ଆଉ ଏକ ରେକର୍ଡରୁ ୩୭ରନ ଦୂରରେ କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଆଉ ଏକ ରେକର୍ଡ କରିବାରେ ମାତ୍ର ୩୭ରନ ପଛରେ ରହିଛନ୍ତି। ନିକଟରେ ଦ୍ରୁତତମ ୧୧,୦୦୦ ଦିନିକିଆ ରନ କରିବାରେ ରେକର୍ଡ କରିଥିବା କୋହଲି ଅନ୍ତର୍ଜାତୀୟ...

ମାଞ୍ଚେଷ୍ଟରରେ ଇଣ୍ଡିଆ-ଇଣ୍ଡିଜ ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆଇସିସି ବିଶ୍ୱକପର ୩୪ତମ ମ୍ୟାଚରେ ଇଣ୍ଡିଆ-ଓ୍ୱେଷ୍ଠଇଣ୍ଡିଜ ମଧ୍ୟରେ ହେବ କଡ଼ା ଟକ୍କର। ଆଇସିସି ବିଶ୍ଵକପର ୩୪ତମ ମ୍ୟାଚରେ ଗୁରୁବାର ମାଞ୍ଚେଷ୍ଟରରେ ଓ୍ଵେଷ୍ଟଇଣ୍ଡିଜ-ଭାରତ ମୁହାଁମୁହିଁ ହେବେ। ଚଳିତ ବିଶ୍ଵକପରେ ଭାରତ ୫ଟି ମ୍ୟାଚ...

ଆଜିର ମୁଖ୍ୟ ଖବର @10PM (ଜୁନ୍ ୨୬, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଏଣିକି ଟ୍ରେନ ଭିତରକୁ କିନ୍ନର ମନା ଏଣିକି ଟ୍ରେନ ଭିତରେ କିମ୍ଵା ପ୍ଲାଟଫର୍ମରେ କିନ୍ନରମାନେ ଭିକ୍ଷାବୃତ୍ତି କରିପାରିବେ ନାହିଁ। ହେଲେ ସେମାନେ ଯାତ୍ରୀ ହିସାବରେ ଟ୍ରେନରେ ଯାଇ...

ପାକିସ୍ତାନକୁ ୨୩୮ ରନ୍‌ର ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ଵକପର ୩୩ତମ ମ୍ୟାଚରେ ବୁଧବାର ବର୍ମିଙ୍ଗହାମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍‌ ହରାଇ ୨୩୭ ରନ୍‌...

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଏହି ୩ ଖେଳାଳି ଭାରତ ପାଇଁ ହୋଇପାରେ ଘାତକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ପରାଜୟରୁ ବିଜୟ ହୋଇଥିଲା। ଭାରତର ଶକ୍ତିଶାଳୀ ବୋଲିଂ ଲାଇନ ଏହି ମ୍ୟାଚକୁ ଆଫଗାନିସ୍ତାନ ହାତରୁ ଛଡ଼ାଇ ଆଣିଥିଲା। ଭାରତ ତା’ର ପରବର୍ତ୍ତୀ ମ୍ୟାଚ ଗୁରୁବାର ଓ୍ଵେଷ୍ଟଇଣ୍ଡିଜ...

ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପର ୩୩ତମ ମ୍ୟାଚରେ ବୁଧବାର ବର୍ମିଙ୍ଗହାମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହେବେ। ନ୍ୟୁଜିଲାଣ୍ଡ ଚଳିତ ବିଶ୍ଵକପରେ କୌଣସି ବି ମ୍ୟାଚରେ ପରାଜୟ ହୋଇନାହିଁ। ୬ଟି ମ୍ୟାଚ ଖେଳି ୫ଟିରେ...

ଭେରେଣ୍ଡଡ୍ରଫ ଓ ଷ୍ଟାର୍କଙ୍କ ଘାତକ ବୋଲିଂ: ୬୪ରନରେ ଜିତିଲା ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପର ୩୨ତମ ମ୍ୟାଚରେ ଘରୋଇ ଇଂଲଣ୍ଡ ଦଳକୁ ୬୪ରନରେ ପରାସ୍ତ କରିଛି ଡିପେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ। ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ତା’ର ସେମିଫାଇନାଲ ଯିବା ରାସ୍ତାକୁ ମଜବୁତ କରିପାରିଛି।...

ଫିଞ୍ଚଙ୍କ ଧୂଆଁଧାର ଶତକ, ଇଂଲଣ୍ଡକୁ ୨୮୬ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି। ଘରୋଇ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଇଂଲଣ୍ଡକୁ ୨୮୬ ରନ୍‌ର...

ବ୍ରାଏନ ଲାରା ଅସୁସ୍ଥ – ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓ୍ଵେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଅସୁସ୍ଥ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ପାରେଲ ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବ୍ରାଏନ ଲାରା ଷ୍ଟାର ନେଟଓ୍ଵର୍କରେ ବିଶ୍ଵକପ...

ୱେଷ୍ଟଇଣ୍ଡିଜ୍‌କୁ ଝଟ୍‌କା – ବିଶ୍ୱକପରୁ ବହାର ହେଲେ ଆନ୍ଦ୍ରେ ରସେଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ-୨୦୧୯ ରୁ ବାହାର ହେଲେ ୱେଷ୍ଟଇଣ୍ଡିଜ୍‌ର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ। ବହୁ ଦିନ ଧରି ନିଜ ଆଣ୍ଠୁ ଯନ୍ତ୍ରଣାରେ ପୀଡ଼ିତ ଥିବା ରସେଲ ଶେଷରେ ବିଶ୍ୱକପରୁ ବିଦା ହୋଇଛନ୍ତି।...