ବିରାଟଙ୍କ ୪୨ତମ ଶତକ – ଦ୍ଵିତୀୟ ଦିନିକିଆ ଜିତିଲା ଭାରତ

ଓଡ଼ିଶାଲାଇଭ ବ୍ୟୁରୋ ବିରାଟ କୋହଲିଙ୍କ ଦମଦାର ଶତକ ଓ ଭୁବନେଶ୍ଵର କୁମାରଙ୍କ ଘତକ ବୋଲିଂ ବଳରେ ଭାରତ ଓ୍ଵେଷ୍ଟଇଣ୍ଡିଜକୁ ୫୯ ରନରେ ପରାସ୍ତ କରିଛି। ୨୭୯ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଓ୍ଵେଷ୍ଟଇଣ୍ଡିଜ...

ଦ୍ଵିତୀୟ ଦିନିକିଆ – ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜର ଆଜି ଦ୍ଵିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଦଳ...

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ଵିତୀୟ ଦିନିକିଆ – ଆଉ ଏକ ରେକର୍ଡ ଅପେକ୍ଷାରେ କୋହଲି

ଓଡ଼ିଶାଲାଇଭ ବ୍ୟୁରୋ ଗୋଟିଏ ପରେ ଗୋଟିଏ ମାଇଲଷ୍ଟୋନ ରେକର୍ଡ କଲା ପରେ ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି। ସେ ଏହି ସିରିଜରେ ଓ୍ଵେଷ୍ଟଇଣ୍ଡିଜ...

ଆଜି ଭାରତ-ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ଦିନିକିଆ

ଓଡ଼ିଶାଲାଇଭ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ଵିତୀୟ ଦିନିକିଆ ଖେଳାଯିବ। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପୂର୍ବରୁ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ତେବେ ବାକିଥିବା ଦୁଇଟି ମ୍ୟାଚରୁ କାଲି...

ଭାରତୀୟ କ୍ରିକେଟରଙ୍କ ଡୋପ ଟେଷ୍ଟ କରିବ ନାଡା

ଓଡ଼ିଶାଲାଇଭ ବ୍ୟୁରୋ ଅନେକ ବାଦ ବିବାଦ ପରେ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ଅଧିନକୁ ଆସିଛି ବିସିସିଆଇ। ଏଣିକି ଭାରତୀୟ କ୍ରିକେଟରଙ୍କ ଡୋପ ଟେଷ୍ଟ ନାଡା କରିବ ବୋଲି ବିସିସିଆଇ ଅନୁମତି ପ୍ରଦାନ କରିଛି।...

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ନୂଆ ରେକର୍ଡ କରିବେ ଭାରତର ଏହି ସ୍ପିନ ଯୋଡ଼ି

ଓଡ଼ିଶାଲାଇଭ ବ୍ୟୁରୋ ରବିବାର ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତର ସ୍ପିନ ଯୋଡ଼ି କୁଲଦିପ ଯାଦବ ଓ ଯଶବିନ୍ଦର ଚହଲଙ୍କ ପାଖରେ ନୂଆ ରେକର୍ଡ କରିବାର ସୁଯୋଗ ରହିଛି।...

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲେ ଭାରତ ହେବ ଏକ ନମ୍ଵର ଟିମ୍

ଓଡ଼ିଶାଲାଇଭ ବ୍ୟୁରୋ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ରେ ସିରିଜ ମୂଳପୋଛ କରିବା ପରେ ଏବେ ଭାରତ ଦିନିକିଆ ଉପରେ ନଜର ପକାଇଛି। ଦିନିକିଆର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଛି। ଯଦି ଆଉ ଦୁଇଟି ମ୍ୟାଚ ଜିତି...

ସ୍ଵାଧୀନତା ଦିବସରେ ଲଦାଖରେ ତ୍ରିରଙ୍ଗା ଉତ୍ତୋଳନ କରିବେ ଧୋନି

ଓଡ଼ିଶାଲାଇଭ ବ୍ୟୁରୋ କାଶ୍ମୀରରେ ଭାରତୀୟ ସେନାରେ ଯୋଗ ଦେଇଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସ୍ଵାଧୀନତା ଦିବସ ଅବସରରେ...

ଦୂତି ଚାନ୍ଦ ହେଲେ ‘ପୁମା’ର ବ୍ରାଣ୍ଡଆମ୍ଵାସାଡର

ଓଡ଼ିଶାଲାଇଭ ବ୍ୟୁରୋ ନିକଟରେ ୟୁନିଭରସିଟି ଗେମ୍ସରେ ସ୍ଵର୍ଣ୍ଣ ପଦକ ଜିତି ସଫଳତା ହାସଲ କରିଥିବା ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ। ଏବେ ସେ ଗ୍ଲୋବାଲ ସ୍ପୋର୍ଟସ ବ୍ରାଣ୍ଡ ‘ପୁମା’ର ବ୍ରାଣ୍ଡ ଆମ୍ଵାସାଡର ହୋଇଛନ୍ତି। ଦୂତି ଚାନ୍ଦ...

ବାତିଲ ହେଲା ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ

ଓଡ଼ିଶାଲାଇଭ ବ୍ୟୁରୋ ଗୁରୁବାର ଭାରତ ଓ ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ମ୍ୟାଚରେ ମାତ୍ର ୧୩ ଓଭର ଖେଳ ହୋଇଥିଲା। ଏହି ୧୩ ଓଭରରେ ଓ୍ଵେଷ୍ଟଇଣ୍ଡିଜ ଦଳ...