ଆଜି ଆକାଶ ଅମ୍ବାନିଙ୍କ ହାଇ ପ୍ରୋଫାଇଲ ବାହାଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ସବୁଠୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନି ଓ ନୀତା ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନି ଓ ଶ୍ଲୋକା ମେହେତା ଆଜି ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଏହି ବିବାହ...
ବିନା ଡାକ୍ତର ବିନା ଔଷଧରେ ଘରେ ବସି ଜାଣନ୍ତୁ ସ୍ତନ କର୍କଟର ଲକ୍ଷଣ
ଓଡ଼ିଶାଲଇଭ୍ ବ୍ୟୁରୋ
ସୁସ୍ଥ ମଣିଷ ସୁସ୍ଥ ସମାଜ। ଏହାର ଅର୍ଥ ସମସ୍ତଙ୍କୁ ଜଣା। ଆଜିକା ସମାଜରେ ଅନେକ ଲୋକଙ୍କ ପାଖରେ ଟଙ୍କା ଅଛି ସବୁ କିଛି ଅଛି ମାତ୍ର ସେ ମଣିଷ ଖୁସି ନୁହଁ।...
ପଶ୍ଚିମବଙ୍ଗରୁ ୧୦୦୦ କେଜି ବିସ୍ଫୋରକ ଜବତ, ୨ ଓଡ଼ିଆ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ଜବତ ହୋଇଛି ୧୦୦୦ କେଜିର ବିସ୍ଫୋରକ ସାମଗ୍ରୀ। ୨୭ଟି ବସ୍ତାରେ ପ୍ୟାକ୍ କରାଯାଇ ଏକ ଟ୍ରକ୍ରେ ଚାଲାଣ ହେଉଥିବା ବେଳେ ପୋଲିସ ଏହି ବିସ୍ଫୋରକ...
ସହିଦନଗର ଥାନା ଆକ୍ରମଣ ଘଟଣାରେ ଯୁବ ନେତା ପ୍ରକାଶ ତ୍ରିପାଠୀ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ଭୁବନେଶ୍ୱର ସହିଦନଗର ଥାନା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ। ଶନିବାର କମିସନରେଟ ପୋଲିସ ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ପୋଲିସ ଛାତ୍ରନେତା...
ପାଟଣାଗଡ଼ ମେଡିକାଲରୁ ଚୋରି ଶିଶୁପୁତ୍ରକୁ ଉଦ୍ଧାର କଲା ପୋଲିସ, ୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟଣାଗଡ଼ ମେଡିକାଲରୁ ନବଜାତ ଶିଶୁପୁତ୍ର ଚୋରି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଚୋରି ଶିଶୁକୁ ଉଦ୍ଧାର କରିଛି। ବାଇକ ନମ୍ବର ଆଧାରରେ ଛୁଆକୁ ଉଦ୍ଧାର କରାଯାଇଥିବା ପୋଲିସ୍ ସୂଚନା...
ମହାନଦୀ ଶୁଣାଣି – ଆଲୋଚନା ପାଇଁ କହିଲେ ଟ୍ରିବ୍ୟୁନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାନଦୀ ଜଳ ବିବାଦ ମାମଲାର ବୈଠକ ବସିଥିଲା। ଏହି ମାମଲାର ଆପୋଷ ସମାଧାନ ଲାଗି ମହାନଦୀ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଯଦି ଆପୋଷ ସମାଧାନ ନହୁଏ, ତେବେ ଟ୍ରିବ୍ୟୁନାଲ ନିଷ୍ପତ୍ତି...
ଖେଳାଳିଙ୍କୁ ବିରାଟଙ୍କ ଚେତାବନୀ – ଇଂଲଣ୍ଡ ଯିବା ପୂର୍ବରୁ ଫର୍ମକୁ ଫେର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳିଥିବା ତୃତିୟ ଦିନିକିଆରେ ଭାରତକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ଏହି ପରାଜୟ ପରେ ଅଧିନାୟକ ବିରାଟ କୋହଲି ବୋଲିଂ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ...
କନ୍ଧମାଳ କାଳିଆ ସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କନ୍ଧମାଳ ଗସ୍ତ କରିଛନ୍ତି। କନ୍ଧମାଳରେ ଆୟୋଜିତ କାଳିଆ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି। କନ୍ଧମାଳ ପାଇଁ ସେ ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା କହିଛନ୍ତି।
"ମିଶନଶକ୍ତି ଅଧିନରେ...
ଫୁଟପାଥରେ ଭବିଷ୍ୟ ବକ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ଭାଗ୍ୟ ଓ ଭବିଷ୍ୟତ ଆଗୁଆ ଜାଣିବା ପାଇଁ ମଣିଷ ମନରେ ଲାଗି ରହିଥାଏ ପ୍ରବଳ ଉତ୍କଣ୍ଠା। ସେଥିପାଇଁ ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ବହୁ...
ଲୁକ୍ ବଦଳେଇ ଲଣ୍ଡନରେ ବିନ୍ଦାସ ବୁଲୁଛି ପଳାତକ ନିରବ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଣ୍ଡନରେ ବେଶ ବଦଳାଇ ବିନ୍ଦାସ ବୁଲୁଛି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି।
ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତୀୟ ଯାଞ୍ଚ ଏଜେନ୍ସି ବହୁ ଦିନରୁ ଖୋଜୁଛି। ହେଲେ ପଳାତକ ବ୍ୟବସାୟୀ...





















