ଆଜିର ମୁଖ୍ୟ ଖବର @10PM (ଜୁନ ୧୮, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ବିହାର ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ଆଲର୍ଟ! ଲିଚୁ ନମୂନା ସଂଗ୍ରହ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ ବିହାର ମୁଜାଫରପୁର ଜିଲ୍ଲାରେ ଶିଶୁ ମୃତ୍ୟୁ ବଢ଼ି ଚାଲିଛି।...

ଆଫଗାନିସ୍ତାନକୁ ୩୯୮ ରନ୍‌ର ବଡ଼ ସ୍କୋର ଟାର୍ଗେଟ୍‌ ଦେଲା ଇଂଲଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋର୍ଗାନଙ୍କ ଧୂଆଁଧାର ୧୭ ଛକା ବଳରେ ଆଫଗାନିସ୍ତାନ ଆଗରେ ରନ୍‌ର ପାହାଡ଼ ଛିଡ଼ା କଲା ଇଂଲଣ୍ଡ। ଜିତିବା ପାଇଁ ଅଫଗାନ ଆଗରେ ୩୯୮ ରନ୍‌ର ବିଜୟଲକ୍ଷ୍ୟ। ମାଞ୍ଚେଷ୍ଟରରେ ଛକା, ଚୌକା ବର୍ଷା। ମଙ୍ଗଳବାର...

ଆଜିର ମୁଖ୍ୟ ଖବର @7PM (ଜୁନ ୧୮, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୪ ମୃତ ବୋରିଗୁମ୍ମା-ନବରଙ୍ଗପୁର ରାସ୍ତାର ମଝିଆ ଗ୍ରାମ ନିକଟରେ  ଯାତ୍ରୀବାହୀ ବସ୍‌ ଓ  ଅଟୋ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ...

ମାଞ୍ଚେଷ୍ଟରରେ ମୋର୍ଗାନଙ୍କ ରାଜୁତି – ୧୭ ଛକା ମାରି ଗେଲଙ୍କ ରେକର୍ଡ ଭାଙ୍ଗିଲେ ମୋର୍ଗାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ ୨୪ତମ ମ୍ୟାଚରେ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଆଫଗାନିସ୍ତାନ। ମାଞ୍ଚେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟିମ୍‌ର ଅଧିନାୟକ ଇୟନ ମୋର୍ଗାନଙ୍କ ରାଜୁତି ଦେଖିବାକୁ ମିଳିଛି।...

ବିଶ୍ଵକପରେ ଆଜି ଇଂଲଣ୍ଡ-ଆଫଗାନିସ୍ତାନ ମଧ୍ୟରେ ଲଢ଼େଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଞ୍ଚେଷ୍ଟରରେ ଇଂଲଣ୍ଡକୁ ଭେଟିବ ଆଫଗାନିସ୍ତାନ। ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ମଙ୍ଗଳବାର କ୍ରିକେଟ୍‌ ମହାସମରରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଛି କଡ଼ା ମୁକାବିଲା। ଲଣ୍ଡନର ମାଞ୍ଚେଷ୍ଟରଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ...

ବିଶ୍ଵକପ ୨୦୧୯ – ‘ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ’ ପାଇଁ ଦାବିଦାର ୪ ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ଵକପ ଭଳି ଏକ ବଡ ପ୍ଲାଟଫର୍ମରେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଜିତିବା ସବୁ ଖେଳାଳିଙ୍କ ସ୍ଵପ୍ନ। ପୂର୍ବରୁ ବିଶ୍ଵକପରେ ମାର୍ଟିନ କ୍ରୋଓ୍ଵି, ଯୁବରାଜ ସିଂ, ମିଚେଲ ଷ୍ଟାର୍କ, ସଚିନ ତେନ୍ଦୁଲକର...

ଇଂଲଣ୍ଡକୁ ଝଟକା, ଦୁଇଟି ମ୍ୟାଚ ଖେଳିବେନି ଜାସନ ରଏ

ଓଡ଼ିଶାଲାଇଭ ବ୍ୟୁରୋ ଇଂଲଣ୍ଡ ଓପନର ଜାସନ ରଏ ଆହତ ହୋଇଛନ୍ତି। ସେ ହାମଷ୍ଟ୍ରିଙ୍ଗ ଇନଜୋରିର(ମାସଂପେଶୀ ଜନିତ ପିଡ଼ା) ର ଶିକାର ହୋଇଛନ୍ତି। ଆସନ୍ତା ଦୁଇଟି ବିଶ୍ଵକପ ମ୍ୟାଚ ସେ ଖେଳି ପାରିବେ ନାହିଁ ବୋଲି...

ବିଶାଳ ସ୍କୋର ସତ୍ତ୍ୱେ କାହିଁକି ହାରିଲା ଓ୍ୱେଷ୍ଟଇଣ୍ଡିଜ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପର ସୋମବାର ୨୩ତମ ମ୍ୟାଚରେ ବାଂଲାଦେଶ ଦମଦାର ବିଜୟ ହାସଲ କରିଛି। ଏହି ମ୍ୟାଚରେ ବାଂଲାଦେଶ ଓ୍ୱେଷ୍ଟଇଣ୍ଡିଜକୁ ୭ ଓ୍ୱିକେଟରେ ପରାସ୍ତ କରିଛି। ୩୨୧ ରନର ପିଛା କରି ବାଂଲାଦେଶ ୪୧.୩...

ଆଜିର ମୁଖ୍ୟ ଖବର @10PM (ଜୁନ ୧୭, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ସାନ୍ତାଳି ଭାଷାରେ ଶପଥ ନେଲେ ଚନ୍ଦ୍ରାଣୀ, ସଂସ୍କୃତରେ ପ୍ରତାପ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଜୁଲାଇ ୨୬ ଯାଏଁ ଚାଲିବାକୁ ଥିବା ଏହି...

ଆଜିର ମୁଖ୍ୟ ଖବର @7PM (ଜୁନ ୧୭, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ଡାକ୍ତରଙ୍କ ଦାବି ମାନିଲେ ଦିଦି ଶେଷରେ ଡାକ୍ତରଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ପଶ୍ଚିମବଙ୍ଗର ସବୁ ଡାକ୍ତରଖାନାରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା...