‘ଜାହ୍ନବୀର ନୀଳଜହ୍ନ’: ଅନୁଭୂତିର ଅନୁପମ ସର୍ଜନା
ଡକ୍ଟର ସୁପ୍ରିୟା ପାଲ୍
ଗଳ୍ପ ସଂକଳନ: ଜାହ୍ନବୀର ନୀଳଜହ୍ନ
କଥାକାର: ଡାକ୍ତର ସରୋଜ କୁମାର ମିଶ୍ର
ପ୍ରକାଶକ: ପଶ୍ଚିମା ପ୍ରକାଶନ ସଂସ୍ଥା
ମୂଲ୍ୟ: ୨୦୦ ଟଙ୍କା
ସାହିତ୍ୟ ପୃଥିବୀରେ ଗଳ୍ପ ନଦୀ ହୋଇ ପ୍ରବାହିତ ହୁଏ। କେତେବେଳେ ଶାନ୍ତ, ସ୍ୱଚ୍ଛତୋୟା...
ମଙ୍ଗଳାଯୋଡ଼ିର ଅଶୋକ – ପକ୍ଷୀ ପ୍ରେମୀରୁ ପାଲଟିଗଲେ ଇକୋଟୁରିଜିମ୍ ଗାଇଡ୍
ବିଶ୍ଵଜିତ ସାହୁ
ଖୋର୍ଦ୍ଧା ମଙ୍ଗଳାଯୋଡ଼ିର ଅଶୋକ କୁମାର ସାହୁ। ପକ୍ଷୀଙ୍କ ପ୍ରତି ଥିବା ପ୍ରେମ ଆଜି ତାଙ୍କୁ ଜଣେ ସଫଳ ଇକୋ ଟୁରିଜିମ୍ ଗାଇଡ୍ର ପରିଚୟ ଦେଇଛି।
"ସ୍କୁଲରେ ପାଠ ପଢ଼ିଲା ବେଳେ ଆମ ମଙ୍ଗଳାଯୋଡ଼ିକୁ...
ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନକୁ କାହିଁକି ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ। ପ୍ରତି ବର୍ଷ ଜାନୁଆରି ୧୨କୁ ଦେଶବ୍ୟାପୀ ଯୁବ ଦିବସ ଭାବେ ପାଳନ କରାଯାଏ। ଆଧୁନିକ ଭାରତର ନିର୍ମାତା କୁହାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କୁ ମନେ ପକାଇବା ପାଇଁ...
ଲୋକଙ୍କ ସେବା କରିବାରେ ଆତ୍ମସନ୍ତୁଷ୍ଟି ମିଳେ: ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନିତ ଓଡ଼ିଆ ଆଶା କର୍ମୀ...
ସୁନ୍ଦରଗଡ଼ରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ଵରରୁ ଶୁଭଶ୍ରୀ ନାୟକ
[youtube https://www.youtube.com/watch?v=YtVgMmCqN28]
‘‘ଫୋର୍ବସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ଦିନେ ମୋ ନାଁ ଆସିବ ସେ କଥା ମୁଁ କେବେ ଭାବିନଥିଲି। ଜାତୀୟସ୍ତରରେ ମୋ କାମକୁ...
ହସର ପରିଭାଷା
କପିଳାସ ଭୂୟାଁ
ଉଲ୍ଲେଖ ଅନାବଶ୍ୟକ ଯେ ହସ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ତେବେ ହସର ପ୍ରକାର ଓ ଭେଦ ସମ୍ପର୍କରେ କେହି ବିଶେଷ ମନ ଦେଇ ଭାବେ ନାହିଁ। ହସର ସେହି...
‘ଗରିବ’ କିପରି ଓ କାହିଁକି ତିଆରି କରାଯାଏ!
କପିଳାସ ଭୂୟାଁ
କେନ୍ଦ୍ର ସରକାରଙ୍କ ପକ୍ଷରୁ ବିତର୍କିତ କୃଷି ବିଲ ପ୍ରତ୍ୟାହାର କରିନିଆଯିବା ପରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିବା କୃଷକମାନଙ୍କ ଆନ୍ଦୋଳନ ଡିସେମ୍ବର ୯ ତାରିଖରେ ସମାପ୍ତ...
ଇତିହାସ ଆଇନାରେ ଜୟପୁର ଦଶହରା – ରୁପା ବିମାନରେ ବସି ୯ ଦିନ ସହର ପରିକ୍ରମା କରୁଥିଲେ ଦେବୀ...
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଜା ବିକ୍ରମଦେବ ନିଜ ରାଜଧାନୀ ଜୟପୁରକୁ ଆଣିବା ପରେ ସେଠାରେ ପ୍ରତିଷ୍ଠା ପାଇଲେ ଦେବୀ କନକଦୁର୍ଗା। ସେବେଠାରୁ ଦେବୀଙ୍କ ଆରାଧନା ସହ ଜୟପୁରରେ ପାଳିତ ହୋଇ ଆସୁଛି ଶାରଦୀୟ ଦଶହରା। ଶସ୍ତ୍ରପୂଜା...
ଆଜି ମହାମାୟାଙ୍କ ମହାନବମୀ – ମଣ୍ଡପରେ ଚାଲିଛି ପୂଜା ଅର୍ଚ୍ଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷାମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ...
ଦିନେ ମା’ କଟକ ଚଣ୍ଡୀଙ୍କ ପୀଠ ଥିଲା କନିକା ରାଜାଙ୍କ ମେଣ୍ଢାଶାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକ ଚଣ୍ଡୀଙ୍କୁ ପୂଜା କରାଯାଏ।...
ଆଜି ମହାଷ୍ଟମୀ – ସିଲଭର୍ ସିଟିରୁ ସ୍ମାର୍ଟ ସିଟି ଖାଁ ଖାଁ ପଡ଼ିଛି ପୂଜାମଣ୍ଡପ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଷ୍ଟମୀ ପୂଜା। ହେଲେ କରୋନା ପାଇଁ ଗତଥର ପରି ଏବର୍ଷ ବି ସବୁ ଫିକା। ସିଲଭର୍ସିଟି କଟକରୁ ସ୍ମାର୍ଟସିଟି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ପୂଜାମଣ୍ଡପ ଖାଁ ଖାଁ...





















