କଙ୍ଗାରୁ ଦଳକୁ ୧୯୧ରନ୍‌ର ଟାର୍ଗେଟ୍‌ ଦେଲା ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଧୂଆଁଧାର ବ୍ୟାଟିଂ...

ଏମ.ଏସ.ଧୋନୀ ଆଜି କ୍ୟାରିୟରର ଶେଷ ଟି-୨୦ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇପାରନ୍ତି!

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ମ୍ୟାଚ୍‌ ସଂଧ୍ୟା ୭ଟାରୁ ଆରମ୍ଭ ହେବ। ତେବେ ଏହି ମ୍ୟାଚ୍‌ ୨ଟି କାରଣ ଗୁରୁତ୍ୱ ବହନ କରୁଛି। ପ୍ରଥମ...

ଆଜି ଭାରତ-ଅଷ୍ଟ୍ରେଲିଆ ୨ୟ ଟି ୨୦, ସିରିଜ ବରାବର ରଖିବାକୁ ଟିମ ଇଣ୍ଡିଆର ଚେଷ୍ଟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ବୁଧବାର ଦ୍ଵିତୀୟ ମ୍ୟାଚ ଖେଳାଯିବ। ବେଙ୍ଗଳୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ତେବେ ଆଜିର ମ୍ୟାଚ ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି, କାରଣ ଦୁଇ...

ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ବ୍ୟାଡମିଣ୍ଟନର ବିକାଶ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା ସରକାର କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ପୁଲେଲା...

ଦିନିକିଆ ସିରିଜ କବ୍‌ଜା କଲା ମହିଳା କ୍ରିକେଟ ଟିମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଜବରଦସ୍ତ ଜିତ୍‌। ଏଥିସହ ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ୨-୦ରେ ଆଗୁଆ କବ୍‌ଜା କରିଛି ଟିମ୍‌ ଇଣ୍ଡିଆ। ଏହି...

ଭାରତକୁ ସୁସ୍ଥ ଓ ଆକ୍ଟିଭ ରହିବା ଲାଗି ଖେଳରେ ସକ୍ରିୟ ରହିବା ଦରକାର: ସଚିନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟର ସଚିନ ତେନ୍ଦୁଲକର ରବିବାର କହିଛନ୍ତି ଭାରତ ସବୁବେଳେ ଖେଳପ୍ରେମୀ ଦେଶ ଭାବେ ସବୁଠି ପରିଚିତ। ମାତ୍ର ଏବେ ଭାରତକୁ ଖେଳରେ ସକ୍ରିୟ ରହୁଥିବା ଦେଶ ହେବା ଦରକାର। ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ...

”ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ନେଇ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିବ ବିସିସିଆଇ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁକଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି। ପୂର୍ବରୁ ମଧ୍ୟ କିକ୍ରେଟ ପ୍ରଶାସକ କମିଟି କହିଥିଲା କି ଏ ନେଇ ଶେଷ ନିଷ୍ପତ୍ତି...

ସୁପର ସଣ୍ଡେରେ ସୁପର ଶୋ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ମ୍ୟାଚ୍‌ ବିଶାଖାପଟନମ୍‌ରେ ଥିବା ୱାଇଏସ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଖେଳାଯିବ। ଏହି ଷ୍ଟାଡିୟମରେ...

ବିଶ୍ୱକପ୍‌ ପୂର୍ବରୁ ଶେଷ ସରିଜ୍‌ ଲାଗି ଭାରତୀୟ ଟିମ୍‌ ପ୍ରସ୍ତୁତ, ଆସନ୍ତାକାଲି ପ୍ରଥମ ମ୍ୟାଚ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଟିମ୍‌ ବିଶ୍ୱକପ୍‌ ପୂର୍ବରୁ ଶେଷ ଆନ୍ତର୍ଜାତୀକ ମ୍ୟାଚ୍‌ ଖେଳିବା ଲାଗି ପ୍ରସ୍ତୁତ ଅଛି। ଏହି ସିରିଜ୍‌ ଅଷ୍ଟ୍ରେଲିଆ ସହ ଖେଳିବ ଭାରତ। ଅଷ୍ଟ୍ରେଲିଆ ଟିମ୍‌ ଭାରତରେ ଆସି ପହଞ୍ଚିସାରିଛନ୍ତି। ତେବେ କଙ୍ଗାରୁ...

ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବ କି ନା? ଉତ୍ତର ରଖିଲେ ବିରାଟ କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ପ୍ରସଙ୍ଗରେ ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ଦେଇଛନ୍ତି। ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଧିନାୟକ ବିରାଟ କୋହଲି। "ଦେଶ...