ସୁପ୍ରିମକୋର୍ଟଙ୍କ ରାୟ: ସମ୍ବିଧାନରୁ ହଟିବନି ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସମ୍ବିଧାନର ପ୍ରସ୍ତାବନାରୁ ହଟିବନି ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ। ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ଦୁଇଟି ଶବ୍ଦ ସମ୍ବିଧାନ ‘ପ୍ରସ୍ତାବନା’ରୁ ହଟାଇବା ପାଇଁ ଆଗତ ପିଟିସନକୁ ସୁପ୍ରିମକୋର୍ଟ ଖାରଜ...

ବଦଳିବ ପାନ୍ କାର୍ଡର ରୂପରେଖ: ପାନ୍ ୨.୦ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପ୍ରଚଳିତ ପାନ୍ କାର୍ଡର ରୂପରେଖ ବଦଳିବାକୁ ଯାଉଛି। ଏଣିକି ସବୁ ପାନ୍ କାର୍ଡରେ କ୍ୟୁଆର କୋଡ୍ ରହିବ। ଏନେଇ କେନ୍ଦ୍ର କ୍ୟାବିନେଟରେ ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିପାଇଁ...

ଆଜିଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଓଡ଼ିଶାର ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ...

ଶୀତଦିନେ କେମିତି ନେବେ ତ୍ଵଚାର ଯତ୍ନ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lqVlVb6TJKQ ଶୀତଦିନେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ବିଶେଷକରି ତ୍ୱଚା ଶୁଖିଯିବା କାରଣରୁ ଚର୍ମ କୁଣ୍ଡେଇ ହେବା, ତ୍ୱଚା...

ଫିଟୁନି ବାଟ, କିଏ ଧରିବେ ଓଡ଼ିଶା କଂଗ୍ରେସ ମଙ୍ଗ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାତୀୟ ଦଳ କଂଗ୍ରେସର ଘର ଏବେ ବି ଅସଜଡ଼ା ହୋଇ ପଡ଼ିରହିଛି। ଘରକୁ ମିଳୁନାହାନ୍ତି ନୂଆ ମୁଖିଆ। ରାଜ୍ୟରେ ଦଳର ମଙ୍ଗ କିଏ ଧରିବେ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନି।...

ୱାୟନାଡ଼ରେ ପ୍ରିୟଙ୍କା ଗାନ୍ଧୀଙ୍କ ଐତିହାସିକ ବିଜୟ: କଂଗ୍ରେସ ପାଇଁ ଆଶାର କିରଣ

ପୁଷ୍ପମିତ୍ର ମହାନ୍ତି କେରଳର ୱାୟନାଡ଼ ଲୋକସଭା ଉପନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିର୍ଣ୍ଣାୟକ ବିଜୟ ହାସଲ କରିଛନ୍ତି। ଏହି ବିଜୟ ବଳରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ଆସନକୁ ପୁଣି ଥରେ...

‘ସୋଲେ’ ଫିଲ୍ମରେ ଅଭିନୟ ପାଇଁ କାହାକୁ ମିଳିଥିଲା କେତେ ଟଙ୍କା?

ମିନତି ମିଶ୍ର ଭାରତୀୟ ସିନେମା ଜଗତରେ ‘ସୋଲେ’ ଏମିତି ଏକ ଫିଲ୍ମ ଯାହାକୁ ସମୟ ଆଜି ଯାଏଁ ବାନ୍ଧି ରଖିପାରିନି। ସବୁ ପିଢ଼ିର ଦର୍ଶକଙ୍କ ମନୋରଞ୍ଜନ କରିପାରିଛି ଫିଲ୍ମ ସୋଲେ। ଏହାର ଡାଇଲଗ, ଆକ୍ସନଠାରୁ...

ଆଗାମୀ ୩୦ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରେ ଗଢ଼ି ଉଠିବ ଜନବସତି – ଏଲନ ମସ୍କ

ପୁଷ୍ପମିତ୍ର ମହାନ୍ତି ମଙ୍ଗଳ ଗ୍ରହରେ ମାନବଜାତିର ସମ୍ଭାବ୍ୟ ଭବିଷ୍ୟତକୁ ନେଇ ପୁଣି ଥରେ ଉତ୍ସାହ ସୃଷ୍ଟି କରିଛନ୍ତି ଟେକ୍ ମୁଗଲ ତଥା ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ। ନିକଟରେ ଏକ୍ସ (ପୂର୍ବ ଟ୍ୱିଟର)ରେ ଏକ...

ବାଲେଶ୍ଵର: ଔପନ୍ୟାସିକ ଡକ୍ଟର ପ୍ରଦୀପ ଦାଶଙ୍କୁ ‘ଆଜ୍ ତକ୍ ସାହିତ୍ୟ ଜାଗୃତି ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଜଣାଶୁଣା ଗାଳ୍ପିକ ତଥା ଔପନ୍ୟାସିକ ଡକ୍ଟର ପ୍ରଦୀପ ଦାଶଙ୍କୁ ମିଳିଲା ‘ଆଜ୍‌ ତକ୍ ସାହିତ୍ୟ ଜାଗୃତି ସମ୍ମାନ’। ଦେଶର ଅନ୍ୟତମ ପ୍ରମୁଖ ସମ୍ବାଦ ମେଡିଆ...

ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ବସିଲା ସର୍ବଦଳୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିପାଇଁ ସୋମବାର ଦିନ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନର ସୁପରିଚାଳନା ତଥା ଗୃହରେ ଶାନ୍ତି ବଜାୟ...