ଚୀନରେ ବ୍ୟାଡ୍ମିଣ୍ଟନ୍ର ଯାଦୁ ଦେଖାଇବେ ଓଡ଼ିଆ ଝିଅ ଋତୁପର୍ଣ୍ଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଝିଅର କମାଲ। ଟଙ୍ଗ୍ ୟୁଂ କାଇ କପ୍ ୨୦୧୯ ପାଇଁ ଭାରତୀୟ ବ୍ୟାଡମିଣ୍ଟନ୍ ଟିମ୍ରେ ସ୍ଥାନ ପାଇଛନ୍ତି ଓଡ଼ିଆ ବ୍ୟାଡମିଣ୍ଟନ୍ ଷ୍ଟାର ଋତୁପର୍ଣ୍ଣା ପଣ୍ଡା। ଚୀନ୍ରେ ବ୍ୟାଡମିଣ୍ଟନ୍ ଏସିଆ ମିକ୍ସଡ୍...
ସୋମବାର ଘୋଷଣା ହେବ ଆଇପିଏଲ୍ର ସଂପୂର୍ଣ୍ଣ ଖେଳସୂଚୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ଘୋଷଣା ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ସଂପୂର୍ଣ୍ଣ କାର୍ଯ୍ୟସୂଚୀ। ବର୍ତ୍ତମାନର ସାରା ଦେଶରେ ଚାଲିଛି ନିର୍ବାଚନୀ ମାହୋଲ। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ଏପ୍ରିଲ ୫ ମଧ୍ୟରେ ହେବାକୁ...
ଭାରତରେ ହେବ ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦ରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ। ୨୦୧୭ରେ ଭାରତରେ ପୁରୁଷ ବିଶ୍ୱକପ ସଫଳତାର ସହ ହେବାପରେ, ଆଉ ଏକ ଫିଫା ବିଶ୍ୱକପ ହେବା ପାଇଁ ନିଷ୍ପତି ...
ଆଇପିଏଲ୍ ପୂର୍ବରୁ ବିରାଟ ଓ ଧୋନିଙ୍କ ‘ଚାଏ ପେ ଚର୍ଚ୍ଚା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)ର ସିଜନ୍ ୧୨ ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମଧ୍ୟରେ ହେବ।
ତେବେ ଆଶ୍ଚର୍ଯ୍ୟର କଥା...
ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହେଲିକପ୍ଟର ସଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର ଷ୍ଟାର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଆଇପିଏଲ୍ ପାଇଁ ଅଭ୍ୟାସ ଚଳାଇଛନ୍ତି। ପାଣ୍ଡ୍ୟାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ରେ ଭାଗ ନେଇ...
ସୁପ୍ରିମ୍କୋର୍ଟରୁ କ୍ରିକେଟର ଶ୍ରୀସନ୍ଥଙ୍କୁ ଆଶ୍ୱସ୍ତି, ହଟିଲା ବ୍ୟାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ଆଜୀବନ ବାସନ୍ଦ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ ବିସିସିଆଇ ଶ୍ରୀସନ୍ଥଙ୍କ ଉପରେ ଲଗାଇଥିବା ଆଜୀବନ ପ୍ରତିବନ୍ଧକ ଉପରେ ପୁନଃବିଚାର କରନ୍ତୁ ଏବଂ ୩ମାସ...
୮ ହଜାର ରନ୍ କ୍ଲବରେ ସାମିଲ ହେଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଏକ ରେକର୍ଡର ଅଧିକାରୀ ହେଲେ ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମା। ଦିନିକିଆ କ୍ରିକେଟ୍ରେ ୮ ହଜାର ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି ରୋହିତ। ରୋହିତ ଶର୍ମା ୨୦୬ଟି...
ମ୍ୟାଚ୍ ସହ ସିରିଜ ହାରିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀରେ ଖେଳାଯାଉଥିବା ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ହାରିଲା। କଙ୍ଗାରୁ ଦଳଠାରୁ ୩୫ ରନ୍ରେ ହାରିଛି ଟିମ୍ ଇଣ୍ଡିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ...
ଆରମ୍ଭରୁ ଭାରତକୁ ଝଟ୍କା : ଧୱନ, କୋହଲି, ପନ୍ତ୍ ଆଉଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍ରେ ଭାରତ ସାମ୍ନାରେ ରହିଛି ୨୭୩ ରନ୍ର ବିଜୟ ଲକ୍ଷ୍ୟ। ମ୍ୟାଚ୍ ଆରମ୍ଭରୁ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟ୍କା। ଦଳର ଶିଖର ଧୱନ ଓ ଅଧିନାୟକ...
ଅଷ୍ଟ୍ରେଲିଆ ୨୭୨/୯, ଭାରତ ଆଗରେ ୨୭୩ ରନ୍ର ଟାର୍ଗେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ଖେଳାଯାଉଥିବା ପଞ୍ଚମ ଦିନିକିଆ ମ୍ୟାଚ୍ରେ ଭାରତ ଆଗରେ ରହିଛି ୨୭୩ ରନ୍ର ବିଜୟଲକ୍ଷ୍ୟ। ଦିଲ୍ଲୀର ଫିରୋଜ ଶାହା କୋଟ୍ଲା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଥିବା ବେଳେ ଏହା...





















