ସର୍ଗରମ୍ ରହିଥିବା ବେଳେ ଏବେ ଟଙ୍କାକୁ ନେଇ ରାଜନୀତି...
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହଟହଟା: ହେଲିକପ୍ଟର ଅବତରଣ କରିବାରେ ବାଧା ସୃଷ୍ଟି କଲା ସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂଙ୍କୁ ହଟହଟା ହେବାକୁ ପଡ଼ିଛି। ଜିଟିସି ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଅବତରଣ କରିବାରେ ସେନା ଅଧିକାରୀ ପ୍ରତିବନ୍ଧକ ସୃଷ୍ଟି କରିବାରୁ ବିବାଦ ସୃଷ୍ଟି ହୋଇଛି।
ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ...




















