ନାବାଳିକା କୁସ୍ତି ଖେଳାଳି ଯୌନ ନିର୍ଯାତନା ମାମଲା: ବ୍ରିଜଭୂଷଣ ସିଂଙ୍କୁ ଦିଲ୍ଲୀ ପୋଲିସର କ୍ଲିନ ଚିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନାବାଳିକା କୁସ୍ତି ଖେଳାଳି ଯୌନ ନିର୍ଯାତନା ମାମଲାରେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ କ୍ଲିନ ଚିଟ୍ ଦେଇଛି ଦିଲ୍ଲୀ ପୋଲିସ।
୭ ଜଣ କୁସ୍ତି ଯୋଦ୍ଧା...
ଜୁନିୟର ଏସିଆ କପ ହକି: ପ୍ରଥମଥର ପାଇଁ ଚାମ୍ପିୟନ ହେଲା ଭାରତୀୟ ମହିଳା ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ଜୁନିୟର ଏସିଆ କପ ହକି ପ୍ରରିଯୋଗିତାରେ ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି ଭାରତ। ଚଳିତବର୍ଷ ଜାପାନର କାକାମିଗାହାରାରେ ଅନୁଷ୍ଠିତ ଏହି ଏସିୟ ପ୍ରତିଯୋଗିତାରେ ଭାରତୀୟ ଜୁନିୟର ମହିଳା ଦଳ ୨-୧...
ବିଶ୍ଵ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଅଷ୍ଟ୍ରେଲିଆର ମଜବୁତ ସ୍ଥିତି ଆଗରେ ଭାରତର ଜିତିବା ଆଶା କ୍ଷୀଣ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବିଶ୍ଵ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆ ପାଇଁ କଠିନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର...
ଆଇସିସି ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ବାହାନଗା ଦୁର୍ଘଟଣାର ମୃତକଙ୍କୁ ଭାରତ ଓ ଅଷ୍ଟ୍ରେଲିୟ ଖେଳାଳିଙ୍କ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଶ୍ଵ ଟେଷ୍ଟ ଚାମ୍ପିୟନସିପର (ଡବ୍ଲୁଟିସି) ଫାଇନାଲ୍ ମ୍ୟାଚ। ଇଂଲଣ୍ଡର ଓଭଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଉଭୟ ଦଳ ବାଲେଶ୍ଵର ବାହାନଗାରେ...
ଆଜି ଗଙ୍ଗା ନଦୀରେ ପ୍ରବାହିତ କରିଦେବୁ ମେଡାଲ – କୁସ୍ତି ଯୋଦ୍ଧା
ଓଡ଼ିଶାଲାଇଭ୍ ବ୍ୟୁରୋ
“ଆଜି ଗଙ୍ଗା ନଦୀରେ ପ୍ରବାହିତ କରିଦେବୁ ସବୁ ମେଡାଲ” ମଙ୍ଗଳବାର ଦିନ ଏମିତି କିଛି କହିଛନ୍ତି ନିରାଶ ହୋଇପଡ଼ିଥିବା କୁସ୍ତି ଯୋଦ୍ଧା।
କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ...
ଆଇପିଏଲ୍ ୨୦୨୩: ରୋମାଞ୍ଚକର ଫାଇନାଲ ଜିତି ପଞ୍ଚମ ଥର ପାଇଁ ଟ୍ରଫି ଉଠାଇଲା ଚେନ୍ନାଇ ସୁପର କିଙ୍ଗସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ୨୦୨୩ର ରୋମାଞ୍ଚକର ଫାଇନାଲ ମ୍ୟାଚ ଜିତି ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଚାମ୍ପିୟନ ହୋଇଛି। ଏଥିସହ ଦଳ ପଞ୍ଚମ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିବାର ଗୌରବ...
ଆଇପିଏଲ୍ ୨୦୨୩: ଆଜି ଫାଇନାଲରେ ଗୁଜରାଟ-ଚେନ୍ନାଇ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ୨୦୨୩ର ଶେଷ ପର୍ଯ୍ୟାୟ ଆସି ପହଞ୍ଚିଛି। ରବିବାର ସନ୍ଧ୍ୟାରେ ଆଇପିଏଲରେ ଖେଳାଯିବ ଫାଇନାଲ ମୁକବିଲା। ଏଥିରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍। ପ୍ରାୟ ୨...
ଆଇପିଏଲ୍ ୨୦୨୩ରୁ ମୁମ୍ବାଇର ବିଦାୟ, ଏବେ ଗୁଜରାଟ-ଚେନ୍ନାଇ ଫାଇନାଲ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ୨୦୨୩ରୁ ବିଦାୟ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଶୁକ୍ରବାର ପ୍ଲେ ଅଫର ଦ୍ଵିତୀୟ କ୍ଵାଲିଫାୟର ମୁକବିଲାରେ ଗୁଜରାଟ ଟାଇଟନ୍ସଠାରୁ ୬୨ ରନରେ ପରାସ୍ତ ହୋଇ ଦଳର ଆଇପିଏଲ ଯାତ୍ରା ଶେଷ ହୋଇଯାଇଛି।...
ଆଇପିଏଲ୍ ୨୦୨୩: ଶୁକ୍ରବାର ଦ୍ଵିତୀୟ କ୍ଵାଲିଫାୟରେ ଗୁଜରାଟ-ମୁମ୍ବାଇ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ୨୦୨୩ରେ ଶୁକ୍ରବାର ସନ୍ଧ୍ୟାରେ ଖେଳାଯିବ ଦ୍ଵିତୀୟ କ୍ଵାଲିଫାୟର ମୁକବିଲା। ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଏହି ରୋମାଞ୍ଚକର ମ୍ୟାଚକୁ ଆଇପିଏଲ ପ୍ରେମୀମାନେ ଅପେକ୍ଷା କରିଛନ୍ତି।...
ଆଇପିଏଲ୍ ୨୦୨୩: ଦଶମ ଥର ପାଇଁ ଫାଇନାଲ ଖେଳିବ ଚେନ୍ନାଇ ସୁପର କିଙ୍ଗସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ଵାଲିଫାୟର ମ୍ୟାଚରେ ଦଳ ଗୁଜରାଟ...





















