ବର୍ଡର-ଗାଭାସ୍କର ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ପର୍ଥରେ ଖେଳାଯାଇଥିବା ଏହି ଟେଷ୍ଟରେ ୨୯୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ।...
ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପ୍ରମୁଖ ଆକର୍ଷଣ ଓଡ଼ିଶାର ‘ଖଜୁରୀ ଗୁଡ଼’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=NtA2AOmdi6Y
(ନୂଆଦିଲ୍ଲୀ/ଭୁବନେଶ୍ୱର): ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ନୂଆଦିଲ୍ଲୀର...
ଉତ୍ତରପ୍ରଦେଶ: ମସଜିଦ ସର୍ଭେକୁ ନେଇ ସମ୍ଭଲରେ ହିଂସା, ୪ ଜଣଙ୍କ ମୃତ୍ୟୁ
ମିନତି ମିଶ୍ର
ମସଜିଦ ସର୍ଭେକୁ ନେଇ ଅଶାନ୍ତ ହୋଇପଡ଼ିଛି ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା। ରବିବାରଠାରୁ ଏଠାରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏଠାରେ ହିଂସାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ପୋଲିସକର୍ମୀ...
ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=VFnp6jb6fi4
ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ସୁସ୍ଥ ଜୀବନ ଏବଂ ସୁଷମ ଖାଦ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।
ତେବେ ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ, କ’ଣ ନୁହେଁ, ସୁସ୍ଥ ହାର୍ଟ...
ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ମାର୍ଗଶିର କୃଷ୍ଣ ଦଶମୀରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ପାଇଁ...
ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। ତେବେ ଅଧିବେଶନ ଆରମ୍ଭରୁ ସଂସଦରେ ବିରୋଧୀ ନେତାମାନଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଏଥିପାଇଁ ଅଧିବେଶନକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ କରାଯାଇଛି।
ଅନ୍ୟପଟେ...
ହେପାଟାଇଟିସ-ବି ହେବାର କାରଣ କ’ଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=lgoXcb5JVGA
ହେପାଟାଇଟିସ୍-ବି ହେଉଛି ହେପାଟାଇଟିସ୍ ବି ଭାଇରସ୍ (ଏଚ୍ବିଭି) ଦ୍ଵାରା ସୃଷ୍ଟି ହେଉଥିବା ଜୀବାଣୁ ସଂକ୍ରମଣ, ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ଏହି ସଂକ୍ରମଣ ଦ୍ୱାରା ଲିଭର ସିରୋସିସ୍,...
ଆଇଟିବିପିରେ ୫୨୬ଟି ସବ ଇନ୍ସପେକ୍ଟର ଓ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି: ଡିସେମ୍ବର ୧୪ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଆଇଟିବିପିରେ ଅନେକ ‘ସବ ଇନ୍ସପେକ୍ଟର’ ଓ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆଇଟିବିପିର ଟେଲି କମ୍ୟୁନିକେସନ ବିଭାଗରେ ଖାଲିଥିବା ପ୍ରାୟ...
ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ: ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନୂଆ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟର ୧୨ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ରାଜ୍ୟ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି...
ଝାଡ଼ଖଣ୍ଡରେ ଜିତିଲା ଇଣ୍ଡିଆ ମେଣ୍ଟ: ଜାଣନ୍ତୁ କାହିଁକି ହାରିଲା ବିଜେପି?
ମିନତି ମିଶ୍ର
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଯାଇଛି। ଏହି ନିର୍ବାଚନରେ ଜେଏମଏମ ଓ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ବିଜୟୀ ହୋଇଛି। ଝାଡଖଣ୍ଡ ବିଧାନସଭା ଆସନ ୮୧ ଥିବାବେଳେ ମ୍ୟାଜିକ ନମ୍ବର...





















