ଦାମଙ୍କ ନୂଆ ଡାଇଲଗ୍: ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦମୋଦର ରାଉତ। ଯାଜପୁରରେ ଏକ ସାଧାରଣ ସଭାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଟିପ୍ପଣୀ ଦେଇ ଅଡ଼ୁଆରେ ପଡିଛନ୍ତି...

ଗୁଜୁରାଟ: କଷଟି ପଥରରେ ମୋଦିଙ୍କ ରାଜନୀତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ନରେନ୍ଦ୍ର ମୋଦିଙ୍କ ବହୁଚର୍ଚ୍ଚିତ ରାଜନୀତି ଓ ତଥାକଥିତ ଗୁଜୁରାଟ ମଡେଲ ଏବେ କଷଟି ପଥରରେ। ଗୁଜୁରାଟ ନିର୍ବାଚନ ମଇଦାନକୁ ବିଜେପି ଯେତେବେଳେ ପୂରା ଓହ୍ଲାଇବ, କେବଳ ଦଳ ନୁହେଁ ଖୋଦ ମୋଦି...

ଗୁଜୁରାଟରେ କଂଗ୍ରେସ ଖେଳିବ ‘ଯୁବ’ କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ବିଧାନସଭା ଭୋଟ ପାଇଁ ନିର୍ବାଚନ କମିଶନ ବିଗୁଲ ଫୁଙ୍କିବା ପରେ ସରଗରମ୍ ହୋଇଯାଇଛି ରାଜନୀତି। ୨୨ ବର୍ଷର ବିଜେପି ଗଡ଼କୁ ଭାଙ୍ଗିବା ପାଇଁ କଂଗ୍ରେସ 'ଯୁବ' ଏବଂ 'ଓବିସି' କାର୍ଡ...

ବିଜେପୁର ପାଇଁ ଦମ୍‌ ଦେଖାଇଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ପାଇଁ ଦମ୍ ଦେଖାଇଛି କଂଗ୍ରେସ। ବରିଷ୍ଠ ନେତାଙ୍କୁ ଏକାଠି କରି ନିଜ ଦୁର୍ଗ ରକ୍ଷା ପାଇଁ ଦଳ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ। ହେମାନନ୍ଦ ବିଶ୍ବାଳ ହେବେ ବିଜେପୁର ଲଢ଼େଇର ମୁରବୀ ...

ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ଭୋଟ: ଡିସେମ୍ବର ୧୮ରେ ଫଳାଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ବିଧାନସଭା ଭୋଟ ପାଇଁ ବାଜିଲା ବିଗୁଲ୍। ନିର୍ବାଚନ କମିଶନ୍ ବୁଧବାର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ ବୋଲି କମିଶନ କହିଛନ୍ତି। ଡିସେମ୍ବର...

ବିଜେପିର ଟିଭି ଚେହେରା

ଓଡ଼ିଶାଲାଇଭ୍‍ ବ୍ୟୁରୋ ଟିଭି ଚ୍ୟାନେଲରେ ଦଳ ସପକ୍ଷରେ ପକ୍ଷ ରଖିବା ପାଇଁ ବିଜେପି ବାହାର କରିଛି ପ୍ୟାନେଲ ଲିଷ୍ଟ। ଏହି ତାଲିକାରେ ୧୩ରୁ ଅଧିକ ବିଜେପି ନେତା ସ୍ଥାନ ପାଇଛନ୍ତି। ଏମାନେ ବିଭିନ୍ନ ପ୍ରସଙ୍ଗରେ ଟିଭି...

ରାମ୍ୟା କିଏ? କାହିଁକି ତାଙ୍କୁ ନେଇ ଚର୍ଚ୍ଚା?

ଓଡ଼ିଶାଲାଇଭ୍‍ ବ୍ୟୁରୋ ଗତ ଦୁଇ ମାସ ମଧ୍ୟରେ ରାମ୍ୟାଙ୍କୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା। ଜଣେ ଲୋକପ୍ରିୟ ଅଭିନେତ୍ରୀରୁ ଦେଶର ଜଣେ ଦକ୍ଷ ଯୁବନେତ୍ରୀ ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି। ବିଶେଷ କରି...

ନବୀନଙ୍କ ଦୂରତା: ବିଜେପିରୁ ଯେତିକି, କଂଗ୍ରେସରୁ ସେତିକି

ଓଡ଼ିଶାଲାଇଭ୍‍ ବ୍ୟୁରୋ ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ନବୀନ ପଟ୍ଟନାୟକ। କହିଛନ୍ତି, ଆମେ ଉଭୟ କଂଗ୍ରେସ ଏବଂ ବିଜେପିଠାରୁ ସମାନ ଦୂରରେ ରହିଛୁ। ପୁଣିଥରେ ପୁରୁଣା କଥାକୁ ଦୋହରାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।...

ଦାମଙ୍କ ୟୁ-ଟର୍ଣ୍ଣ: କହିଲେ, “ମୋ କଥାକୁ ଅନର୍ଥ କରାଯାଉଛି”

ଓଡ଼ିଶାଲାଇଭ୍‍ ବ୍ୟୁରୋ ଦଳ ଭିତରୁ ଅସହଯୋଗ ହେବା ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ୟୁ-ଟର୍ଣ୍ଣ ମାରିଛନ୍ତି। କଥା ବଦଳାଇ କହିଛନ୍ତି ‘ମୋ କଥାକୁ ଅନର୍ଥ’ କରାଯାଇଛି। ‘ବିଜେପି ହେଉଛି ଶତ୍ରୁ କଂଗ୍ରେସ ନୁହେଁ’...

ରାହୁଲଙ୍କ ସଫଳତା ପଛରେ ରାମ୍ୟା

ଓଡ଼ିଶାଲାଇଭ୍‍ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ହଠାତ୍ ସୋସିଆଲ ମିଡିଆରେ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ସୋସିଆଲ ମିଡିଆରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେଉଛନ୍ତି ରାହୁଲ ଗାନ୍ଧି। ପୂର୍ବରୁ କେବଳ ରାହୁଲଙ୍କୁ...