ଆଜି ନୀଳାଦ୍ରି ବିଜେ, ରତ୍ନ ସିଂହାସନରେ ବିରାଜିବେ ମହାପ୍ରଭୁ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ଏଥିଲାଗି ସମସ୍ତ ନୀତିକାନ୍ତି ଶେଷ ହୋଇଛି। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ,...

ସୋମବାର ନୀଳାଦ୍ରିବିଜେ – ଓଡ଼ିଶାଲଇଭ୍‌ରେ ଦିନ ୨ଟାରୁ ଦେଖନ୍ତୁ ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=1APx_AM2_2I&t=17s ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ସୋମବାର ଗୋଟି ପହଣ୍ଡିରେ ତିନିଠାକୁର ରଥରୁ ଶ୍ରୀମନ୍ଦିର ରତ୍ନବେଦୀକୁ ବିଜେ କରିବେ। ଏହି ଅନ୍ତିମ ପର୍ବର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ...

ଅଧରପଣା ନୀତି ଦେଖିବାକୁ ପୁରୀରେ ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=-jLn39FwQac ରଥଯାତ୍ରାର ବିଭିନ୍ନ ନୀତି ମଧ୍ୟରୁ ଅଧରପଣା ହେଉଛି ବିଶେଷ ନୀତି। ଆଜି ଏହି ଅଧରପଣା ନୀତି ନିତି ରଥରେ ଅନୁଷ୍ଠିତ ହେଉଛି। ଏହି ନୀତି ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ...

କେମିତି ପ୍ରସ୍ତୁତ ହୁଏ ଅଧରପଣା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=-jLn39FwQac ଆଉ କିଛି ସମୟ ପରେ ପୁରୀରେ ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଅଧରପଣା ଲାଗି ହେବ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ।...

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=1APx_AM2_2I] ସୁନାବେଶ ଶନିବାର ଅନୁଷ୍ଠିତ ହେବା ପରେ ଆଜି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ସୁନାବେଶ ପରେ ଓ ‘ନୀଳାଦ୍ରିବିଜେ' ପୂର୍ବରୁ ଶ୍ରୀଜିଉଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତି। ଏଥିରେ...

ଫଟୋରେ ଫଟୋରେ ଶ୍ରୀଜୀଉଙ୍କ ସୁନାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମବେଦୀରେ ଲୀଳାଖେଳା ସାରି ଶୁକ୍ରବାର ଦିନ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲେ ମହାବାହୁ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ବିରାଜମାନ କରିଛନ୍ତି ଶ୍ରୀଜୀଉ। ଆଜି ଶ୍ରୀଜୀଉ ରାଜାରାଜେଶ୍ୱରୀ ବେଶ ବା...

ଜୟପୁରରେ ବାହୁଡା ଯାତ୍ରା, ଆନନ୍ଦ ଉଲ୍ଲାସର ସହ ଭକ୍ତ ଟାଣିଲେ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ବାହୁଡ଼ାଯାତ୍ରା। ଶୁକ୍ରବାର ଦିନ  ତିନି ଠାକୁରଙ୍କୁ ଆଡ଼ପ ମଣ୍ଡପରୁ  ରଥାରୂଢ଼ କରାଯାଇଥିଲା। ରଥରେ ସମସ୍ତ ନୀତିକାନ୍ତି ଶେଷ...

ବାରିପଦାରେ ଶ୍ରୀହରିବଳଦେବ ଜୀଉଙ୍କ ବାହୁଡ଼ା ଯାତ୍ରା – ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ନନ୍ଦିଘୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=6aOQxEeTJC8 ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ପବିତ୍ର ବାହୁଡ଼ାଯାତ୍ରା ଆନନ୍ଦ ଉଲ୍ଲାସର ସହ ଆଜି ଅନୁଷ୍ଠିତ ହୋଇଛି। ଶୁକ୍ରବାର ଦିନ ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ାଯାତ୍ରା ହୋଇଥିବା ବେଳେ ଶନିବାର ବାରିପଦାରେ ବାହୁଡ଼ାଯାତ୍ରା...

ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କଲେ ଲକ୍ଷ ଲକ୍ଷ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫଟୋ – ବଦ୍ରିଶନାରାୟଣ ପତି) https://www.youtube.com/watch?v=6aOQxEeTJC8 ସୁନାବେଶ ପାଇଁ ବଡ଼ଦାଣ୍ଡ ଜନସମୁଦ୍ର। ଜନ୍ମବେଦୀରେ ଲୀଳାଖେଳା ସାରି ଶୁକ୍ରବାର ଦିନ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲେ ମହାବାହୁ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ବିରାଜମାନ କରିଛନ୍ତି...

ରବିବାର ସନ୍ଧ୍ୟା ୭ଟାରୁ ଓଡ଼ିଶାଲାଇଭ୍‌ରେ ପୁରୀରୁ ଅଧରପଣାର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଏବଂ ସୋସିଆଲ୍ ଚ୍ୟାନେଲ୍‌ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶର ସିଧାପ୍ରସାରଣ କରାଯିବା ପରେ ରବିବାର (୧୪ ଜୁଲାଇ)ରେ ଅଧରପଣାର ସିଧାପ୍ରସାରଣ କରାଯିବ। ଓଡ଼ିଶା ତଥା ଦେଶ ବିଦେଶର...