ଦିଲ୍ଲୀରେ ଖେଳା ଯିବନି ଆଇପିଏଲ ମ୍ୟାଚ – ମନିଷ ସିସୋଦିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲକୁ କୋରୋନା ସଙ୍କଟ। ଚଳିତ ବର୍ଷ ଆଇପିଏଲର କୌଣସି ମ୍ୟାଚ ଦିଲ୍ଲୀରେ ଖେଳା ଯିବ ନାହିଁ। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟୁଇଟ କରି ସୂଚନା ଦେଇଛନ୍ତି। दिल्ली सरकार ने...

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଦିନିକିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ୍‌ ପ୍ରଭାବ ଏବେ କ୍ରୀଡ଼ାରେ ମଧ୍ୟ ଦେଖିବାକୁ ମିଳିଛି। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆ ମ୍ୟାଚ ବିନା ଦର୍ଶକରେ ଖେଳାଯିବ। କୋରୋନା ଭାଇରସ୍‌ ଯୋଗୁଁ ମ୍ୟାଚ...

ଆଇପିଏଲ୍‌କୁ କୋରୋନା ଡର – ଶନିବାର ହେବ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ, ଘୁଞ୍ଚିପାରେ ଟୁର୍ଣ୍ଣାମେଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ସଙ୍କଟରେ ଆଇପିଏଲ୍‌। କୋରୋନା ଭାଇରସ୍‌ ଯୋଗୁଁ ଘୁଞ୍ଚିପାରେ ଆଇପିଏଲ୍‌। ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କୋରୋନାକୁ...

ବର୍ଷାରେ ଧୋଇଗଲା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ହେବାକୁ ଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଫଳରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଉ ଦୁଇଟି ମ୍ୟାଚ ବାକି ରହିଛି।...

ଆଜି ଭାରତ–ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଜିଲାଣ୍ଡ ପରେ ଏବେ ଦକ୍ଷିଣ ଆଫ୍ରିକା ସହ ସିରିଜ୍ ଲଢ଼ିବ ଟିମ୍ ଇଣ୍ଡିଆ। ଗୁରୁବାର ଦୁଇ ଦଳ ଧର୍ମଶାଳାରେ ପ୍ରଥମ ଦିନିକିଆରେ ମୁହାଁମୁହିଁ ହେବେ। ଆଇପିଏଲ୍ ପୂର୍ବରୁ ତିନି ମ୍ୟାଚ୍ ବିଶିଷ୍ଟ ଏହି...

କାଲିଠୁ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ, ଧର୍ମଶାଳାରେ ମୁହାଁମୁହିଁ ହେବେ ଦୁଇ ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଲିଠୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ। ଏହି ୩ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜର କାଲି ପ୍ରଥମ ମ୍ୟାଚ। ଏହି ମ୍ୟାଚ ଧର୍ମଶାଳାରେ ଖେଳାଯିବ। ଉଭୟ ଦଳ ଧର୍ମଶାଳାରେ...

ଜାଣନ୍ତୁ କିଏ ବିଜୟ ହଜାରେ? ଯାହାଙ୍କ ନାଁରେ ହୋଇଛି ବିଜୟ ହଜାରେ ଟ୍ରଫି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୟ ହଜାରେ ଭାରତର ଜଣେ ମହାନ କ୍ରିକେଟର। ଆଜି ତାଙ୍କ ଜନ୍ମଦିନ। ସେ ଆଜିର ଦିନ ୧୯୧୫ ମସିହାରେ ମହାରାଷ୍ଟ୍ରର ସାଙ୍ଗିଲିରେ ଜନ୍ମ ଗ୍ରହଣ କରିଥିଲେ ବିଜୟ। ଭାରତୀୟ କ୍ରିକେଟ ପାଇଁ...

ଏଥର ଆଇପିଏଲ୍‌ରେ ପର୍ପଲ କ୍ୟାପ ଦୌଡ଼ରେ ରହିପାରନ୍ତି ଏହି ଖେଳାଳିମାନେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଆଇପିଏଲ୍‌ ମହାସମର। ବର୍ତ୍ତମାନ ଏହି ମହାସମରକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଲାଣି। ଆଇପିଏଲ୍‌ରେ ଦର୍ଶକମାନେ ଅଧିକ ବ୍ୟାଟ୍ସମ୍ୟାନମାନଙ୍କ ଖେଳ ଦେଖିବାକୁ ବେଶ...

ଟିମ୍ ଇଣ୍ଡିଆକୁ କୋରୋନା ଭୟ – ଖେଳାଳିଙ୍କ ହେବ ଫିଟନେସ୍ ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିବା କୋରୋନା ଭାଇରସ ଏବେ ଟିମ୍ ଇଣ୍ଡିଆରେ ମଧ୍ୟ ଭୟ ସୃଷ୍ଟି କରିଛି। ଏଥିପାଇଁ ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ଖେଳାଳିମାନଙ୍କୁ ଫିଟନେସ୍ ଟେଷ୍ଟ...

ଧୋନୀଙ୍କ ଶେଷ ଆଇପିଏଲ୍!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧୋନୀଙ୍କ କ୍ୟାରିଅରର ଏହା ଶେଷ ଆଇପିଏଲ୍ ହେବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିବା ଆରମ୍ଭ କରିଦେଲେଣି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପେଟନ୍ ଏମ୍ଏସ୍ ଧୋନିଙ୍କ ଆଇପିଏଲ୍ କମବ୍ୟାକକୁ ତାଙ୍କର ଫ୍ୟାନମାନେ ଅନେଇ...