ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରତିଷ୍ଠା ଦିବସ, ପିଟର ତିର୍କୀ ଓ ସ୍ଵସ୍ତି ସିଂହଙ୍କୁ କ୍ରୀଡ଼ା ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ଆସୋସିଏସନର (ଓସଜା) ପ୍ରତିଷ୍ଠା ଦିବସରେ ସଂଘ ପକ୍ଷରୁ ବାର୍ଷିକ କ୍ରୀଡ଼ା ପୁରସ୍କାର ଦିଆଯାଇଛି। ମଙ୍ଗଳବାର କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ହକି...
ଭାରୋତ୍ତଳନରେ ଭାରତ ପାଇଁ ସ୍ଵର୍ଣ୍ଣ ଆଣିଲେ ଜୟପୁରର ବିଶ୍ଵନାଥ ନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଭାରୋତ୍ତଳନରେ ଭାରତ ପାଇଁ ସ୍ଵର୍ଣ୍ଣ ଜିତିଲେ କୋରାପୁଟ ଜିଲ୍ଲା ଜୟପୁରର ବିଶ୍ଵନାଥ ନାୟକ। ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଅନୁଷ୍ଠିତ ବିଶ୍ଵ ଷ୍ଟ୍ରେନ୍ଥ ଲିଫ୍ଟିଙ୍ଗ ଏବଂ ଇନକ୍ଲାଇନ ବେଞ୍ଚପ୍ରେସ ଚାମ୍ପିୟନସିପ୍ସରେ ସ୍ଵର୍ଣ୍ଣ...
ପ୍ରୋ-ଲିଗ୍ ହକି: ବିଶ୍ଵବିଜୟୀ ଜର୍ମାନୀକୁ ୬-୩ ଗୋଲରେ ପରାସ୍ତ କରି ଦମ ଦେଖାଇଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରୋ-ଲିଗରେ ଜର୍ମାନୀକୁ ପୁଣିଥରେ ହରାଇଲା ଟିମ୍ ଇଣ୍ଡିଆ
୬-୩ ଗୋଲ ବ୍ୟବଧାନରେ ମ୍ୟାଚ ଜିତିଲା ଭାରତ
ବିର୍ସା ମୁଣ୍ଡା ଷ୍ଟାଡିୟମରେ ରୋମାଞ୍ଚକର ମ୍ୟାଚକୁ ଦେଖିଲେ ହଜାର ହଜାର ଦର୍ଶକ
ଏଫଆଇଏଚ୍ ପ୍ରୋ-ଲିଗରେ...
ପ୍ରୋ-ଲିଗ୍ ହକି: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଫଆଇଏଚ୍ ପ୍ରୋ-ଲିଗ୍ ହକିରେ ରବିବାର ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତୀୟ ପୁରୁଷ ହକି ଦଳ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫-୪...
ପ୍ରୋ-ଲିଗ୍ ହକି: ସୁପର ସଣ୍ଡେରେ ଭାରତ-ଅଷ୍ଟ୍ରେଲିଆ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର ଭାରତୀୟ ହକି ଦଳ ପ୍ରୋ-ଲିଗରେ ଖେଳିବ ନିଜର ଦ୍ଵିତୀୟ ମ୍ୟାଚ। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ। ହକିପ୍ରେମୀମାନେ ଦୁଇ ଦଳ ମଧ୍ୟରେ...
ପ୍ରୋ-ଲିଗ୍ ହକି: ଟିମ୍ ଇଣ୍ଡିଆ ଆଗରେ ହାର ମାନିଲା ବିଶ୍ଵ ବିଜୟୀ ଜର୍ମାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୟରୁ ଭାରତର ଅଭିଯାନ ଆରମ୍ଭ
୩-୨ ଗୋଲ୍ରେ ଜର୍ମାନୀକୁ ହରାଇଲା ଭାରତ
ମ୍ୟାଚ୍ ଦେଖିବାକୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ୍ ଭିଡ଼
ଏଫ୍ଆଇଏଚ୍ ପ୍ରୋ-ଲିଗ୍ ହକିର ଚଳିତ ସଂସ୍କରଣରେ...
ଭାରତୀୟ ମହିଳା ହକିର ତାରକା ନାଁ ‘ସୁଭଦ୍ରା ପ୍ରଧାନ’
ବିଶ୍ଵଜିତ ସାହୁ
[youtube https://www.youtube.com/watch?v=qdl0v8GBNX8]
ସୁନ୍ଦରଗଡ଼ ମାଟି ଭାରତୀୟ ହକିକୁ ଭେଟି ଦେଇଛି ଅନେକ ପୁରୁଷ ଓ ମହିଳା ହକି ତାରକା। ଯେଉଁମାନେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିଛନ୍ତି। ସେହିଭଳି ଜଣେ...
ଏଫଆଇଏଚ୍ ପ୍ରୋ-ଲିଗ ହକି: ପ୍ରଥମ ମ୍ୟାଚରେ ଭାରତ ଓ ଜର୍ମାନୀ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ଏଫଆଇଏଚ୍ ପ୍ରୋ-ଲିଗ ହକି। ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଲିଗର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଜର୍ମାନୀ। ଏହି ଲିଗ ଜରିଆରେ ଓଡ଼ିଶାର ହକିପ୍ରେମୀମାନେ...
ଭାରତୀୟ ହକିର ବିକାଶ ପାଇଁ ହକି ଇଣ୍ଡିଆ ପକ୍ଷରୁ ‘ଗ୍ରାସରୁଟ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ’ର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=B1mctgQGWkc]
ଭାରତୀୟ ହକିର ବିକାଶ ପାଇଁ ହକି ଇଣ୍ଡିଆ ପକ୍ଷରୁ ଶୁଭାରମ୍ଭ ହୋଇଛି, 'ଗ୍ରାସରୁଟସ୍ ଡେଭଲପମେଣ୍ଟ ପ୍ରୋଗ୍ରାମ'। ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର କୋଣ ଅନୁକୋଣରୁ ପ୍ରତିଭାବାନ ଯୁବ ହକି ଖେଳାଳିଙ୍କୁ...
ହକି ମୋର ହାତ ଗୋଡ଼ – ପିଟର ତିର୍କୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=bVTXxP4GQ30] ହକି ହେଉଛି କ୍ରୀଡ଼ା ଜଗତର ଅନ୍ୟତମ ଗରୁତ୍ଵପୂର୍ଣ୍ଣ ଖେଳ। ଏହି ହକି ଭାରତ ତଥା ଓଡ଼ିଶା ପାଇଁ ଆଣିଛି ଅନେକ ଗର୍ବ ଓ ଗୌରବ। ଆମ ରାଜ୍ୟର ଅନେକ ଖେଳାଳି...





















