ସଞ୍ଜୁ ସାମସନ୍‌ ମାରିଲେ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ପ୍ରଥମ ଶତକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜସ୍ଥାନ ରୟାଲ୍‌ସର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଚଳିତ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣରେ ପ୍ରଥମ ଶତକ ମାରିଛନ୍ତି। ଶୁକ୍ରବାର ରାଜସ୍ଥାନ ରୟାଲ୍‌ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଅଷ୍ଟମ ମ୍ୟାଚ୍‌ରେ ରାଜସ୍ଥାନର...

ଆଜି ଆଇପିଏଲ୍‌ରେ ଦୁଇଟି ମ୍ୟାଚ, ମୁମ୍ବାଇ ବନାମ ପଞ୍ଜାବ, ଦିଲ୍ଲୀ ବନାମ କୋଲକାତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଅପରାହଣ ୪ଟାରେ ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ଖେଳାଯାଉଛି, ସେହିପରି ରାଜି ୮ଟା ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ...

ରାଜସ୍ଥାନ ବନାମ ହାଇଦ୍ରାବାଦ, ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାର ଆଇପିଏଲ୍‌ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରବାଦକୁ ଭେଟିଛି ରାଜସ୍ଥାନ ରୟାଲ୍‌ସ। ହାଇଦ୍ରବାଦର ରାଜୀବ ଗାନ୍ଧି ଆନ୍ତର୍ଜାତୀୟ ଷ୍ଟାଡିୟମ ଏହି ମ୍ୟାଚ୍ ଖେଳାଯାଉଛି। ଟସ୍‌ ଜିତି ରାଜସ୍ଥାନ ରୟାଲ୍‌ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି...

ଆଇପିଏଲ୍‌ରେ କୋହଲିଙ୍କ ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ ଟିମ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଅଧିନାୟକ ବିରାଟ କୋହଲି ଆଇପିଏଲରେ ୫୦୦୦ରନ୍‌ ପୂରା କରିଛନ୍ତି। କୋହଲି ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ରେକର୍ଡ...

ଆଇପିଏଲ୍‌ରେ ଆଜି ବେଙ୍ଗାଳୁରୁକୁ ଭେଟିବ ମୁମ୍ବାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ୭ମ ମ୍ୟାଚ୍‌। ଏହି ମ୍ୟାଚ୍‌ ବେଙ୍ଗାଳୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ରାତି ୮ଟାରେ ଖେଳାଯିବ। ଉଦ୍‌ଘାଟନୀ...

ଅଶ୍ୱୀନଙ୍କ ସାମାନ୍ୟ ଭୁଲ ପାଇଁ କେକେଆର୍‌ଠାରୁ ହାରିଲା ପଞ୍ଜାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଲକାତା ନାଇଟ୍‌ ରାଇଡର୍ସ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ବୁଧବାର ଖେଳାଯାଇଥିଲା ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଷଷ୍ଠ ମ୍ୟାଚ୍‌। କୋଲକାତାର ଇଡେନ୍‌ ଗାର୍ଡେନଣେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ...

ଆମ୍ରପାଲି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୋନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆମ୍ରପାଲି ଗ୍ରୁପ୍‌ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆମ୍ରପାଲି ଗ୍ରୁପରେ ବାକିଥିବା ନିଜର ୪୦ କୋଟି ଟଙ୍କା ଫେରି ପାଇବା...

ଆଇପିଏଲ୍‌ ଟକ୍କର – ଚେନ୍ନାଇର ୨ୟ ବିଜୟ, ଆଜି କିଙ୍ଗସ୍‌ ଇଲେଭନ୍‌ ପଞ୍ଜାବ ସହ କୋଲକାତା ନାଇଟ୍ ରାଇଡର୍ସ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲରେ ମଙ୍ଗଳବାର ଖେଳାଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି ଡିଫେଣ୍ଡିଂ ଚମ୍ପିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସ। ଫିରୋଜଶାହା କୋଟଲା ଷ୍ଟାଡିୟମରେ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ...

ମୋଦିଙ୍କୁ ଟୁଇଟ୍‌ କଲେ ଅଶ୍ୱିନ, “ଆମ ଭୋଟ୍‌ ପାଇଁ ବ୍ୟବସ୍ଥା କରାଯାଉ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ଦେଶରେ ବର୍ତ୍ତମାନ ଦୁଇଟ ବଡ଼ ପର୍ବ ପାଳନ ହେଉଛି। ଗୋଟିଏ ହେଉଛି ୨୦୧୯ ନିର୍ବାଚନ ଏବଂ ଅନ୍ୟଟି ବ୍ୟୟବହୁଳ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏଭଳି ସ୍ଥିତିରେ ଆଇପିଏଲ୍‌ ଖେଳାଳିମାନେ ବିଶେଷ...

ଆଜି ଆଇପିଏଲ୍‌ରେ ଦିଲ୍ଲୀକୁ ଭେଟିବ ଚେନ୍ନାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜସ୍ଥାନ ରୟାଲ୍‌ସ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ସୋମବାର ଖେଳାଯାଇଥିବା ଦମ୍‌ଦାର ମ୍ୟାଚ୍‌ ପରେ ବର୍ତ୍ତମାନ ସମସ୍ତଙ୍କ ନଜର ଦିଲ୍ଲୀ ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ ଉପରେ। ମଙ୍ଗଳବାର ଏଠାରେ...