ଧାୱନଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ରିଷଭ ପନ୍ତଙ୍କୁ ମିଳିପାରେ ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତକୁ ଲାଗିଛି ଧାୱନ ଝଟକା। ଆହତ କାରଣରୁ ୩ ସପ୍ତାହ ପାଇଁ ବିଶ୍ୱକପ୍‌ରୁ ବାହାର ହେବାପରେ ତାଙ୍କ ବଦଳରେ ଭାରତର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ କିଏ ସାମିଲ ହେବ ସେନେଇ ଆରମ୍ଭ ହୋଇଛି...

ବର୍ଷା ଯୋଗୁଁ ବାଂଲାଦେଶ ବନାମ ଶ୍ରୀଲଙ୍କା ମ୍ୟାଚ୍‌ ବିଳମ୍ବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବ କଡ଼ା ମୁକାବିଲା। ଲଣ୍ଡନର ବ୍ରିଷ୍ଟଲଠାରେ ଦିନ ୩ଟା ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ବର୍ଷ ଯୋଗୁଁ...

ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ୩ ସପ୍ତାହ ଯାଏଁ ଖେଳିବେନି ଶିଖର ଧଓ୍ୱନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। କାରଣ ୩ ସପ୍ତାହ ଯାଏଁ ଟିମରେ ଖେଳିବେନି ଶିଖର ଧଓ୍ୱନ। ଟିମର ‘ଗବ୍ବର’ କୁହାଯାଉ ଥିବା ଶିଖରଙ୍କ  ବାମ ହାତରେ ଆଘାତ ଲାଗି...

ଯୁବରାଜଙ୍କୁ ‘ଯୋଦ୍ଧା’ କହିଲେ ଅମିତ ଶାହ

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ସୋମବର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯୁବରାଜଙ୍କ ଅବସର ଘୋଷଣା ପରେ ତାଙ୍କ ଆଗାମୀ ଜୀବନ ପାଇଁ ସବୁଆଡୁ ଏବେ ଶୁଭକାମନା...

FIH ହକି ସିରିଜ୍‌ – ସେମିଫାଇନାଲରେ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଫଆଇଏଚ୍‌ ହକି ସିରିଜ୍‌ ଫାଇନାଲ୍ସରେ ଭାରତର ହାଟ୍ରିକ୍‌ ବିଜୟ। ସୋମବାର କଳିଙ୍ଗ ଷ୍ଟାଡିୟମ୍‌ରେ ଉଜବେକିସ୍ତାନକୁ ଭେଟିଥିଲା ଭାରତ। ଏହି ମ୍ୟାଚ୍‌ରେ ଉଜବେକିସ୍ତାନକୁ ୧୦-୦ରେ ହରାଇଛି ଭାରତ। କ୍ରାମଗତ ତୃତୀୟ ବିଜୟ ସହିତ...

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗିରଫ ହେଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ୍‌ ଅଲ୍ଲୀ ଜର୍ଦ୍ଦାରୀ। ନକଲି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବିଦେଶକୁ ଟଙ୍କା ପଠାଇବା ଅଭିଯୋଗରେ ଜର୍ଦ୍ଦାରୀ ଜର୍ଦ୍ଦାରୀଙ୍କୁ ପାକିସ୍ତାନର ଦୁର୍ନିତି ନିରୋଧ ସଂସ୍ଥା ନ୍ୟାଶନାଲ...

ସାଉଥମ୍ପଟନ୍‌ରେ ବର୍ଷା – ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ ମହାସମରରେ ସୋମବାର ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା ୱେଷ୍ଟଇଣ୍ଡିଜ୍। ସାଉଥମ୍ପଟନ୍‌ର ରୋଜ୍‌ ବାଉଲ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକାକୁ ଇଣ୍ଡିଜ୍‌ ଦଳ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ବର୍ଷା ହେବା...

ଆମେ ଭାରତରେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ହାରିଥିଲୁ , ତେଣୁ ଆମକୁ କିଛି ପ୍ରୁଭ୍ କରିବାର ଥିଲା...

ଓଡ଼ିଶାଲାଇଭ ବ୍ୟୁରୋ ଆଇସିସି ବିଶ୍ଵକପରେ ଭାରତ ଦ୍ୱିତୀୟ ମ୍ୟାଚ ଜିତିବା ପରେ ଅଧିନାୟକ ବିରାଟ କୋହଲି କହିଛନ୍ତି କି ବିଶ୍ଵକପରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବା ଲାଗି ଭାରତୀୟ ଟିମ୍ ପୂରା ଉତ୍ସାହିତ ଥିଲେ।...

କ୍ରିକେଟ୍‌ରୁ ଯୁବରାଜଙ୍କ ଯୁଗ ଶେଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ୍‌ରୁ ସରିଲା ଯୁବରାଜ ଯୁଗ। ଅବସର ନେଲେ ଭାରତୀୟ କ୍ରିକେଟ ଷ୍ଟାର ତଥା ୨୦୧୧ ବିଶ୍ୱକପ୍‌ ବିଜେତା ଯୁବରାଜ ସିଂହ। ୩୭ ବର୍ଷୀୟ ଯୁବରାଜ ସୋମବାର ମୁମ୍ବାଇର ସାଉଥ୍‌ ହୋଟେଲ୍‌ରେ ଏକ...

ଅବସର ପରେ କ’ଣ କରିବେ ଯୁବରାଜ?

ଓଡ଼ିଶାଲାଇଭ ବ୍ୟୁରୋ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ। ସାଉଥ ମୁମ୍ବାଇର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୁବରାଜ ଏହା ଘୋଷଣା କରିଛନ୍ତି। ପାଖାପାଖି...