ଦୁର୍ଗାପୂଜା ଲାଗି କଟକରେ ହେଲାଣି ପ୍ରତିଯୋଗିତା, ଏଥର ନଜରରେ ଖାନନଗର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଧରାବତରଣ କରିବେ ଜଗତ୍‌ଜନନୀ। ଚାନ୍ଦୀ, ସୁନା ମେଢ଼ରେ ଝଲସି ଉଠିବ ମା’ଙ୍କ ମୂର୍ଣ୍ଣୟୀ ମୂର୍ତ୍ତି। ଏଥିପାଇଁ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ...

୧୮୩୨ରେ ଆରମ୍ଭ ହୋଇଥିଲା କଟକର ପ୍ରଥମ ଦୁର୍ଗା ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ଵିତୀୟ ସହର ଯେଉଁଠି ଏତେ ଆଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳିତ ହୁଏ। ଇତିହାସ କହୁଛି, ୧୮୩୨ ସାଲରେ...

ଓଡ଼ିଶା ବାହାରେ ନିଆରା ଢଙ୍ଗରେ ମା’ ଦୁର୍ଗାଙ୍କୁ ପୂଜିଥାନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ବି ମା’ ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଧରାପୃଷ୍ଠକୁ ଓହ୍ଲାଇବେ ମା’ ଦୁର୍ଗା। ମା’ଙ୍କୁ ଅନେଇ ବସିଛନ୍ତି ପୂରପଲ୍ଲୀ।...

ରସୁଲଗଡ଼ ଦୁର୍ଗାପୂଜା କମିଟିର ପ୍ରସ୍ତୁତି: ଏଥର ଫୁଲତୋରଣ ମୁଖ୍ୟ ଆକର୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ   ଏଥର ଭୁବନେଶ୍ୱରରେ ଜମିବ ଦଶହରା। ଫୁଲ ତୋରଣରେ ଚମକିବ ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପ। ଆରମ୍ଭ ହୋଇଯାଇଛି ପାର୍ବଣ ୠତୁ। ଧରାପୃଷ୍ଠକୁ ଓହ୍ଲାଇବେ ମା’ ଦୁର୍ଗା। ବିଭିନ୍ନ ପୂଜା କମିଟି ଜୋରଦାର ପ୍ରସ୍ତୁତି...

ଏଥର ଦୁର୍ଗାପୂଜାରେ ବାଜିବନି ଡିଜେ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ବାଜିବ ନାହିଁ ଡିଜେ। କମିସନରେଟ୍ ପୋଲିସ ପକ୍ଷରୁ ମଙ୍ଗଳବାର ଦୁର୍ଗାପୂଜା କମିଟିଗୁଡ଼ିକୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ରାତି ୧୨ଟା...

ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସ୍‌ର ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗାପୂଜାକୁ ଆଉ ମାତ୍ର ରହିଲା ଅଳ୍ପ ଦିନ। ଚାରିଆଡ଼େ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ବ୍ୟାପକ ପ୍ରସ୍ତୁତିରେ ମାତିଛନ୍ତି ସବୁ ପୂଜା କମିଟି। ଅନ୍ୟପକ୍ଷରେ ସୁରୁଖୁରୁରେ ପୂଜା...

କାହିଁକି ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ପାଳନ ହୁଏ ଗୁରୁଦିବସ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ...

ଚର୍ଚ୍ଚାରେ ସ୍ୱାଧିନ ମଲ୍ଲିକ, ତିଆରି କଲେ ବିଶ୍ୱର ସବୁଠାରୁ ଛୋଟ ଗଣେଶ ମୂର୍ତ୍ତି

ଓଡ଼ିଶାଲାଇଭ ବ୍ୟୁରୋ ବିଘ୍ନ ବିନାଶକ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏଁ ଚଳଚଞ୍ଚଳ ହୋଇଉଠିଛି। ତେବେ ଏହା ମଧ୍ୟରେ ୧ ଇଞ୍ଚ୍‌ରୁ କମ୍ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ ସବୁଠାରୁ ଛୋଟ ମୂର୍ତ୍ତି ତିଆରି...

ଏକ ହଜାର ପ୍ଲାଷ୍ଟିକ ବୋତଲରେ ଗଣେଶଙ୍କ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ଗଣେଶ ପୂଜା ପାଇଁ ସାରା ଦେଶ ଉତ୍ସବମୁଖର। ଏହା ମଧ୍ୟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ନିଆାର ପ୍ରୟାସ କରିଛନ୍ତି। ପ୍ରାୟ ଏକ ହଜାକ ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ...

ବଲିଉଡ ସେଲିବ୍ରେଟିଙ୍କ ଘରେ ଗଣପତି ବପ୍ପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱପ୍ନ ନଗରୀ ମୁମ୍ବାଇରେ ଆଜି ଜୋରସରରେ ଚାଲିଛି। ବଲିଉଡରେ ଏମିତି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ପ୍ରତିବର୍ଷ ଏକ ଖାସ୍‌ ଅନ୍ଦାଜରେ ଏହି ପର୍ବକୁ ପାଳନ କରନ୍ତି। ସଲମାନ ଖାନ, ବିବେକ...