ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼: ଏନସିପି ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହେଲେ ଅଜିତ ପାୱାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ରାଜନୀତି ପୁଣିଥରେ ନାଟକୀୟ ମୋଡ଼ ନେଇଛି। ଏନସିପି ନେତା ଅଜିତ ପାୱାର ରବିବାର ଦଳର ୩୫ ଜଣ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇଛନ୍ତି। ଏଥିସହ...
କେନ୍ଦ୍ରର ଚିଠି ପରେ ବିଜେଡିର ପ୍ରତିକ୍ରିୟା – “କ୍ଷମତା ହସ୍ତାନ୍ତର ନୁହେଁ, ଦାୟିତ୍ଵ ଦିଆଯାଇଛି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ବିରୋଧୀଙ୍କ ଅଭିଯୋଗ ପରେ ଏହାର ଠିକ୍ ଭାବେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ...
ସ୍ତ୍ରୀଙ୍କ ହତ୍ୟା ପାଇଁ ଆଜୀବନ କାରାଦଣ୍ଡ: ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କ କ୍ରାଇମ୍ ଫାଇଲ୍
ଶୁଭଲକ୍ଷ୍ମୀ ବଳ
କୁହାଯାଏ ସତ କେବେ ଲୁଚି ରହେନା। ଗୋଟିଏ ହତ୍ୟା ମାମଲାର ରାୟ ପାଇଁ ୨୮ ବର୍ଷ ବିଳମ୍ବ ହେଲା ସତ, ହେଲେ ଆଇନ ଆଖିରୁ ଲୁଚି ପାରିଲାନି ଅପରାଧ।
ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡର...
ତଦନ୍ତ କରି ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶାକୁ କେନ୍ଦ୍ରର ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସଠିକ୍ ଭାବେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।
ଓଡ଼ିଶା କ୍ୟାଡରର ଜଣେ...
‘ସିମ୍ଲା ରାଜିନାମା’ ଉପରେ ଅଟକିଛି ବିରୋଧୀ ମହାମେଣ୍ଟର ଭବିଷ୍ୟତ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପାଟଣାରେ ଏକାଠି ବସିଲେ, କିନ୍ତୁ ରାଜିନାମା ହେବ ସିମ୍ଲାରେ। ବିରୋଧୀ ମହାମେଣ୍ଟର ପରବର୍ତ୍ତୀ ସିମ୍ଲା ବୈଠକ ଉପରେ ପୂରା ଦେଶବାସୀଙ୍କ ନଜର।
ପାଟଣାରେ ବିରୋଧୀ ଏକାଠି ବସିଲେ। ଜୁନ ୨୩ ତାରିଖରେ...
ଓଡ଼ିଶାର ଶାସନ ବ୍ୟବସ୍ଥା ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ହାତକୁ ଚାଲିଯାଇଛି – ଅପରାଜିତା ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି
ରାଜ୍ୟ ସରକାରଙ୍କ ସଚିବଙ୍କ ନାଁ ନନେଇ ବର୍ଷିଲେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ
"ଯଦି ରାଜନୀତି କରିବାର ଇଚ୍ଛା...
ବଦଳିଲା ନେହରୁ ମେମୋରିଆଲ ମ୍ୟୁଜିୟମର ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳିଲା। ଏଣିକି ଏହାକୁ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ନାଁରେ ଜଣାଯିବ।
ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ...
ଭାରତୀୟ ଇତିହାସର କାଳାନ୍ତର: ଇନ୍ଦିରାଙ୍କ ସଦସ୍ୟତା ରଦ୍ଦ, ଜରୁରୀ ପରିସ୍ଥିତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନୀ ଅନିୟମିତତା ମାମଲାରେ ଇନ୍ଦିରା ସଦସ୍ୟତା ହରାଇବା ପରେ ଆଗକୁ କ’ଣ ହେବ ପୂରା ଦେଶ ଅପେକ୍ଷା କରି ରହିଥିଲା।
ଚଳିତ ବର୍ଷ ମୌସୁମୀ ବର୍ଷାରେ ଡେରି। ଚାରିଆଡ଼େ ପ୍ରବଳ ଗରମ।...
କାହିଁକି ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ସରକାରଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। କିଛି ଦିନ ତଳେ ବିଭିନ୍ନ ବିଭାଗର ବାର୍ଷିକ ସମୀକ୍ଷା ଚାଲିଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ଉତ୍ସାହଜନକ...
ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ଲାଗି ଶୁକ୍ରବାର ଦିନ ରାଜ୍ୟପାଳନଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚଶିକ୍ଷା ବିଭାଗରେ ନୈରାଶ୍ୟଜନକ...



















