ହକି ବିଶ୍ଵକପ୍ : ୪-୩ ଗୋଲରେ ସ୍ପେନକୁ ହରାଇଲା ଆର୍ଜେଣ୍ଟିନା
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ତୃତୀୟ ମ୍ୟାଚକୁ ଜିତିନେଇଛି ଆର୍ଜେଣ୍ଟିନା। ‘ପୁଲ-ଏ’ରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିଲା।
ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ...
ଆଜି ଆର୍ଜେଣ୍ଟିନା-ସ୍ପେନ କଡ଼ା ଟକ୍କର: ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ତୃତୀୟ ମ୍ୟାଚରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ମୁକାବିଲା ହେବ। ଗୁରୁବାର ଅପରାହ୍ଣ ୫ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଟିମ୍। ପୁଲ-ଏ ରେ...
ହକି ବିଶ୍ୱକପ୍ର କିଛି ଜଣା ଅଜଣା କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗାରଙ୍ଗ ପରିବେଶରେ ହକି ବିଶ୍ୱକପ୍ ଉଦ୍ଘାଟନୀ ସମାରୋହ ଶେଷ ହୋଇଛି। ହକି ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ୍ ସୃଷ୍ଟି କରିଚାଲିଛି। ତେବେ ଆସନ୍ତୁ ଜାଣିବା ହକି ବିଶ୍ୱକପ୍ର କିଛି ଜଣା...
ଆଜିର ଟକ୍କର: ଆର୍ଜେଣ୍ଟିନା-ସ୍ପେନ୍, ନ୍ୟୁଜିଲାଣ୍ଡ-ଫ୍ରାନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୨୮ରୁ ହକି ବିଶ୍ୱକପ୍ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ପୁଲ ଏ ରେ ଦୁଇଟି ମ୍ୟାଚ୍ ଖେଳାଯିବ। ସଂଧ୍ୟା ୫ଟାରେ ଟିମ୍ ଆର୍ଜେଣ୍ଟିନା ମୁକାବିଲା କରିବ ସ୍ପେନ୍କୁ ଏବଂ ରାତି ୭ଟାରେ...
ଆଇସିସି ଟେଷ୍ଟ ରାଙ୍କିଂ: ବ୍ୟାଟିଂରେ କୋହଲି ନମ୍ବର-୧
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଂ ପ୍ରକାଶ ପାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାର ଶୀର୍ଷରେ ଅଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର କାଗିସୋ...
ଭାଇଚାରାର ସହର କଟକରେ ଭାଇଜାନ – ହକି ବିଶ୍ଵକପ୍ ପାଇଁ ଓଡ଼ିଶାବାସୀଙ୍କୁ ଦେଲେ ଧନ୍ୟବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=euJR9lmLxj8]
ବାଲିଯାତ୍ରା କେମିତି ଚାଲିଛି?
'ମୁଁ ଦହିବରା ଆଳୁଦମ ଖାଇକି ଯିବି'
କଟକ ହେଉଛି ଭାଇଚାରାର ସହର
ସବୁଠି ଭାଇଚାରା ରହିବା ଦରକାର
ଭାଇଚାରାର ସହର କଟକକୁ ଆସି ଏହି ମନ୍ତବ୍ୟ ଦେଇଛନ୍ତି ବଲିଉଡର ଭାଇଜାନ୍ ସଲମାନ...
ଆରମ୍ଭରୁ ବିଜୟ ବାନା ଉଡ଼ାଇଲା ଭାରତ, ୫-୦ରେ ହାରିଲା ଦକ୍ଷିଣ ଆଫ୍ରିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗରେ ହକି ବିଶ୍ଵକପ୍। ଲିଗ୍ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଭାରତ ଏକତରଫା ଭାବେ ବିଜୟୀ ହେଲା।
ଦମଦାର ବିଜୟ ସହିତ ଭାରତୀୟ ହକି ଟିମ୍ ବିଶ୍ଵକପ୍ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ...
କଳିଙ୍ଗରେ ହକି ବିଶ୍ୱକପ୍ – କାନାଡାକୁ ହରାଇଲା ବେଲଜିୟମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ବିଶ୍ଵକପ୍ ଉଦଘାଟନୀ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମ ଟିମ୍ ୨-୧ ଗୋଲରେ କାନାଡାକୁ ହରାଇଛି।
କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ପରିବେଶରେ ହକି ବିଶ୍ଵକପ୍ ଉଦଘାଟିତ ହେବା ପରେ ବୁଧବାରଠୁ ଆରମ୍ଭ ହୋଇଛି ଲଢ଼େଇ।...
ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମାଧୁରୀ ଓ ଶାହରୁଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧକ୍ ଧକ୍ ଗାର୍ଲ ଓ କିଙ୍ଗ୍ ଖାନ୍ ଟୁଇଟର ମାଧ୍ୟମରେ ଓଡ଼ିସାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ମାଧୁରୀ ଓ...
ଆଜି ବାରବାଟୀରେ ହକି ବିଶ୍ୱକପ୍ର ଉଦ୍ଘାଟନୀ ସମାରୋହ – ଯୋଗଦେବେ ସଲମାନ ଖାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=YcAuKmBcsUk]
କଳିଙ୍ଗ ଷ୍ଟାଡିୟମ ପରେ କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ହେବ ହକି ବିଶ୍ୱକପ୍ର ଉଦ୍ଘାଟନୀ ସମାରୋହ। ଏଥିରେ ମୁଖ୍ୟ ଆକର୍ଷଣ ରହିଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ୍ ଓ...





















