ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ୩ଟି ଦେଶରେ ଓଡ଼ିଶା କରିବ ରୋଡ୍ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବରରେ ୧୧ରୁ ୧୫ ତାରିଖ ଯାଏଁ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଏହି ପରିପ୍ରେକ୍ଷୀରେ ଓଡ଼ିଶା ତିନୋଟି ଦେଶରେ ରୋଡ୍ ସୋ' କରିବ। ଜାପାନ, କୋରିଆ ଏବଂ ଚୀନରେ ରୋଡ...
ଶୁକ୍ରବାର ସ୍କୁଲ-କଲେଜ-ବ୍ୟାଙ୍କ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି। ଏହି କ୍ରମରେ ଓଡ଼ିଶାରେ ଶୁକ୍ରବାର ଦିନ ସମସ୍ତ ସ୍କୁଲ, କଲେଜ, ସରକାରୀ...
ଜିଲ୍ଲା ସ୍ତରୀୟ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ: ବାରିପଦା ପୋଲିସ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ଗୋ ସଂପଦ ବିକାଶ ମନ୍ତ୍ରୀ ପ୍ରଦୀପ...
ପ୍ଲେ ସ୍କୁଲରେ ୭୨ତମ ସ୍ୱାଧୀନତା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ: ବାରିପଦାର ଅନ୍ୟତମ ପ୍ରମୁଖ ପ୍ଲେ ସ୍କୁଲ ଟ୍ରି ହାଉସ ପରିସରରେ ୭୨ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭାତ କୁମାର ଦାସ ଜାତୀୟ ପତାକା ଉତ୍ତୋଳନ କରି...
ବର୍ଷା ପରେ ଦୁର୍ଦ୍ଦଶା – ପାଣିଘେରରେ ମାଲକାନଗିରିର ଅଧିକାଂଶ ଗାଁ, ଯୋଗାଯୋଗ ବିଛିନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ ୧୮୮.୬ ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୪୩...
ଓଡ଼ିଶା ପାଇଁ ବାଜପେୟୀଙ୍କର ଥିଲା ବଡ଼ ଅବଦାନ – ଆଇଓସିଏଲ୍, ଏମ୍ସ ପାଇଁ ମନେରହିବେ ପୂର୍ବତନ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଝୁରୁଛନ୍ତି ଓଡ଼ିଶାବାସୀ। ଓଡ଼ିଶାରେ ଆଇଓସିଏଲ୍ ଏବଂ ଏମ୍ସ ଭଳି ପ୍ରତିଷ୍ଠାନ ସ୍ଥାପନ କରି ସେ ଚିରସ୍ମରଣୀୟ ହୋଇ ରହିଛନ୍ତି।
ତାଙ୍କୁ କିଏ କହେ ମହାନ ରାଜନେତା...
ଆରପାରିରେ ବାଜପେୟୀ – ୭ ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=2mRtIX6g9CU]
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଦେହାନ୍ତ ଆଜି ସନ୍ଧ୍ୟା ୫ଟା୫ ମିନିଟରେ ହୋଇଛି। ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତିମାନେ ବାଜପେୟୀଙ୍କୁ...
ଆଉ ନାହାନ୍ତି ବାଜପେୟୀ, ଜାଣନ୍ତୁ କିଏ କ’ଣ କହିଲେ?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=2mRtIX6g9CU]
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳି...
ଯଲିଉଡ ନାଟକ ‘ଉଷସୀ ମିଶ୍ର ଟାର୍ଗେଟରେ ରାଇମୋହନ’ ନାମକରଣ ପଛର କାହାଣୀ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଯଲିଉଡ ଜଗତର ଏକ ବହୁଚର୍ଚ୍ଚିତ ଯାତ୍ରା ନାଟକ ହେଲା ‘ଉଷସୀ ମିଶ୍ର ଟାର୍ଗେଟରେ ରାଇମୋହନ’। ଆସନ୍ତୁ ଜାଣିବା ଯଲିଉଡର ଏହି ଲୋକପ୍ରିୟ ନାଟକ ସମ୍ପର୍କରେ…
ଇଷ୍ଟର୍ଣ୍ଣ ବ୍ଲୁ ପକ୍ଷରୁ ମଞ୍ଚସ୍ଥ ହୁଏ...
କାହିଁକି ଅବିବାହିତ ଥିଲେ ଅଟଳ ବିହାରୀ ବାଜପେୟୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୈତିକ କ୍ୟାରିୟର ରହିଥିଲା। କିନ୍ତୁ ପ୍ରେମରେ ଅସଫଳ ହୋଇଥିଲେ ବାଜପେୟୀ!
ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପଚରାଯାଇଥିଲା ଆପଣ ଅବିବାହିତ କାହିଁକି...





















