କାଲିଠୁ ଦ୍ୱିତୀୟ ଟେଷ୍ଟ, ସମ୍ମାନ ବଞ୍ଚେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାରଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ଟେଷ୍ଟ। ଆସନ୍ତାକାଲି ଭୋର୍ ୪ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଲଜ୍ଜାଜନକ ପରାଜୟ ପରେ ଏହି ମ୍ୟାଚକୁ ଟିମ୍...

ମହିଳା ଟି-୨୦ ବିଶ୍ୱକପ : ସେମିଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ। ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ। ଗୁରୁବାର ନ୍ୟୁଜିଲାଣ୍ଡକୁ ୪ ରନରେ...

ରଣଜୀତ ସିଂହଜୀ କିଏ? ଯାହା ନାଁରେ ହୋଇଛି ରଣଜି ଟ୍ରଫି

ଓଡ଼ିଶାଲାଇଭ୍‌ ବ୍ୟୁରୋ   ରଣଜୀତ ସିଂହଜୀ ଇଂଲଣ୍ଡ ପକ୍ଷରୁ ଟେଷ୍ଟ କ୍ରିକେଟ୍‌ ଖେଳୁଥିବା ପ୍ରଥମ ଭାରତୀୟ କ୍ରିକେଟର। ସବୁଠୁ ବଡ଼ କଥା ହେଲା ଭାରତରେ ପ୍ରଚଳିତ ହେଉଥିବା ‘ରଣଜି ଟ୍ରଫି’ ଏହି ମହାନ କ୍ରିକେଟରଙ୍କ...

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍ – ଖସିଲେ ବିରାଟ, ଉଠିଲେ ସ୍ମିଥ୍

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପରାଜୟ ପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ବଡ଼ ଝଟକା ଲାଗିଛି। ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ରାଙ୍କିଙ୍ଗରେ ବିରାଟ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଅଷ୍ଟ୍ରେଲିଆ...

ଆଇପିଏଲ୍‌-୨୦୨୦ – ଜାଣନ୍ତୁ, କେଉଁ ଦଳରେ ରହିଛନ୍ତି କେଉଁ ଖେଳାଳି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ମାସ ୧୯ ତାରିଖରେ ଆଇପିଏଲ ୧୩ ସିଜିନ୍ ପାଇଁ ଖେଳାଳି ନିଲାମ ପକ୍ରିୟା ହେବ। ଏଥିପାଇଁ ସମସ୍ତ ଦଳ ତାଙ୍କର କେତେକ ଖେଳାଳିଙ୍କୁ ଦଳରୁ ବିଦାୟ ଜଣାଇଛନ୍ତି। ଦଳରୁ ବିଦା...

ଜୋଫ୍ରା ଆର୍ଚରଙ୍କ ବଦଳରେ ରାଜସ୍ଥାନ ରୟାଲ୍ସରେ ଖେଳିପାରନ୍ତି ଏହି ଦୁଇ ଘାତକ ବୋଲର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍‌ ୨୦୨୦ରୁ ଏଥର ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟକା ଲାଗିଛି। ଦଳର ପ୍ରମୁଖ ବୋଲର ଜୋଫ୍ରା ଆର୍ଚର ଆହତ କାରଣରୁ ଆଇପିଏଲ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଏହି ୨ ଜଣ...

ମହିଳା ଟି-୨୦ ବିଶ୍ଵକପ – ଭାରତର ଦ୍ଵିତୀୟ ବିଜୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ମହିଳା ଟି-୨୦ ବିଶ୍ଵକପରେ ଭାରତର ଲଗାତାର ଦ୍ଵିତୀୟ ବିଜୟ। ଏହି ମ୍ୟାଚରେ ବାଂଲାଦେଶକୁ ୧୮ ରନ୍‌ରେ ହରାଇଲା ଭାରତ। ପୁନମ ଯାଦବଙ୍କ ଘାତକ ବୋଲିଂ ଯୋଗୁଁ ଭାରତ ଏହି ମ୍ୟାଚରେ...

ଖେଲୋ ଇଣ୍ଡିଆ: ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ କିଟ୍‌ର ଋତୁପର୍ଣ୍ଣା-କୀର୍ତ୍ତିକାଙ୍କ ଯୋଡ଼ି ପରାସ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଛି। ସ୍ଥାନୀୟ ଜବାହାରଲାଲ୍ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଆୟୋଜିତ ପ୍ରଥମ ରାଉଣ୍ଡରେ ଓଡ଼ିଆ ଖେଳାଳି ବିଶେଷ ଚମତ୍କାର...

ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ, ୧୦ ୱିକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଜିଲାଣ୍ଡ ମାଟିରେ ଲଜ୍ଜାଜନକ ଟେଷ୍ଟ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟକୁ ନ୍ୟୁଜିଲାଣ୍ଡ ଦଳ ୧୦ ୱିକେଟରେ ଜିତି ନେଇଛି। ଏଥିସହିତ ୱିଲିଙ୍ଗଟନ ପିଚରେ ଟେଷ୍ଟ ପରାଜୟ ବରଣ କରିଛି...

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ୍‌, ଓଡ଼ିଶାଠାରୁ ୪୪୩ରନ୍‌ରେ ଆଗୁଆ ବେଙ୍ଗଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଚଳିତ ରଣଜୀ ସିଜିନରେ ଓଡ଼ିଶାର ସେମିଫାଇନାଲ ଆଶା ପୂରଣ ହେବାର ସମ୍ଭାବନା କ୍ଷୀଣ ହୋଇଛି। ପ୍ରଥମ ଇନିଂସ ଅଗ୍ରଣୀ ସୁଯୋଗ ହରାଇବା ପରେ ଓଡ଼ିଶା ପାଖରେ ମ୍ୟାଚ ଜିତି ସେମିଫାଇନାଲରେ...