‘ପୁଣି ହସିବ ଓଡ଼ିଶା’- ମ୍ୟୁଜିକ ଭିଡିଓରେ ମନୋବଳ ବଢ଼ାଇଲେ ଓଲିଉଡ କଳାକାର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାକୁ ନେଇ ଆତଙ୍କିତ ରାଜ୍ୟବାସୀ। ଏପରିସ୍ଥଳେ 'ପୁଣି ହସିବ ଓଡ଼ିଶା’ ମ୍ୟୁଜିକ ଭିଡିଓ ଜରିଆରେ ରାଜ୍ୟବାସୀଙ୍କ ମନୋବଳ ବଢ଼ାଇଲେ ଓଲିଉଡ କଳାକାର।
‘‘ପୁଣି ଗାଁରେ ଗୋଧୂଳି ଉଡ଼ିବ, ପୁଣି ସହରରେ ଗାଡ଼ି ଗଡ଼ିବ,...
ମହାଭାରତର ‘କୃଷ୍ଣ’ ନୀତିଶଙ୍କୁ ଦିନେ ପୂଜା କରୁଥିଲେ ଲୋକେ – ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବି ଆର୍ ଚୋପ୍ରାଙ୍କ 'ମହାଭାରତ'ରେ 'କୃଷ୍ଣ'ଭୂମିକାରେ ଅଭିନୟ କରିଥିଲେ ନୀତିଶ ଭରଦ୍ୱାଜ। ଏହି ଚରିତ୍ର ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ।
ଯେତେବେଳେ ମହାଭାରତର ଶ୍ରୀକୃଷ୍ଣଙ୍କ କଥା ଆସେ ସମସ୍ତଙ୍କ ଆଖି ଆଗରେ...
ହାର୍ଟ ଫେଲ୍ୟୁଅରର ଲକ୍ଷଣ, ଚିକିତ୍ସା ଓ ଏହାକୁ କେମିତି ରୋକିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ହାର୍ଟ ଫେଲ୍ୟୁଅର ଏବେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଡାକ୍ତରମାନଙ୍କ ଅନୁସାରେ ୫୦-୫୯ ବର୍ଷ ମଧ୍ୟରେ ପ୍ରାୟ ୧ ପ୍ରତିଶତ ଲୋକ ହାର୍ଟ ଫେଲ୍ୟୁଅରର ଶିକାର ହୋଇଥାନ୍ତି।...
କରୋନା ଯୋଦ୍ଧା ସାଇରାମ ପଟ୍ଟନାୟକ – କାନ୍ଥରେ ଚିତ୍ର ଆଙ୍କି ଲୋକଙ୍କୁ କରୁଛନ୍ତି ସଚେତନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ମହାମାରୀ କରୋନା ପାଇଁ ଦେଶରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗାଁ ଗହଳିର ସ୍ୱେଚ୍ଛାସେବୀ ଯାଏଁ...
ଜୁନ୍ ୧୩ ସୁଦ୍ଧା ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏଥର ସ୍ୱାଭାବିକ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଳମ୍ବରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ୍ ୧୩ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିବ। ଜୁନ୍ ପହିଲାରୁ ସେପ୍ଟେମ୍ବର ଶେଷ ଯାଏଁ ଦେଶରେ ବର୍ଷା ସ୍ୱାଭାବିକ ରହିବ...
ଲକ୍ଡାଉନରେ ଡିଜିଟାଲ ପାଠ ପଢ଼ୁଛନ୍ତି ଅଭିନେତ୍ରୀ ଉଷସୀ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ ପିରିୟଡରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଲୋକଙ୍କର କିଭଳି ଦିନ କଟୁଛି, ଘରେ ରହିବା ବେଳେ କ’ଣ କରୁଛନ୍ତି? ଜାଣିବା ପାଇଁ ‘ଓଡ଼ିଶାଲାଇଭ୍’ ପକ୍ଷରୁ ‘ଲକଡାଉନ୍ ଡାଏରୀ’ ଭଳି ଏକ ନିଆରା...
ଡାଇବେଟିସ୍ ହୋଇଥିଲେ ଖାଆନ୍ତୁ ଏହି ଖାଦ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାଇବେଟିସ୍ ରୋଗୀମାନେ ନିଜ ଖାଦ୍ୟ ଉପରେ ବେଶୀ ଯତ୍ନବାନ ହେବା ଆବଶ୍ୟକ। ଠିକ୍ ଖାଦ୍ୟ ଖାଇବା ଦ୍ୱାରା ଡାଇବେଟିସ୍ ଅନେକ ପରିମାଣରେ ନିୟନ୍ତ୍ରଣରେ ରହିଥାଏ। ଡାଇବେଟିସ୍ ରୋଗୀ ଡାଏଟ୍ରେ କ’ଣ ଖାଇବେ...
କରୋନା ସଂକ୍ରମଣ ସମୟରେ କେମିତି ବୁଝିବା ବୟସ୍କଙ୍କ କଥା?
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...
ପିଲାଙ୍କ ସହ ସଂପର୍କ କେମତି କରିବେ ମଜଭୁତ – ଆପଣାନ୍ତୁ ୟୁନିସେଫ୍ର ୫ଟି ଉପାୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ଯୋଗୁଁ ସାରାଦେଶରେ ଲକଡାଉନ୍ ଘୋଷଣା ହୋଇଛି। ବାପା’ ମା’ ଏହାର ଫାଇଦା ନିଶ୍ଚୟ ଉଠାନ୍ତୁ। ପିଲାଙ୍କ ସହ ସମ୍ପର୍କକୁ ମଜଭୂତ କରନ୍ତୁ।
ଲକଡାଉନ୍ ପ୍ରତି ମା’ ବାପାଙ୍କୁ ଏକ...
‘ମହାଭାରତ’ରେ କେମିତି ଭୀଷ୍ମ ପିତାମହଙ୍କ ଚରିତ୍ର ପାଇଥିଲେ ମୁକେଶ ଖାନ୍ନା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବି ଆର ଚୋପ୍ରାଙ୍କ 'ମହାଭାରତ'ରେ କୃଷ୍ଣଙ୍କ ବ୍ୟତୀତ, ଯେଉଁ ଚରିତ୍ର ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ସେ ଥିଲା ପିତାମହ ଭୀଷ୍ମ ଚରିତ୍ର। ଏଥିରେ ଅଭିନୟ କରିଥିଲେ ଅଭିନେତା ମୁକେଶ...





















