ତୃତୀୟ ଟେଷ୍ଟରେ କଙ୍ଗାରୁ ଦଳର ଲଢୁଆ ବ୍ୟାଟିଂ, ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧୧୬/୨

ଓଡ଼ିଶାଲାଇଭ୍ ବ୍ୟୁରୋ ସିଡନୀରେ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ। ଦ୍ୱିତୀୟ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିବା ପରେ ତୃତୀୟ ଟେଷ୍ଟରେ ଲଢୁଆ ବ୍ୟାଟିଂ କରିଛି କଙ୍ଗାରୁ ଦଳ। ଗୁରୁବାରଠାରୁ ସିଡନୀରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ...

ତୃତୀୟ ଟେଷ୍ଟ ପାଇଁ ଭାରତର ୧୧ ଜଣିଆ ଟିମ୍ ଘୋଷଣା – ମୟଙ୍କ ଆଉଟ, ରୋହିତ ଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପାଇଁ ୧୧ ଜଣିଆ ଟିମ୍ ଘୋଷଣା କଲା ଭାରତ। ତୃତୀୟ ଟେଷ୍ଟରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ହିଟ୍‌ମ୍ୟାନ୍ ରୋହିତ...

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି। ଶନିବାର ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା...

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଟେଷ୍ଟରେ ରୋହିତ ଟିମ୍ ଇଣ୍ଡିଆର ଉପ-ଅଧିନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତ ହେଲେ ହିଟ୍ ମ୍ୟାନ ରୋହିତ ଶର୍ମା। ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଚିତେଶ୍ୱର ପୂଜାରାଙ୍କ ସ୍ଥାନରେ ଟିମ୍...

ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ। ଗୁରୁବାର ରାଉରକେଲାର ଆଇଜିଏଚ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି...

ଆଇସିସି ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଟି-୨୦ ଓ ଦିନିକିଆ ଟିମ୍ ଘୋଷଣା – ଉଭୟ ଫର୍ମାଟରେ ଭାରତରୁ ସର୍ବାଧିକ...

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷ ପୂର୍ବରୁ ଦଶନ୍ଧିର ଶ୍ରେଷ୍ଠ ଏଗାର ଜଣିଆ ଟି-ଟ୍ୱେଣ୍ଟି ଏବଂ ଦିନିକିଆ କ୍ରିକେଟ ଟିମ୍ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। କ୍ରିକେଟର ଏହି ଉଭୟ ଫର୍ମାଟ ଟିମ୍‌ରେ ଭାରତୀୟ...

ବକ୍ସିଂ ଡେ’ ଟେଷ୍ଟରେ ରାହାଣେଙ୍କ ଶତକ, ମଜଭୁତ ସ୍ଥିତିରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ଵିତୀୟ ଟେଷ୍ଟରେ ମଜଭୁତ ସ୍ଥିତିରେ ଟିମ୍ ଇଣ୍ଡିଆ। ରବିବାର ବକ୍ସିଂ ଡେ' ଟେଷ୍ଟରେ ରାହାଣେଙ୍କ ଶତକ ସହ ଟିମ୍ ଇଣ୍ଡିଆ ୫ ଓ୍ଵିକେଟ ହରାଇ ୨୭୭ ରନ୍ କରିପାରିଛି।ଭାରତ-ଅଷ୍ଟ୍ରେଲିଆ ଭିତରେ ଖେଳାଯାଉଥିବା...

ରାଉରକେଲାରେ ହେବ ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ : ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ହେବ ଦେଶର ବଡ଼ ହକି ଷ୍ଟାଡିୟମ ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟମ ଏକାସଙ୍ଗରେ ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିପାରିବେ ୨୦୨୩ରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି...

ଆନ୍ତଃଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟ – ଫାଇନାଲରେ କଟକ-ଏ’, ସୁପରଲିଗ୍‌ରେ କଟକ-ବି’କୁ ହରାଇଲା ଭୁବନେଶ୍ୱର-ଏ’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ଆନୁକୂଲ୍ୟରେ ଖେଳାଯାଉଥିବା ସିନିୟର ଆନ୍ତଃଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି କଟକ-ଏ। ଦଳ ସୁପରଲିଗ୍‌ରେ ୨ ମ୍ୟାଚରୁ ଲଗାତାର ଦୁଇଟି ଜିତି...

ବକ୍ସି ଡେ’ ଟେଷ୍ଟରେ ହୋଇପାରେ ଏହି ଚାରି ପରିବର୍ତ୍ତନ – ରାହାଣେ ହେବେ ଅଧିନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ କଙ୍ଗାରୁ ଦଳଠାରୁ ଆଡିଲେଡରେ ଲଜ୍ଜାଜନକ ପରାଜୟ ଭୋଗିସାରିଛି ଟିମ୍ ଇଣ୍ଡିଆ। ଏହାପରେ ଏବେ ଭାରତୀୟ ଖେଳାଳିଙ୍କ ଫର୍ମକୁ ନେଇ ଚିନ୍ତା ବଢ଼ିଛି। ତେବେ ଆଗାମୀ ବକ୍ସିଂ ଡେ’ ଟେଷ୍ଟରେ ଦଳ ଗୋଟିଏ...