ବର୍ଷାରେ ଧୋଇଗଲା ତୃତୀୟ ସେସନ୍, ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ୧୨୨/୫
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟରେ ବର୍ଷା ସାଜିଛି ବାଧକ। ଫଳରେ ପ୍ରଥମ ଦିନର ତୃତୀୟ ସେସନ ବର୍ଷା କାରଣରୁ ଧୋଇଯାଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ...
ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତ କିଟ୍ ବିଶ୍ଵବିଦ୍ୟାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=PvIlPtHe3NI]
କିଟ୍ ବିଶ୍ଵବିଦ୍ୟାଳୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। ପ୍ରଥମ ଥର କରି ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ଭୁବନେଶ୍ଵରର କିଟ୍ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ...
କ୍ରିକେଟ୍ରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ସେ ଆଜି ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ୍କୁ ପତ୍ର ଲେଖି କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେଇଛନ୍ତି। ଏନେଇ ସେ ଟୁଇଟ୍...
ଶନିବାର ଉଦ୍ଘାଟିତ ହେବ ଖେଲୋ ଇଣ୍ଡିଆ – ଯୋଗ ଦେଇପାରନ୍ତି ବରୁଣ ଧଓ୍ଵନ, ସୋନା ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର ବଛାବଛା କ୍ରୀଡ଼ାବିତଙ୍କ ସମାଗମ ହେବ। ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟ ଏଥିରେ ଯୋଗ ଦେବେ।...
ଓଡ଼ିଶା-ବେଙ୍ଗଲ ରଣଜୀ କ୍ଵାଟର ଫାଇନାଲ – ପ୍ରଥମ ଦିନରେ ୩୦୮ ରନ୍ କଲା ବେଙ୍ଗଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଆଜିଠୁ ରଣଜୀ କ୍ଵାଟର ଫାଇନାଲ ଆରମ୍ଭ ହୋଇଛି। ଏହି ମ୍ୟାଚର ପ୍ରଥମ ଦିନରେ ପଶ୍ଚିମବଙ୍ଗ ୮୬ ଓଭରରେ ୬ ଓ୍ଵିକେଟ ହରାଇ ୩୦୮ ରନ୍ କରିଛି। ପଶ୍ଚିମବଙ୍ଗ ପକ୍ଷରୁ...
କାଲିଠୁ ଭାରତ – ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ : ଟିମ୍ ଇଣ୍ଡିଆକୁ ଟକ୍କର ଦେବ କିୱି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଭୋର ୪ଟାରୁ ଖେଳାଯିବ। ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଦୁଇ ଦଳ ଜିତାପଟ ହାସଲ...
୨୦୨୦ ଆଇପିଏଲ୍ ପାଇଁ ପ୍ରକାଶ ପାଇଲା ମ୍ୟାଚ ସୂଚୀ – ଜାଣନ୍ତୁ , କେଉଁ ଦିନ କାହାର ରହିଛି...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ ମହାସମର ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ମାର୍ଚ୍ଚ ୨୯ରୁ ଆଇପିଏଲ୍ ୧୩ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମ୍ୟାଚର ସୂଚୀ ପ୍ରକାଶ ପାଇଛି। ପ୍ରଥମ ମ୍ୟାଚ ଚେନ୍ନାଇ ସୁପର...
ଆଜିଠୁ ଓଡ଼ିଶା-ବେଙ୍ଗଲ ରଣଜୀ କ୍ଵାଟର ଫାଇନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ରଣଜୀ କ୍ଵାଟର ଫାଇନାଲ ମ୍ୟାଚ। ଏହି ମ୍ୟାଚରେ ବିଜୟୀ ଦଳ ସେମିଫାଇନାଲରେ ପ୍ରବେଶ କରିବ। ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ...
ଏଥର ରଣଜୀ ଫାଇନାଲ ଖେଳିବା ଲକ୍ଷ୍ୟରେ ରହିବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛି ଓଡ଼ିଶା ଟିମ୍। ଏଥର ଓଡ଼ିଶା ରଣଜୀ ମ୍ୟାଚରେ ୯ଟି ମ୍ୟାଚ କେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟ ଓ...
ଆଇସିସି ଟି-୨୦ ରାଙ୍କିଙ୍ଗରେ ଦଶମ ସ୍ଥାନକୁ ଖସିଲେ ବିରାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଟି-୨୦ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ନବମ ସ୍ଥାନରୁ ଦଶମ ସ୍ଥାନରେ ଆସି ପହଞ୍ଚିଛନ୍ତି ବିରାଟ। ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରି...





















