ଆଇସିସି ଦିନିକିଆ ରାଙ୍କିଙ୍ଗ୍ – ଶୀର୍ଷ ସ୍ଥାନ ହରାଇଲେ ବୁମରା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା ପରେ ଆଇସିସି ନୂଆ ରାଙ୍କିଙ୍ଗ୍ ତାଲିକା ପ୍ରକାଶ କରିଛି। ଏଥିରେ ଦ୍ରୁତ ବୋଲର ଜଶପ୍ରୀତ୍ ବୁମରାଙ୍କୁ ନିଜର ଶୀର୍ଷ ସ୍ଥାନ ହରାଇବାକୁ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ...

ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ଶ୍ରେଷ୍ଠ ଅଲରାଉଣ୍ଡର

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟରେ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ସହ ଅଲରାଉଣ୍ଡରଙ୍କ ମଧ୍ୟ ପ୍ରାଭାବି ଭୂମିକା ରହିଥାଏ। ବିପଦ ସମୟରେ ଦଳକୁ ଏକ ନୂଆ ମୋଡ଼ରେ ପହଞ୍ଚାଇବାର ଦକ୍ଷତା ଅଲରାଉଣ୍ଡରଙ୍କ ପାଖରେ ରହିଥାଏ। ଅନେକ ଦେଶର...

ଶେଷ ଦିନିକିଆରେ ୫ ଓ୍ଵିକେଟରେ ହାରିଲା ଭାରତ, ସିରିଜ ପୋଛିଲା ନ୍ୟୁଜିଲାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଶେଷ ଦିନିକିଆ ମ୍ୟାଚକୁ ୫ ଓ୍ଵିକେଟରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଏହାସହ ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ୦-୩ରେ ଜିତି ସିରିଜ କ୍ଲିନ ସୁଇପ କରିଛି...

ଅନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: ନବରଙ୍ଗପୁର ଦଳ ଚାମ୍ପିୟନ୍‌  

ଓଡ଼ିଶାଲାଇଭ୍‌ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଆଜି ଉଦ୍‌ଯାପିତ ହୋଇଛି ଅନ୍ତଃ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ। ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଇଣ୍ଡର ଷ୍ଟାଡିୟମରେ ଗତ ୭ ତାରିଖରୁ ଚାଲିଥିବା ବ୍ୟାଡ୍‌ମିଣ୍ଟନ...

ଆଜି ଶେଷ ଦିନିକିଆ – ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଦିନିକିଆ ଖେଳାଯିବ। ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୦-୨ରେ ସିରିଜ ଜିତି ସାରିଛି ନ୍ୟୁଜିଲାଣ୍ଡ। ଆଜିର ଏହି ମ୍ୟାଚରେ ଭାରତ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ...

ଭାରତର ଏହି ଶ୍ରେଷ୍ଠ ଖେଳାଳି ଦିନିକିଆରେ କରିଛନ୍ତି ମାତ୍ର ଗୋଟିଏ ଶତକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟରେ ଭାରତର ସ୍ଥାନ ଏବେ ବହୁତ ଉପରେ। ନିଜ ଖେଳାଳିମାନଙ୍କ ପ୍ରଦର୍ଶନ ଯୋଗୁଁ ଦଳ ଦିନିକିଆ, ଟେଷ୍ଟ ଓ ଟି-୨୦ରେ ନିଜ ଦବଦବା ରଖିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତ ଆସିବା ପରଠୁ...

ଅଣ୍ଡର୍ ୧୯ ବିଶ୍ୱକପ୍ – ବାଂଲାଦେଶକୁ ୧୭୮ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣ୍ଡର୍ ୧୯ କ୍ରିକେଟ ବିଶ୍ୱକପ୍ ଫାଇନାଲରେ ବାଂଲାଦେଶକୁ ୧୭୮ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ରବିବାର ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଫାଇନାଲ ମ୍ୟାଚ୍ ଖେଳାଯାଉଛି। ଏଥିରେ ପ୍ରଥମେ ଟସ୍...

ଅଣ୍ଡର ୧୯ ବିଶ୍ଵକପ୍‌ ଫାଇନାଲ – ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ କରିବ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ଵକପ୍‌ ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଟସ୍‌ ପଡ଼ି ସାରିଛି। ଏଥିରେ ବାଂଲାଦେଶ ପ୍ରଥମେ ଟସ୍‌...

ରାଜସ୍ଥାନ ରୟାଲ୍ସରେ ଜୋଫ୍ରା ଆର୍ଚରଙ୍କ ସ୍ଥାନରେ ଖେଳି ପାରନ୍ତି ଏହି ୨ ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍‌ ୨୦୨୦ରୁ ଏଥର ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟକା ଲାଗିଛି। ଦଳର ପ୍ରମୁଖ ବୋଲର ଜୋଫ୍ରା ଆର୍ଚର ଆହତ କାରଣରୁ ଆଇପିଏଲ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଏହି ୨ ଜଣ...

ଅଣ୍ଡର ୧୯ ବିଶ୍ୱକପ୍: ଆଜି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣ୍ଡର ୧୯ ବିଶ୍ୱକପ୍ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ ଦଳ। ଦୁଇ ଦଳ ଦମଦାର ପ୍ରଦର୍ଶନ ସହ ଫାଇନାଲକୁ ପ୍ରବେଶ କରିଥିବାବେଳେ ଏବେ ଟାଇଟଲ ପାଇଁ ଶେଷ...