ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଲେ ଗୋଲ୍ଡେନ ବଏ ନୀରଜ ଚୋପ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସରେ ସମସ୍ତଙ୍କ ନଜର ହକି, କୁସ୍ତି, ବ୍ୟାଡ୍ ମିଣ୍ଟନ ଓ ଅନ୍ୟାନ୍ୟ ଖେଳର ପଦକ ଉପରେ ରହିଥିବାବେଳେ, ଜାଭେଲିନ ଥ୍ରୋ ପ୍ରତିଯୋଗିତାରୁ ଭାରତକୁ ମିଳିଛି ସ୍ଵର୍ଣ୍ଣ ପଦକ। ଏହି ପଦକ...

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ଵର୍ଣ୍ଣ ପଦକ ଦେଲେ ନୀରଜ ଚୋପ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ପାଇଁ ଖୁସି ଖବର। ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା। ଏକମାତ୍ର ଭାରତୀୟ ଭାବେ ଜାଭେଲିନରେ ପଦକ ଜିତିଛନ୍ତି ନୀରଜ। ଆଜି ଗୋଟିଏ ଦିନରେ ଦେଶକୁ...

ଟୋକିଓ ଅଲିମ୍ପିକ୍ସ – ରେସଲିଂ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ୍ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତକୁ ମିଳିଛି ଆଉ ଏକ ପଦକ। ଶନିବାର ରେସଲିଂ ୬୫ କେଜି ବର୍ଗରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। କାଜାକସ୍ତାନର ଖେଳାଳିଙ୍କୁ ୮-୦ରେ...

ଭଙ୍ଗା ହକି ଷ୍ଟିକରୁ ଆରମ୍ଭ କରିଥିଲେ ଅଭ୍ୟାସ, ଆଜି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ

ଅଭିପ୍‌ସା ବରାଳ ଦିନେ ହକି ଷ୍ଟିକ୍ କିଣିବାକୁ ସକ୍ଷମ ନଥିବା ଝିଅ ଆଜି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ। ରାନୀ ରାମପାଲ। ହରିୟାଣାର କୁରୁକ୍ଷେତ୍ର ସ୍ଥିତ ଶାହାବାଦରେ ୧୯୯୪ ମସିହା ଡିସେମ୍ବର...

ଧୋନୀଙ୍କ ଟୁଇଟର ଆକାଉଣ୍ଟକୁ ପୁଣି ଫେରିଲା ବ୍ଲୁ ଟିକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ବ୍ଳୁ ଟିକ୍ କୁ କିଛି ସମୟ ପାଇଁ ହଟାଇ ଦିଆଯାଇଥିଲା। ବିଭିନ୍ନ ଗଣମାଧ୍ୟମରେ ଏହି ଖବର...

ଅଲିମ୍ପିକ୍ସ ହକିରେ ଭାରତ ପାଇଥିବା ମେଡାଲ କୌଣସି ବିଶ୍ଵ କପଠାରୁ କମ୍ ନୁହେଁ : କ୍ରିକେଟର ଗୌତମ ଗମ୍ଭୀର

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୪୧ ବର୍ଷ ପରେ ଭାରତକୁ ହକିରେ ପଦକ ମିଳିଛି। ଗୁରୁବାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ୍। ଏହି ବିଜୟ ପାଇଁ ସମଗ୍ର ଦେଶରୁ ଶୁଭେଚ୍ଛାର...

ବଦଳିଲା ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ର ନାମ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାରର ନାମ ପରିବର୍ତ୍ତନ କରାଯାଇଛି। ଏଣିକ ଏହି ପୁରସ୍କାରର ନାମ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ହୋଇଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ...

ଟୋକିଓ ଅଲିମ୍ପିକ୍ସ : ଗ୍ରେଟ ବ୍ରିଟେନଠାରୁ ପରାସ୍ତ ହେଲା ଭାରତୀୟ ମହିଳା ହକି ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସ ମହିଳା ହକି ବ୍ରୋଞ୍ଜ ପଦକ ମ୍ୟାଚରେ ପରାଜୟ ସ୍ଵୀକାର କରିଛି ଭାରତ। ଭାରତୀୟ ମହିଳା ହକି ଟିମ୍ ଗ୍ରେଟ ବ୍ରିଟେନ ବିପକ୍ଷରେ ମୁକାବିଲା କରି ୪-୩ ଗୋଲରେ ହାରିଛି।...

ଉତ୍ସବମୁଖର ଓଡ଼ିଶା – ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଦୁଇ ହକି ତାରକାଙ୍କ ପରିବାର ସହ କଥା ହେଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର ଦିନ ଭାରତ ତଥା କ୍ରୀଡ଼ା ଜଗତ ପାଇଁ ଏକ ସ୍ମରଣୀୟ ଦିବସ। ଗୁରୁବାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତ। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି...

ଟୋକିଓ ଅଲିମ୍ପିକ୍ସରେ ମେଡାଲ ଜିତି ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଜ ପଦକ। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ...