ରାହୁଲଙ୍କ ଅଭିଷେକ ପରେ ଦେଶର ରାଜନୀତିରେ ହଲଚଲ ସୃଷ୍ଟି ହେବ !
ଓଡ଼ିଶାଲାଇଭ୍ ବ୍ୟୁରୋ
ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ରାସ୍ତା ସଫା ହୋଇଛି। ସୋମବାର ଦିନ ସୋନିଆ ଗାନ୍ଧିଙ୍କ ଘରେ ବସିଥିଲା କଂଗ୍ରେସ କାର୍ଯ୍ୟ ସମିତିର ଏକ ମାରାଥନ ବୈଠକ। ଏଥିରେ ରାହୁଲ ଗାନ୍ଧିଙ୍କ...
ହରଡ଼ଘଣାରେ ବିଜେପି, ୧୭ ନେତା-କର୍ମୀ ଜେଲରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଶନ୍-୧୨୦ ଯୁଦ୍ଧ ପୂର୍ବରୁ ରାଜ୍ୟ ବିଜେପିକୁ ଲାଗିଛି ବଡ଼ ଝଟକା। ବିଭିନ୍ନ ମାମଲାରେ ବିଜେପିର ୧୭ ନେତା ଏବଂ କର୍ମୀ ଜେଲ୍ ଯାଇଥିବାରୁ ବିଜେଡି ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି...
ବିଜେପି ଅଫିସରେ ଘଣ୍ଟିକିଆ ହାଇଭୋଲଟେଜ ଡ୍ରାମା ପଛର କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଥା କଥାକେ ଶାସକ ବିଜେଡିକୁ ଘେରୁଥିବା ବିଜେପି ପାର୍ଟି ଅଫିସରେ ଆଜି ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା। ଦୁଇ ଜଣ ଯୁବକ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଅଧଘଣ୍ଟା କାଳ ଗନ୍...
ମହାନଦୀ ପ୍ରସଙ୍ଗରେ ଧୋକା ଦେଇଛି କେନ୍ଦ୍ର: ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଟ୍ରିବ୍ୟୁନାଲକୁ ନେଇ ବିବାଦ ଘନଉଛି। କେନ୍ଦ୍ର ସରକାର ଏଦିଗରେ କୌଣସି ପଦକ୍ଷେପ ନନେବାରୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି।
ଆବେଦନର ଅବଧିକୁ ପୁରିଲା ବର୍ଷେ। ହେଲେ ଗଠନ...
‘ଉଜୁଡ଼ା କ୍ଷେତ’କୁ ଅସ୍ତ୍ର କଲା ବିଜେପି: ଆରଆଇ ଅଫିସ ଘେରିବା ପାଇଁ ନକ୍ସା ପ୍ରସ୍ତୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ଡ। ଉଜୁଡ଼ା କ୍ଷେତକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ବିରୋଧୀ ବିଜେପି ଏହାକୁ ରାଜନୀତିକ ଅସ୍ତ୍ର କରିଛି। 'ଉଜୁଡ଼ା କ୍ଷେତ'କୁ ଅସ୍ତ୍ର କରି...
୧୯ ବର୍ଷ ପରେ ବଦଳିବେ କଂଗ୍ରେସ ଅଧ୍ୟକ୍ଷ: ସୋନିଆଙ୍କ ପରେ ଗାଦିରେ ବସିବେ ରାହୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯ ବର୍ଷ ପରେ ବଦଳିବାକୁ ଯାଉଛି କଂଗ୍ରେସ ଇତିହାସ। ସୋନିଆ ଗାନ୍ଧିଙ୍କ ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଗାଦିରେ ବସିବେ। ଏଥିପାଇଁ କଂଗ୍ରେସ ଶିବିରରେ ଆରମ୍ଭ ହୋଇଯାଇଛି କସରତ।
ରାହୁଲ ଗାନ୍ଧି...
କଣ୍ଟ ପୁରିଲା: ଗଠନ ହୋଇପାରିଲାନି ମହାନଦୀ ଟ୍ରିବ୍ୟୁନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୬ ନଭେମ୍ବର ୧୯ରେ ମହାନଦୀ ଟ୍ରିବ୍ୟୁନାଲ ପାଇଁ ଆବେଦନ କରିଥିଲେ ଓଡ଼ିଶା ସରକାର। ଇତି ମଧ୍ୟରେ ଆବେଦନକୁ ବର୍ଷେ ପୁରିଛି। ହେଲେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରି...
ସୁରଭାଇଙ୍କ ସୁରୁକି: କହିଲେ “କଂଗ୍ରେସ ୧ ନମ୍ବର ଦଳ, ବିଜେଡି ନମ୍ବର-୨”
କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଓରଫ୍ ସୁରଭାଇ ରୋଚକ ମନ୍ତବ୍ୟକୁ ନେଇ ବେଶ୍ ପରିଚିତ। 'ଓଡ଼ିଶାଲାଇଭ୍' ସହ ସ୍ବତନ୍ତ୍ର ସାକ୍ଷାତକାର ବେଳେ ରାଜ୍ୟ କଂଗ୍ରେସର ଦୟନୀୟ ସ୍ଥିତି କଥାକୁ ସମ୍ପୂର୍ଣ୍ଣ...
ଶ୍ରମିକମାନେ ହେଉଛନ୍ତି ଦେଶର ଶକ୍ତି: ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଛି ହିନ୍ଦ୍ ମଜଦୁର ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ। ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମିଳନୀରେ ହଜାର ହଜାର ଶ୍ରମିକ ଯୋଗ...
ବର୍ଷା ଛାଡ଼ିଲେ କ୍ଷୟକ୍ଷତିର ଆକଳନ: ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୩ ଦିନ ଧରି ଲାଗି ରହିଛି ବର୍ଷା। ବର୍ଷା ଯୋଗୁଁ ଜମିରେ ସୃଷ୍ଟି ହୋଇଛି କୃତ୍ରିମ ଜଳାଶୟ। ୧୫ଟି ଜିଲ୍ଲାରେ ଉଜୁଡ଼ି ଯାଇଛି ଚାଷ। ଚାଷ କ୍ଷୟକ୍ଷତି ଆକଳନ କରିବାକୁ ସରକାରୀ...




















