ହକି ବିଶ୍ଵକପ ପାଇଁ ସାଇକେଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁନ୍ଦରଗଡ଼ର ଶତାଧିକ ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ବିଶ୍ଵକପ ଆୟୋଜନ କରିବା ଲଗି ପ୍ରସ୍ତୁତ ହୋଇଛି ଓଡ଼ିଶା। ସମଗ୍ର ରାଜ୍ୟରେ ଚାଲିଛି ଏବେ ହକିର ଚର୍ଚ୍ଚା। ବିଶେଷକରି ଯୁବବର୍ଗ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ। ଏହିକ୍ରମରେ ମଙ୍ଗଳବାର ବହୁ...

ଆସନ୍ତାକାଲି ବାରବାଟୀରେ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ: ଅଧାରୁ ଛୁଟି ହେବ କଟକର ସବୁ ଶିକ୍ଷାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହକ ବିଶ୍ଵକପ ୨୦୨୩ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ଏଥିଲାଗି ଆସନ୍ତାକାଲି କଟକ ସହରର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧାରୁ...

‘ଦ ଇଣ୍ଡିଆନ ଡିଫେଣ୍ଡର’ ହକି ହିରୋ ଦିଲ୍ଲୀପ ତିର୍କୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=5UKBqIlUVhA] ବିଶ୍ୱ ହକି ମାନଚିତ୍ରରେ ଓଡ଼ିଶା, ଦିଲ୍ଲୀପ ତିର୍କୀଙ୍କ କ୍ରୀଡ଼ା ଜୀବନ ଏବଂ ୨୦୨୩ ପୁରୁଷ ହକି ବିଶ୍ୱକପକୁ ନେଇ ଓଡ଼ିଶାଲାଇଭ୍ ସହ ତାଙ୍କର ସ୍ୱତନ୍ତ୍ର ସାକ୍ଷାତକାର। ହକି ହିରୋ ପଦ୍ମଶ୍ରୀ ଡକ୍ଟର...

ଓଡ଼ିଶାରେ ନାସନାଲ ହକି କନକ୍ଲେଭ ୨୦୨୩: ଏକାଠି ହେବେ କିମ୍ବଦନ୍ତୀ ହକି ଖେଳାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ରମାଗତ ଦ୍ୱିତୀୟଥର ପାଇଁ ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ହକି ବିଶ୍ଵକପ ପାଇଁ ରାଜ୍ୟର କ୍ରୀଡ଼ାପ୍ରେମୀ ଉତ୍ସାହିତ ଅଛନ୍ତି। ବିଶ୍ଵକପର ଏହି ମାହୋଲକୁ ଆହୁରି ଆକର୍ଷଣୀୟ କରିବା...

ଭାରତୀୟ ହକିକୁ ଓଡ଼ିଶାର ଅନନ୍ୟ ଉପହାର, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

   ଓଡ଼ିଶାଲାଇଭ୍ ବ୍ୟୁରୋ   ପୃଥିବୀର ଅନ୍ୟତମ ବୃହତ୍ ହକି ଷ୍ଟାଡିୟମ ୨୦ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ୍ ୧୨୦ କୋଟି ଟଙ୍କାରେ ହୋଇଛି ନିର୍ମାଣ ୧୫ ମାସ ମଧ୍ୟରେ ଶେଷ ହୋଇଛି ନିର୍ମାଣ...

ପୁରୁଷ ହକି ବିଶ୍ଵକପ ୨୦୨୩: ଭୁବନେଶ୍ୱରରେ ପହଞ୍ଚିଲେ ସ୍ପେନ, ଦକ୍ଷିଣ କୋରିଆ ଓ ଫ୍ରାନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ହେବାକୁଥିବା ପୁରୁଷ ହକି ବିଶ୍ଵକପରେ ଅଂଶଗ୍ରହଣ କରିବାକୁ ସ୍ପେନ, ଫ୍ରାନ୍ସ ଓ ଦକ୍ଷିଣ କୋରିଆ ଦଳଙ୍କ ଆଗମନ ହୋଇଛି। ରବିବାର ଭୁବନେଶ୍ୱର ବିମାନବନ୍ଦରରେ ଏହି ତିନି ଦଳର ଖେଳାଳିମାନେ ପହଞ୍ଚିଛନ୍ତି।...

ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି: ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ସିଲଭର ସିଟି କଟକ ବାରବାଟୀ ଷ୍ଟାଡିୟମରେ ହକି ପୁରୁଷ ବିଶ୍ଵକପ ୨୦୨୩ର ଉଦଘାଟନୀ ଉତ୍ସବ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ।...

ପୁରୁଷ ହକି ବିଶ୍ଵକପ ୨୦୨୩: ଓଡ଼ିଶା ଆଗମନ କଲେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ ୨୦୨୩ ପାଇଁ ଇଂଲଣ୍ଡ ଏବଂ ତିନିଥର ହକି ବିଶ୍ଵ ଚାମ୍ପିୟନ ଅଷ୍ଟ୍ରେଲିଆ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶୁକ୍ରବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଏହି ଦୁଇ ଦଳଙ୍କୁ...

ହକି ବିଶ୍ଵକପ ପାଇଁ ‘ଡଟ୍ ଫେଷ୍ଟ’: ଏଥର ଝୁମିବ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ୱକପ ସମୟରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବାକୁ ‘ଡଟ୍ ଫେଷ୍ଟ’ର ଆୟୋଜନ ହେବାକୁ ଯାଉଛି। ଏଥର ‘ଡଟ୍ ଫେଷ୍ଟ’ରେ ଝୁମିବ ରାଜଧାନୀ ଭୁବନେଶ୍ୱର। ଆସନ୍ତା ୧୩ରୁ ୨୯ ତାରିଖ...

ପୁରୁଷ ହକି ବିଶ୍ଵକପ୍ ୨୦୨୩: ଭୁବନେଶ୍ୱରରେ ପହଞ୍ଚିଲେ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ୍ ଖେଳିବାପାଇଁ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ଦଳର ଓଡ଼ିଶାରେ ଆଗମନ ହୋଇଛି। ଶୁକ୍ରବାର ଅପରାହ୍ଣରେ ଏହି ଦୁଇ ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଦୁଇ ଦଳର ଖେଳାଳିମାନଙ୍କୁ ହକି...