ଟି-୨୦ରେ ରାହୁଲ ପୂରଣ କଲେ ଏକ ହଜାର ରନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାର ପ୍ରଥମ ଟି-୨୦ ମ୍ୟାଚରେ ରାହୁଲଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଅନ୍ତର୍ଜାତୀୟ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି।...

କ୍ୟାପଟେନଙ୍କ କମାଲ, ପ୍ରଥମ ଟି-୨୦ ଜିତିଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୬ ଓ୍ଵିକେଟରେ ବିଜୟୀ ହୋଇଛି। ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ଫଳରେ ଭାରତ ଏହି...

ଓ୍ଵେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟିଂ, ଭାରତ ଆଗରେ ୨୦୮ ରନ୍‌ର ଟାର୍ଗେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟି-୨୦ରେ ଦମଦାର ଆରମ୍ଭ କରିଛି ଓ୍ଵେଷ୍ଟଇଣ୍ଡିଜ ଦଳ। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୭ ରନ୍‌ କରିଛି। ବର୍ତ୍ତମାନ...

ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟି-୨୦, ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ୩ଟିକିଆ ଟି-୨୦ ସିରିଜରେ ପ୍ରଥମ ମ୍ୟାଚ ଆଜି ଖେଳାଯିବ। ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ ଆରମ୍ଭ...

ବାରବାଟୀ ଦିନିକିଆ ଆଉ ୧୫ ଦିନ – ଆଝାରୁଦ୍ଦିନଙ୍କ ନାଁରେ ସର୍ବାଧିକ ରନର ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା ୨୨ ତାରିଖରେ ବାରବାଟି ଷ୍ଟାଡିୟମରେ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ନେଇ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି। ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ...

ଆଜି ଭାରତ-ଓ୍ଵେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦

ଓଡ଼ିଶାଲାଇଭ୍ ବ୍ୟୁରୋ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆ ଶୁକ୍ରବାର କ୍ରିକେଟ୍ ମୈଦାନକୁ ଓହ୍ଲାଇବ। ଦୁଇ ଦଳ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଆଜି ଖେଳାଯିବ। ଏହି ମ୍ୟାଚ...

ବାରବାଟୀ ଦିନିକିଆ – ଗୋଟେ ଘଣ୍ଟାରେ ଅନଲାଇନ୍‌ରେ ସରିଗଲା ସବୁ ଟିକେଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିରାଶ ହୋଇଗଲେ ଅନେକ କ୍ରିକେଟ ପ୍ରେମୀ। ଡିସେମ୍ଵର ୨୨ ବାରବାଟୀ ଦିନିକିଆ ପାଇଁ ସରିଗଲା ଅନଲାଇନ ଟିକେଟ। ବୁକିଂ ହେବାର ଏକ ଘଣ୍ଟା ଭିତରେ ସବୁ ଟିକେଟ ସରିଯାଇଛି। ଏକ ଘଣ୍ଟା...

ବାରବାଟୀ ଦିନିକିଆ – ଜାଣନ୍ତୁ, କେମିତି କରିବେ ଟିକେଟ ବୁକିଂ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରାବଟୀ ଦିନିକିଆ ମ୍ୟାଚ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି। ଓ୍ଵେବସାଇଟକୁ ଯାଇ କରିପାରିବେ ଆବେଦନ। ଡିସେମ୍ଵର ୨୨ ତାରିଖରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ କଟକ ବାରବାଟୀରେ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚ...

ବାରବାଟୀ ମ୍ୟାଚ୍ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଖେଳାଯିବ। ଏଥିଲାଗି ଗୁରୁବାରଠାରୁ ଅନଲାଇନରେ ବିକ୍ରି ହେବ ଟିକେଟ୍। ଗୁରୁବାର ଦିନ ୨ଟାରୁ ଲୋକମାନେ ଅନ୍‌ଲାଇନରେ ଟିକେଟ୍ କିଣିପାରିବେ। ଲୋକମାନେ...

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍ – ପୁଣି ଶୀର୍ଷରେ ବିରାଟ କୋହଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହିଲଙ୍କ ପାଖକୁ ଫେରିଛି ଟେଷ୍ଟ ରାଙ୍କିଙ୍ଗର ନମ୍ବର ୧ ପଦ। ପ୍ରାୟ ୩ ମାସରୁ ଅଧିକ ସମୟ ପରେ କୋହଲି ପୁଣିଥରେ ଏହି ଟେଷ୍ଟ ବ୍ୟାଟ୍ସମ୍ୟାନ...