ମାର୍ଚ୍ଚ ୨୯ରୁ ଆଇପିଏଲ୍ ମହାସମର, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ- ଚେନ୍ନାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ମହାସମର। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍। ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜର ୧୧ ଦିନ...

ଗୁଜରାଟର ସର୍ଦ୍ଦାର ପଟେଲ କ୍ରିକେଟ୍ ଷ୍ଟାଡିୟମକୁ ଉଦଘାଟନ କରିବେ ଟ୍ରମ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କ ଭାରତ ଗସ୍ତରେ ଆସି ବିଶ୍ୱର ସବୁଠୁ ବଡ଼ ସର୍ଦ୍ଦାର ପଟେଲ୍ କ୍ରିକେଟ୍ ଷ୍ଟାଡିୟମକୁ ଉଦଘାଟନ୍ କରିବେ। ଗୁଜରାଟ କ୍ରିକେଟ ଆସୋସିଏସନ୍ ଏନେଇ ସୂଚନା ଦେଇଛି। ଫେବ୍ରୁଆରି...

ଭାରତୀୟ ଦଳକୁ ଫେରିବାକୁ ସଂଘର୍ଷ କରୁଛନ୍ତି ଏହି ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌କୁ ଫେରିବାକୁ ବହୁ ଦକ୍ଷ ଖେଳାଳି ସଂଘର୍ଷ କରୁଛନ୍ତି। ହେଲେ ସେମାନଙ୍କୁ ଆଉ ଦଳର ସ୍ଥାନ ମିଳିବା ଏକ ପ୍ରକାର କଷ୍ଟକର ହୋଇପଡ଼ିଲାଣି। ଗୋଟେ ସମୟ ଥିଲା...

ଏଥର ନୂଆ ଲୋଗୋ ଓ ଜର୍ସିରେ ଆଇପିଏଲ୍ ଖେଳିବ ଆରସିବି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ଆଇପିଏଲରେ ନୂଆ ଜର୍ସି ଓ ଲୋଗୋ ସହ ପଡ଼ିଆକୁ ଓହ୍ଲାଇବ ଆରସିବି ଦଳ। ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ଦଳ ତା’ର ଜର୍ସି ଷ୍ଟାଇଲ୍ ଓ ଲୋଗୋରେ ପରିବର୍ତ୍ତନ କରିଛି। ନୂଆ ଜର୍ସି...

ଅଭ୍ୟାସ ମ୍ୟାଚରେ ଚମକିଲା ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡ ଏକାଦଶଠୁ ୮୭ ରନର ଲିଡ୍ ନେଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ନ୍ୟୁଜିଲାଣ୍ଡ ଏକାଦଶ ମଧ୍ୟରେ ଖେଳାଯାଉଥିବା ତିନିଦିନିଆ ଅଭ୍ୟାସ ମ୍ୟାଚରେ ଚମକିଛି ଟିମ୍ ଇଣ୍ଡିଆ। ଶନିବାର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆର ବୋଲରମାନେ ନ୍ୟୁଜିଲାଣ୍ଡ ଏକାଦଶକୁ ୨୩୫ ରନରେ ଅଲଆଉଟ୍...

ସୋସିଆଲ୍ ମିଡିଆରେ ଜୋରଦାର୍ ଚର୍ଚ୍ଚା – ଉସେନ୍ ବୋଲ୍ଟଙ୍କଠାରୁ ଅଧିକ ସ୍ପିଡରେ ଦୌଡୁଛନ୍ତି କର୍ଣ୍ଣାଟକର ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ୍ ମିଡିଆରେ ଏବେ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଜଣେ ଯୁବକ ମାତ୍ର ୯.୫୫ ସେକେଣ୍ଡରେ ଶହେ ମିଟର ରେସ୍ ପାର୍ କରୁଛନ୍ତି ବୋଲି କୁହାଯାଉଛି, ଯାହାକି ବିଶ୍ୱ...

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଓଡ଼ିଶା କ୍ରିକେଟ୍ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରଣଜୀ ଟ୍ରଫି୍ କ୍ୱାଟର୍ ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଟିମ୍। କଟକ ବାରବାଟୀ ଷ୍ଟାଡିୟମରେ ଝାଡ଼ଖଣ୍ଡ ବିପକ୍ଷରେ ଚାଲିଥିବା ମ୍ୟାଚକୁ ଡ୍ର’ ରଖିବା ସହିତ ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ...

ଟେଷ୍ଟ ସିରିଜ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଆଣ୍ଠେଇଲା ଟିମ୍ ଇଣ୍ଡିଆ, ୨୬୩ରେ ହେଲା ଅଲଆଉଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଅଭ୍ୟାସ ମ୍ୟାଚରେ ଆଣ୍ଠେଇଛି ଟିମ୍ ଇଣ୍ଡିଆ। ଶନିବାରଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ମାତ୍ର...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଖେଳାଯିବ ୟୁନିଭରସିଟି ପ୍ରିମିୟର ଲିଗ୍, ଉଦଘାଟନ କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଶନିବାରଠାରୁ ଆରମ୍ଭ ହେଉଛି ୟୁନିଭରସିଟି ପ୍ରିମିୟର୍ ଲିଗ୍। ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗକୁ ନେଇ ଖେଳାଯାଉଥିବା ଏହି କ୍ରିକେଟ୍ ପ୍ରିମିୟର ଲିଗର ପ୍ରଥମ...

ରଣଜୀ ମ୍ୟାଚ – ଝାଡଖଣ୍ଡ ବିପକ୍ଷରେ ଓଡ଼ିଶାର ୪୩୬ରନ୍‌ର ବିଶାଳ ସ୍କୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା-ଝାଡ଼ଖଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ରଣଜୀ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୪୩୬ ରନ୍‌ର ବିଶାଳ ସ୍କୋର କରିଛି। ବର୍ତ୍ତମାନ ଝାଡ଼ଖଣ୍ଡ ପ୍ରଥମ ଇଂନିସ ଖେଳ...