ଆଜି ପବିତ୍ର ଘୋଷଯାତ୍ରା – ତିନି ରଥର ରକ୍ଷକ ସାଜନ୍ତି ଏହି ଦେବାଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=4V_pI5TuG9c] ଆଜି ଶ୍ରୀଗୁଣ୍ଡିଚା ଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ବସି ମାଉସୀ ଘର ଯିବେ ଜଗନ୍ନାଥ। ଏହି ତିନି ରଥ ସଙ୍ଗେ ସଙ୍ଗେ ରଥର ପାର୍ଶ୍ୱ ଦେବାଦେବୀ ମଧ୍ୟ...

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବିଶ୍ୱପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବା ପାଇଁ...

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ – ତିନି ରଥ ଅଖରେ ଲାଗିଲା ୬ଟି ଚକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଉଁରୀ ତିଥିରେ ତିନି ରଥ ଅଖରେ ଲାଗିଲା ଅନୁକୂଳ ଚକ। ଆଜି ପୁରୀ ଶ୍ରୀକ୍ଷେତ୍ରରେ ଭଉଁରୀ ତିଥି। ପରମ୍ପରା ଅନୁସାରେ ଆଜି ତିନି ରଥ ଅଖରେ ୬ଟି ଅନୁକୂଳ ଚକ ଲାଗି ହୋଇଛି।...

ସରିଲା ରଥଯାତ୍ରା – ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିଯାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ୯ ଦିନର ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ ନିଜ ବଡ଼ଭାଇ ଓ ଭଇଣୀଙ୍କ ସହ ଶୀମନ୍ଦିରକୁ ବାହୁଡ଼ିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦର ପ୍ରଶାସନ ପକ୍ଷରୁ ଅନୁମିତି...

ନୀଳାଦ୍ରିବିଜେ ନୀତି ଶେଷ – ରତ୍ନବେଦିରେ ବିଜେ କଲେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନାବେଶ ଏବଂ ଅଧରପଣା ନୀତି ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରିବିଜେ ନୀତି ଶେଷ ହୋଇଛି। ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ଥିବାରୁ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ...

ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରୁଛନ୍ତି ବଳଦେବ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=OJ6G8ODARpU] ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ଗୋଟି ପହଣ୍ଡିରେ ବଡ଼ ଦେଉଳକୁ ପ୍ରବେଶ କରୁଛନ୍ତି ବଡ଼ଭାଇ ବଳଦେବ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି...

ରସଗୋଲା – ଓଡ଼ିଶାର ସ୍ୱାଦ

ନୀଳାମ୍ବର ରଥ https://www.youtube.com/watch?v=nweMqG0gk90 ଆଜି ରସଗୋଲା ଦିବସ। ଜାଣନ୍ତୁ ଓଡ଼ିଶାର ରସଗୋଲା ପଛର ଭୌଗୋଳିକ, ଐତିହାସିକ, ସାହତ୍ୟିକ, ସାମାଜିକ ଓ ସ୍ୱାଦିଷ୍ଟ ପରମ୍ପରାର କଥା। ପ୍ରତି ଜାତିର ନିଜସ୍ୱ ସଂସ୍କୃତି ରହିଛି। ଏହି ସଂସ୍କୃତି ଭିତରେ ତା’ର...

ଆହା କି ସୁଆଦିଆ ଆମ ରସଗୋଲା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=nweMqG0gk90]ରସଗୋଲା ହେଉଛି ମିଠାମାନଙ୍କ ରାଜା। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। କୁହାଯାଏ ନୀଳାଦ୍ରି...

ଦିନ ୨ଟାରୁ ଓଡ଼ିଶାଲାଇଭ୍‌ରେ ନୀଳାଦ୍ରି ବିଜେର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=1APx_AM2_2I]ଶ୍ରୀକ୍ଷେତ୍ର ପୁରୀରେ ତିନିରଥରେ ଅଧରନୀତି ଶେଷ ହୋଇଛି। ଆଜି ନୀଳାଦ୍ରି ବିଜେ। ଏହି ନୀତି ରଥଯାତ୍ରାର ଅନ୍ତିମ ପର୍ବ। ତିନି ରଥରୁ ଓହ୍ଲାଇ ମହାପ୍ରଭୁ ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ କରିବେ। ଓଡ଼ିଶା...

ବାରିପଦାରେ ଶ୍ରଦ୍ଧାଲଡ଼ୁର ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=1APx_AM2_2I] ବାରିପଦାର ରଥଯାତ୍ରା ଯେମିତି ନିଆରା, ଶ୍ରଦ୍ଧାଳଡ଼ୁ ବି ସେମିତି ନିଆରା। ବର୍ଷକରେ ଥରେ କେବଳ ବାହୁଡ଼ା ଯାତ୍ରାରେ ବାରିପଦାରେ ଏହି ଶ୍ରଦ୍ଧାଲଡ଼ୁ ଲୋକମାନଙ୍କ ଉପରେ ଫିଙ୍ଗା ଯାଇଥାଏ। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର...