ଶେଷ ଟି-୨୦ – ଟସ୍‌ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ବାଂଲାଦେଶ ତୃତୀୟ ଟି-୨୦ରେ ବାଂଲାଦେଶ  ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଭାରତ ପକ୍ଷରୁ ଦୁଇ ଓପନର ଶିଖର...

ତୃତୀୟ ଟି-୨୦ରେ ପୁଣି ଏକ ରେକର୍ଡ କରିବେ ରୋହିତ ଶର୍ମା!

ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ପୁଣି ଆଉ ଏକ ରେକର୍ଡ କରିପାରନ୍ତି ଓପନର ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ସେ ୪୦୦ଛକା ମାରିବାର ରେକର୍ଡ କରିପାରନ୍ତି।ରବିବାର ସନ୍ଧ୍ୟାରେ...

ଓଡ଼ିଶା ଏଫସିର ପ୍ରଥମ ତିନୋଟି ଘରୋଇ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରୁ ପୁଣେ ସ୍ଥାନାନ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଏଫସିର ପ୍ରଥମ ତିନୋଟି ଘରୋଇ ମ୍ୟାଚକୁ କଳିଙ୍ଗ ଷ୍ଟାଡିୟମରୁ ପୁଣେକୁ ସ୍ଥାନାନ୍ତର କରିଦିଆଯାଇଛି। କଳିଙ୍ଗ ଷ୍ଟାଡିୟମ ବର୍ତ୍ତମାନ ମ୍ୟାଚ୍ ପାଇଁ ପ୍ରସ୍ତୁତ ନଥିବା ହେତୁ ଏପରି ନିଷ୍ପତ୍ତି ନିଆଯାଇଛି।ନଭେମ୍ବର ୨୪...

ଭାରତରେ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ୍, ଚତୁର୍ଥ ଥର ପାଇଁ ଭାରତକୁ ଆୟୋଜନ ଅଧିକାର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକି ଭାରତରେ ଆୟୋଜିତ ହେବ। ଶୁକ୍ରବାର ଏନେଇ ଅନ୍ତର୍ଜାତୀୟ ହକି ଫେଡରେସନ ତରଫରୁ ସୂଚନା ମିଳିଛି। ତେବେ ଚତୁର୍ଥଥର ପାଇଁ ପୁଣି ହକି ବିଶ୍ଵକପ...

ଆଜି ଭାରତ-ବାଂଲାଦେଶ ଶେଷ ଟି-୨୦, ଦୁଇ ଦଳ ପାଇଁ କର ବା ମର ସ୍ଥିତି

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଭାରତ-ବାଂଲଦେଶ ମଧ୍ୟରେ ଆଜି ଶେଷ ଟି-୨୦ ଖେଳାଯିବ। ଏହି ମ୍ୟାଚ ଦୁଇ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ। ଉଭୟ ଦଳ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୧-୧ରେ...

ରୋହିତଙ୍କ ରେକର୍ଡ ଭରା ଇଂନିସ, ଭାଙ୍ଗିଲେ ଅନେକ ପୁରୁଣା ରେକର୍ଡ

ଓଡ଼ିଶାଲାଇଭ ବ୍ୟୁରୋ ଦ୍ୱିତୀୟ ଟି-୨୦ରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ବାଂଲାଦେଶଠାରୁ ପ୍ରଥମ ଟି-୨୦ର ବଦଲା ନେଇଛି ଟିମ୍‌ ଇଣ୍ଡିଆ। କ୍ୟାପଟେନ୍ ରୋହିତ ଶର୍ମାଙ୍କ ବିସ୍ଫୋରକ ୮୩ରନ୍...

ଧୋନିଙ୍କଠାରୁ ସାଙ୍ଗାକାରା – ଓ୍ୱିକେଟ୍‌ କିପର୍ ସହ ଅଧିନାୟକତ୍ୱରେ ଦେଖାଇଛନ୍ତି ଜଲଓ୍ୱା

ଓଡ଼ିଶାଲାଇଭ ବ୍ୟୁରୋ କ୍ରିକେଟରେ ଜଣେ କ୍ୟାପଟେନର ଭୂମିକା ନିହାତି ପକ୍ଷେ ଗୁରୁତ୍ୱପୂର୍ଣ୍ଣ। କ୍ୟାପଟେନର ସଠିକ୍ ଗେମ୍ ପ୍ଲାନ ଗୋଟିଏ ଦଳକୁ ମ୍ୟାଚରେ ବିଜୟୀ କରାଇପାରେ। ତେବେ ଏହାସହ କ୍ରିକେଟରେ ୱିକେଟକିପିଂ ମଧ୍ୟ ଆହୁରି ଏକ...

ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟି-୨୦ରେ ରୋହିତ ଶର୍ମା କଲେ ଏହି ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟି-୨୦ରେ ରୋହିତ ଶର୍ମା ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ ମାଧ୍ୟମରେ ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।...

ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟି-୨୦: ୮ ଓ୍ଵିକେଟରେ ଜିତିଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତ ୮ ଓ୍ଵିକେଟରେ ବିଜୟୀ ହୋଇଛି। ଏହି ମ୍ୟାଚ ଜିତି ପ୍ରଥମ ଟି-୨୦ ମ୍ୟାଚର ପ୍ରତିଶୋଧ ନେଇଛି ଭାରତ।...

ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ଫିଲଡିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲଡିଂର ନିଷ୍ପତ୍ତି ନେଇଛନ୍ତି। ରାଜକୋଟରେ ଖେଳାଯାଉଥିବା ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚରେ ହାରିଲେ...