୫ ସିନିୟର ଖେଳାଳିଙ୍କୁ ‘ଗୁଡ୍ ବାଏ’ କହିପାରେ ଚେନ୍ନାଇ ସୁପର କିଙ୍ଗସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲର ସବୁଠୁ ଦଳ କୁହାଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍ ପାଇଁ ଚଳିତ ସିଜିନ୍ ଭଲ ଯାଇନି। ଦଳ ଏଯାବତ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିବାବେଳେ ପ୍ଲେ ଅଫ୍ ଯିବାକୁ ସଂଘର୍ଷ କରୁଛି।...

ଲାରାଙ୍କ ୪୦୦ ରନ ରେକର୍ଡକୁ ଭାଙ୍ଗିପାରିବେ ଆଇପିଏଲର ଦୁଇ ଅଧିନାୟକ, ଫ୍ୟାନମାନଙ୍କୁ ନାଁ କହିଲେ ବୀରେନ୍ଦ୍ର ସ୍ୱେହାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଟେଷ୍ଟ କ୍ରିକେଟରେ ଆଜି ସୁଦ୍ଧା ବ୍ରାଏନ ଲାରାଙ୍କ ୪୦୦ ରନର ଇଂନିସ ଏକ ରେକର୍ଡ ହୋଇ ରହିଛି। କୌଣସି ବ୍ୟାଟ୍ସମ୍ୟାନ୍ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ ଭାଙ୍ଗିପାରିନାହାଁନ୍ତି। ହେଲେ ଆଇପିଏଲର ଦୁଇ...

ଆଇପିଏଲ୍: ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ହାଇଦ୍ରାବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ମ୍ୟାଚରେ ଆଜି ମୁହାମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ପ୍ଲେ ଅଫ୍ ଦୃଷ୍ଟିରୁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ...

ଧୋନୀ, ମାକ୍ସୱେଲ, କମିନ୍ସ – ଆଇପିଏଲ୍‌ ୨୦୨୦ରେ ଫେଲ୍ ମାରିଛନ୍ତି ଏହି ବଡ଼ ଚେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ୍‌ ଜଗତର ଏମାନେ ବଡ଼ ଚେହେରା। ଆଇପିଏଲ୍‌ ନିଲାମିରେ କୋଟି କୋଟି ଟଙ୍କାରେ ଆସିଥିବା ଏହି ନାମୀ କ୍ରିକେଟର କିନ୍ତୁ ଏଥର ଆଇପିଏଲ୍‌ ୨୦୨୦ ସଂସ୍କରଣରେ ଭଲ ପ୍ରଦର୍ଶନ ଦେବାରେ ଏଯାବତ୍...

ଚେନ୍ନାଇକୁ ଆଉ ଏକ ଝଟକା – ଆଇପିଏଲରୁ ବାଦ ପଡ଼ିଲେ ଡ୍ୱେନ୍ ବ୍ରାଭୋ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ଲେ ଅଫ୍ ପାଇଁ ସଂଘର୍ଷ କରୁଥିବା ସିଏସକେ ଟିମକୁ ଲାଗିଛି ଆଉ ଏକ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ ଆହତ ହୋଇ ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ୩୭ ବର୍ଷୀୟ ବ୍ରାଭୋ...

ଆଜି ଆଇପିଏଲ୍‌ରେ କୋଲକାତାକୁ ଭେଟିବ ବିରାଟ ବାହିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ମହାସମରରେ ଆଜି ଦେଖିବାକୁ ମିଳିବ ଏକ ଦମ୍‌ଦାର ମୁକାବିଲା। କାହିଁକି ନା ଆଜି ମଇଦାନ୍‌ରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ସନ୍ଧ୍ୟା ସାଢ଼େ...

ଦିଲ୍ଲୀ ଯୁବ ବାହିନୀକୁ ଆଜି ଭେଟିବ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ମହାସମରରେ ଆଜି ମୁହାଁମୁହିଁ ହେବେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ପ୍ଲେ ଅଫ୍ ଦୃଷ୍ଟିରୁ ପଞ୍ଜାବ ପାଇଁ...

ଜାନୁଆରୀରୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ୍, ଜୋନ୍ ଭିତ୍ତିରେ ଖେଳାଯିବ ମ୍ୟାଚ୍

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ବନ୍ଦ ପଡ଼ିଥିବା ଘରୋଇ କ୍ରିକେଟ୍ ପାଇଁ ଆସିଛି ଖୁସି ଖବର। ୨୦୨୧ ମସିହା ଜାନୁଆରୀ ପହିଲାରୁ ଦେଶରେ ରଣଜୀ ଟ୍ରଫି ଆରମ୍ଭ ହୋଇପାରେ। ଏନେଇ ବିସିସିଆଇ ସଭାପତି ସୌରଭ...

ଆଇପିଏଲରେ ଆଜି ସୁପରକିଙ୍ଗ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ମ୍ୟାଚରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଆବୁଧାବିରେ ଖେଳାଯିବ। ଏହି ମ୍ୟାଚକୁ ଜିତି ଦୁଇଟି ଯାକ...

ଡିଭିଲିୟର୍ସଙ୍କ ବ୍ୟାଟିଂରେ ରାଜସ୍ଥାନ ଧରାଶାୟୀ, ୭ ୱିକେଟରେ ଜିତିଲା ଆରସିବି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଛି ବିରାଟ ବାହିନୀ। ବିରାଟ କୋହଲିଙ୍କ ଦଳ ଷ୍ଟିଭ୍ ସ୍ମିଥଙ୍କ ଦଳକୁ ଆଜି ୭ ୱିକେଟରେ ହରାଇଦେଇଛି। ଏଥିସହ ଆରସିବି ପଏଣ୍ଟ ଟେବୁଲର ତୃତୀୟ...