ବାହୁଡ଼ା ପ୍ରସ୍ତୁତି – ନାକଚଣା ଦ୍ୱାରରେ ଲାଗିଲା ତିନି ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା' ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ବାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡିବିଜେ
ଭାସ୍କର ମିଶ୍ର
ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେଗୁଡ଼ିକ...
ତିନି ରଥରେ ଛଅ ଠାକୁର
ଶୁଭ୍ରାଂଶୁ ପଣ୍ଡା
ତିନି ରଥରେ ବିଜେ କରି ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଏହି ରଥରେ ଆଉ ତିନି ଦିଅଁ ମଧ୍ୟ ବିରାଜମାନ କରିଥାନ୍ତି। ତେବେ ଏହି ତିନି ରଥରେ...
ଶ୍ରୀମନ୍ଦିରରେ ୨୦ ବିଲୁପ୍ତ ସେବା
ଶୁଭ୍ରାଂଶୁ ପଣ୍ଡା
ଶ୍ରୀମନ୍ଦିରର ସେବାଗୁଡ଼ିକ ସମ୍ବନ୍ଧରେ ବହୁ ଆଲେଖ, ଆଲୋଚନା ଉପଲବ୍ଧ ଥିବା ବେଳେ ବିଲୁପ୍ତ ସେବା ବିଷୟରେ ଆସନ୍ତୁ ଜାଣିବା।
ପ୍ରାତରୁତ୍ଥାୟ ନିର୍ମାଲ୍ୟ ମାନୟାମି ଦିନେ ଦିନେ
ବନ୍ଧୁଭିଃ ଜ୍ଞାତିଭିଃ ସାର୍ଦ୍ଧଂ ଜୀବାମ୍ୟେତେନ ସର୍ବଦା
ଇତି ବିଶ୍ବାବସୋର୍ବାଣୀଂ...
ଶ୍ରୀଜୀଉମାନଙ୍କ ବିଭିନ୍ନ ବେଶ
ଭାସ୍କର ମିଶ୍ର
ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର ରୀତି, ନୀତି, ବେଶ, ଭୋଗ ମଧ୍ୟ ଅତୁଳନୀୟ ତଥା ଅବର୍ଣ୍ଣନୀୟ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ବ୍ୟତୀତ ବର୍ଷର କେତେକ ନିର୍ଦ୍ଦିଷ୍ଟ ତିଥିରେ...
ଓଡ଼ିଶାଲାଇଭ୍ ସୋସିଆଲ୍ ମିଡିଆ ଚ୍ୟାନେଲରେ ୧୦ ଲକ୍ଷ ଲୋକ ଦେଖିଲେ ଶ୍ରୀଗୁଣ୍ଡିଚାର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି
ୟୁଟ୍ୟୁବ୍ ଓ ଫେସବୁକ୍ରେ ଶ୍ରୀଗୁଣ୍ଡିଚାର ସିଧାପ୍ରସାରଣ କରି ବିଶେଷ ଲୋକପ୍ରିୟତା ହାସଲ କରିଛି ଓଡ଼ିଶାର ଡିଜିଟାଲ୍ ପ୍ଲାଟଫର୍ମ ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍ ଫେସବୁକ୍ରେ ପ୍ରାୟ ୮ ଲକ୍ଷ ଲୋକ ଦେଖିଲେ ରଥଯାତ୍ରା
...
ଭାବ, ଭକ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଟାଣିଲେ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
କେବଳ ପୁରୀରେ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳିତ ହୋଇଛି। ରାଜଧାନୀ ଭୁବନେଶ୍ୱର, ବାରିପଦା, କୋରାପୁଟର ସାବରଶ୍ରୀକ୍ଷେତ୍ର ଏବଂ କଟକ ଆଦି ସ୍ଥାନରେ ଆନନ୍ଦ ଉଲ୍ଲାସର...
ବିଶାଖାପାଟଣାରେ ଗଡ଼ିଲା ମହାପ୍ରଭୁଙ୍କ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣା, (ଯଶୋବନ୍ତନାରାୟଣ ପାଢ଼ୀ): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ବିଶାଖାପାଟଣା ସହର। ଚଳିତବର୍ଷ ବିଶାଖାପାଟଣା ସହରରେ ୫ଟି ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି ପବିତ୍ର ଘୋଷଯାତ୍ରା।
ବିଶାଖାପାଟଣାର ଦଶପଲ୍ଲା ହିଲ୍ସଠାରେ...
ଆଜି ହେଉଛି ଓଡ଼ିଶା ପାଇଁ ସୌଭାଗ୍ୟର ଦିନ: ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ଏବଂ ମା' ସୁଭଦ୍ରାଙ୍କୁ ଦର୍ଶନ କରିବା ସହ ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ।...
ଘୋଷଯାତ୍ରାରେ ମହାପ୍ରଭୁ: ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭକ୍ତଙ୍କ ଗହଣରେ ମହାପ୍ରଭୁ। ରତ୍ନବେଦୀ ଛାଡ଼ି ଶ୍ରୀଜୀଉ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବାରୁ ଆଜି ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ।
ଗୁଣ୍ଡିଚା ମନ୍ଦିରରେ ଲାଗିଲା...





















