ପ୍ରଥମ ଟି-ଟ୍ୱେଣ୍ଟିରେ ବାଜି ମାରିଲା ଟିମ୍ ଇଣ୍ଡିଆ: ୧-୦ରେ ସିରିଜ୍ ଆଗୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ କଙ୍ଗାରୁ ଦଳକୁ ପରାଜୟ ଭେଟିଦେଇଛି ଟିମ୍ ଇଣ୍ଡିଆ। ବିରାଟ ବାହିନୀ ଅଷ୍ଟ୍ରେଲିଆ ଦଳକୁ ୧୧ ରନରେ ପରାସ୍ତ କରିଛି।
ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ଭିତରେ ପ୍ରଥମ ଟି-୨୦ ମ୍ୟାଚ୍...
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ୍। ଯାହାର ପ୍ରଥମ ମ୍ୟାଚ୍ କାନବେରାର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ଦିନ ୧ଟା ୪୦ରେ ଏହି...
ଆଇପିଏଲରେ ସାମିଲ ହେବେ ଆଉ ଦୁଇ ନୂଆ ଟିମ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲରେ ସାମିଲ ହେବେ ଆଉ ଦୁଇଟି ନୂଆ ଟିମ୍। ୮ ଦଳ ବଦଳରେ ୧୦ ଦଳକୁ ନେଇ ଖେଳାଯିବ ୨୦୨୧ ମସିହାର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ। ଏନେଇ ବିସିସିଆଇ ତରଫରୁ ବିଧିବଦ୍ଧ ଭାବେ...
ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ଟିମ୍ ଇଣ୍ଡିଆ : ୨-୧ରେ ସିରିଜ ଜିତିଲା କଙ୍ଗାରୁ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
୨-୧ରେ ଦିନିକିଆ ସିରିଜ ଜିତିଲା ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ କଙ୍ଗାରୁ ଦଳକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ବୁଧବାର ଖେଳାଯାଇଥିବା ମ୍ୟାଚରେ ବିରାଟ ବାହିନୀ ୧୩ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ...
ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି – ଦିନିକିଆ କ୍ରିକେଟରେ ହାସଲ କଲେ ଦ୍ରୁତତମ ୧୨ ହଜାର ରନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କୋହଲି। ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୱାନଡେ ମ୍ୟାଚରେ କୋହଲି ୨୩ ରନ ପୂରଣ କରିବା ସହ ଦିନିକିଆ କ୍ରିକେଟରେ ଦ୍ରୁତତମ ୧୨...
ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ: କ୍ଲିନ୍ ସୁଇପ୍ ଲକ୍ଷ୍ୟରେ କଙ୍ଗାରୁ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଶେଷ ଦିନିକିଆ। ସକାଳ ୯ଟା ୧୦ ମିନିଟରେ ଏହି ମ୍ୟାଚ୍ ଖେଳିବାକୁ ଖେଳାଳିମାନେ ଓଭାଲ ଗ୍ରାଉଣ୍ଡକୁ ଓହ୍ଲାଇବେ। ଭାରତ ପାଇଁ ଏହି ମ୍ୟାଚ୍...
ଟିମ୍ ଇଣ୍ଡିଆର ଅଧିନାୟକ ହେବାକୁ ଏବେ କିଏ ଫିଟ୍? – କୋହଲି ନା ରୋହିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆ ପାଇଁ କିଏ ହେବେ ସଠିକ୍ ଅଧିନାୟକ?
ଅଷ୍ଟ୍ରେଲିଆଠାରୁ ଦିନିକିଆ ସିରିଜ୍ ହାରିବା ପରେ ଏବେ ସୋସିଆଲ୍ ମିଡିଆଠୁ ଆରମ୍ଭ କରି ସବୁଆଡ଼େ ଗୋଟିଏ ଚର୍ଚ୍ଚା; ଟିମ୍ ଇଣ୍ଡିଆର କ୍ୟାପଟେନ୍ ହୁଅନ୍ତୁ...
ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ଓ ଟି-୨୦ ସିରିଜ ଖେଳିବେନି ୱାର୍ନର, ପ୍ୟାଟ୍ କମିନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜିତିବା ସହ ଭାରତ ବିପକ୍ଷରେ ସିରିଜ୍ କବଜା କରିଛି ଅଷ୍ଟ୍ରେଲିଆ। ହେଲେ ଦଳକୁ ଏହି ସମୟରେ ଏକ ବଡ଼ ଝଟକା ଲାଗିଛି। ଆହତ ଜନିତ ସମସ୍ୟା ହେତୁ...
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ, ସିରିଜ ବରାବର ଲକ୍ଷ୍ୟରେ ବିରାଟ ବାହିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଭିତରେ ଆଜି ଖେଳାଯିବ ଦ୍ୱିତୀୟ ଦିନିକିଆ। ଭାରତୀୟ ସମୟ ସକାଳ ୯ଟା ୧୦ ମିନିଟରେ ଏହି ମ୍ୟାଚ୍ ସିଡନୀରେ ଖେଳାଯିବ।
ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚକୁ...
ମୋବାଇଲରେ ମାଗଣାରେ ଦେଖନ୍ତୁ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆ ଏବେ କ୍ରିକେଟ୍ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ସେଠାରେ ଦଳ ତିନୋଟି ଦିନିକିଆ ମ୍ୟାଚ୍ ସହ ତିନୋଟି ଟି-୨୦ ଏବଂ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳିବ। ଯାହାର...



















