ଆସୁଛି ଲଘୁଚାପ – ଆସନ୍ତା ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ। ଆସନ୍ତା ୧୯ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ୧୯ ତାରିଖଠାରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ।...

କଂଗ୍ରେସର ନୂଆ ମନ୍ତ୍ର – ଯେତେ ବଡ଼ ସେତେ ଭଲ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବିଶାଳ ଟିମ୍ ଗଠନ କରିଛନ୍ତି। ଏହି ବିଶାଳ ଟିମ୍‌କୁ ନେଇ କଂଗ୍ରେସ ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ...

ଅନ୍ତିମ ଯାତ୍ରାରେ ବାହାରିଲେ ବାଜପେୟୀ – ଚାଲିଚାଲି ଯାଉଛନ୍ତି ମୋଦି ଓ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍ତିମ ଯାତ୍ରାରେ ବାହାରିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ବିଜେପି ମୁଖ୍ୟାଳୟରୁ ବାହାରିଲା ବାଜପେୟୀଙ୍କ ପାର୍ଥିବ ଶରୀର। ନିଜ ପ୍ରିୟ ନେତାଙ୍କୁ ଶେଷଥର ଦର୍ଶନ ପାଇଁ ଲକ୍ଷ ଲକ୍ଷ...

ସଙ୍ଗୀତା କି ଐଶ୍ୱର୍ଯ୍ୟା ନୁହଁନ୍ତି, ସଲମାନଙ୍କ ପ୍ରଥମ ପ୍ରେମ ହେଉଛନ୍ତି ତାଙ୍କ ସ୍କୁଲ‍ ଟିଚର

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ “ଏମିତି ବହୁତ କମ୍‍ ଲୋକ ଥିବେ, ଯିଏ ନିଜ ଟିଚରଙ୍କ ପ୍ରେମରେ ପଡ଼ିନଥିବେ। ମୁଁ ସେଥିରୁ ବାଦ୍‍ ପଡ଼ିଥା’ନ୍ତି କିପରି”, କହିଛନ୍ତି ସବୁବେଳେ ନିଜ ପ୍ରେମକାହାଣୀକୁ ନେଇ ଚର୍ଚ୍ଚାରେ ରହୁଥିବା...

ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ବିଦେଶରେ ଶୋକ – ମରିସସରେ ଦିନିକିଆ ଶୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛି ପୂରା ଦେଶ। କେବଳ ଭାରତରେ ନୁହେଁ ବିଦେଶରେ ବି ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଇଛି। ସାର୍କ ଦେଶର ଅନେକ...

କେରଳରେ ଦଶନ୍ଧିର ସବୁଠୁ ଭୟଙ୍କର ବନ୍ୟା – ଗଲାଣି ୯୪ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛିଦିନ କେରଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଯାଇଛି ୯୪ ଜଣଙ୍କ ଜୀବନ। ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। କେରଳରେ ମୂଷଳଧାରାରେ ପ୍ରବଳ ବର୍ଷା ଜାରି ରହିଛି। ବିଭିନ୍ନ ନବଦୀରେ ବନ୍ୟା...

ପାରିବାରିକ କଳହର କରୁଣ ପରିଣତି – ବିବାହର ୩ ମାସ ପରେ ନବଦମ୍ପତ୍ତିଙ୍କ ଆତ୍ମହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିବାହକୁ ଚାରି ମାସ ନ ପୂରୁଣୁ ବିଷ ପିଇ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମରେ। ପାରିବାରିକ...

ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନର୍ଥେ ନିର୍ମାଣ ହେବ ‘ଅଟଳ ମେମୋରିଆଲ୍’!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଟଳବିହାରୀ ବାଜପେୟୀଙ୍କ ଅବଦାନକୁ ସର୍ବଦା ଉଜ୍ଜୀବିତ ରଖିବା ପାଇଁ ‘ଅଟଳବିହାରୀ ମେମୋରିଆଲ’ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ...

ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ବାଜପେୟୀଙ୍କ ମରଶରୀର – ଅପରାହ୍ଣ ୪ଟାରେ ହେବ ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଅପରାହ୍ଣ ୪ଟା ବେଳେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶବ ସତ୍କାର କରାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ଶାସକ-ବିରୋଧୀ ଏକାକାର...

ତିନିବର୍ଷ ପରେ ପୁଣି ପରଦାରେ ଏକାଠି ଆସୁଛନ୍ତି ଅରିନ୍ଦମ ଓ ଏଲିନା

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ଚୁଲୁବୁଲି ନାୟିକା ଏଲିନା ସାମନ୍ତରାୟଙ୍କ ସମ୍ପର୍କରେ ଗୋଟିଏ କଥା ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲା ଯେ ସେ ଆଉ ଅରିନ୍ଦମ୍ ରାୟଙ୍କ ସହିତ କୌଣସି ଫିଲ୍ମରେ କାମ...