ଆଜି ଓଢ଼ଣ ଷଷ୍ଠୀ: ଶ୍ରୀମନ୍ଦିରରେ ଘୋଡ଼ଲାଗି ହେଲେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ଓଢ଼ଣ ଷଷ୍ଠୀ। ଏହି ଅବସରରେ ଶ୍ରୀମନ୍ଦିରରେ ଘୋଡ଼ଲାଗି ହୋଇଛନ୍ତି ମହାପ୍ରଭୁ। ଶୀତରୁ ରକ୍ଷା ପାଇବା ପାଇଁ ଦରଜି ସେବକଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଘୋଡ଼ ବା...
ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖୋଲିବାକୁ ଯାଉଛି ଆଉ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ...
ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଶୁକ୍ରବାର ରାଷ୍ଟ୍ରପତି ମୟୂରଭଞ୍ଜର ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
କେମିତି ଦୂର ହେବ ଭିଟାମିନ ଡି’ର ଅଭାବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=frM_vA6GFJw
ଶରୀରରେ ଭିଟାମିନ ଡି’ର ଅଭାବ ଯୋଗୁଁ ଅଷ୍ଟିଓପୋରସିସ, ହାଡ଼ ଦୁର୍ବଳତା, ଥକ୍କାପଣ ଭଳି ସମସ୍ୟା ହୋଇପାରେ।
ତେବେ କେଉଁ କେଉଁ ଖାଦ୍ୟରୁ ଭିଟାମିନ ଡି’ ମିଳିବ, ଶରୀରରେ ଭିଟାମିନ ଡି’ର ଅଭାବ...
ବାଲେଶ୍ଵର: ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୪ ଦିନିଆ ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।
ଗୁରୁବାର ଦିନ ସମସ୍ତ...
ମହିଳା ଜଜଙ୍କୁ ପିଛା କରି ଦୋଷୀ ସାବ୍ୟସ୍ତ ହୋଇଥିବା ଓକିଲଙ୍କୁ ଜାମିନ ଦେଲେ ଆହ୍ଲାବାଦ ହାଇକୋର୍ଟ
ପୁଷ୍ପମିତ୍ର ମହାନ୍ତି
ଜଣେ ମହିଳା ବିଚାରପତିଙ୍କୁ ପିଛା କରି ତାଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଓକିଲଙ୍କ ନାମ ମହମ୍ମଦ...
ଚୀନରେ ‘ପ୍ରେମ ପାଠ’ ପଢ଼ିବେ କଲେଜ ପିଲା!
ପୁଷ୍ପମିତ୍ର ମହାନ୍ତି
ଦେଶରେ ଜନସଂଖ୍ୟା ହ୍ରାସର ମୁକାବିଲା ପାଇଁ ଏକ ନିଆରା ପଦକ୍ଷେପ ନେବାକୁ ନିଷ୍ପତ୍ତି କରିଛି ଚୀନ। ଦେଶର ସମସ୍ତ କଲେଜରେ ‘ଲଭ୍ ଏଜୁକେସନ’ ବା ‘ପ୍ରେମ ଶିକ୍ଷା’କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି...
ଦ୍ଵିତୀୟ ଚେଷ୍ଟାରେ ଓସିଏସ ପରୀକ୍ଷାରେ ସଫଳ ହୋଇଛନ୍ତି କପିଲ କୁମାର ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=vpLn5-JxeKI&t=15s
ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ସମ୍ବଲପୁରର କପିଲ କୁମାର ମହାନ୍ତି। ଦ୍ଵିତୀୟ ଚେଷ୍ଟାରେ ୨୦୨୨ ମସିହା ଓସିଏସ ପରୀକ୍ଷାରେ କପିଲଙ୍କୁ ଏହି ସଫଳତା ମିଳିଛି।
ନିଜ ସଫଳତା ସମ୍ପର୍କରେ କପିଲ...
ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଟେଷ୍ଟ: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ମଜଭୁତ ସ୍ଥିତରେ ଅଷ୍ଟ୍ରେଲିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ଆଡିଲେଡରେ ଖେଳାଯାଉଥିବା ଏହି ଦିବାରାତ୍ର ଟେଷ୍ଟରେ ପ୍ରଥମ ଦିନ ଭାରତ ବ୍ୟାଟିଂ ବିପର୍ଯ୍ୟୟର...
ବାଂଲାଦେଶରେ ଭାରତ ବିରୋଧୀ ପ୍ରଦର୍ଶନ: ଭାରତୀୟ ସାମଗ୍ରୀ ବର୍ଜନ କରିବାକୁ ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ବଢୁଥିବା ଅତ୍ୟାଚାର ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଭାରତୀୟ ଶାଢ଼ି ଜଳାଇ ଭାରତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାଂଲାଦେଶ ନାସନାଲ...





















