ତେଜିଲା ସଂରକ୍ଷଣ ନିଆଁ, ଠପ୍ ହୋଇଗଲା ମୟାନଗରୀ ମୁମ୍ବାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ଔରଙ୍ଗାବାଦରୁ ମୟାନଗରୀ ମୁମ୍ବାଇକୁ ଡେଇଁଛି ସଂରକ୍ଷଣ ନିଆଁ। ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଦାବିରେ ମରାଠା ସମ୍ପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ବିକ୍ଷୋଭରେ ମୟାନଗରୀ...
ବଦଳିଲା ଇତିହାସ – ଦେଶ ସ୍ଵାଧୀନତାର ୭୧ବର୍ଷ ପରେ ପ୍ରଥମଥର ପାଇଁ ଭୋଟ ଦେଲେ ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ସ୍ଵାଧୀନତାର ୭୧ବର୍ଷ ପରେ ପାକିସ୍ତାନର ପଞ୍ଜାବ ଜିଲ୍ଲାର ଖୁଆବ୍ ଗାଁରେ ପ୍ରଥମଥର ପାଇଁ ଭୋଟ ଦେଇଛନ୍ତି ମହିଳା।
ପାକିସ୍ତାନରେ ବୁଧବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଭାଗନେଇଛନ୍ତି ଲକ୍ଷଲକ୍ଷ...
ହାର୍ଦ୍ଦିକ ପଟେଲଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଟିଦାର ସଂରକ୍ଷଣ ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ୍ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯିବାର କିଛି ସମୟ ପରେ ଜାମିନ ମିଳିଛି।
ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଯିବାର...
ପାକିସ୍ତାନରେ ଭୋଟିଂ ବେଳେ ବୁଥ୍ ଆଗରେ ଫୁଟିଲା ବୋମା, ୩୧ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ଚାଲିଛି ସାଧାରଣ ନିର୍ବାଚନ। ଏନେଇ ଆଜି ବିଭିନ୍ନ ବୁଥ୍ରେ ଭୋଟିଂ ଚାଲିଥିଲା। ଭୋଟରମାନେ ଧାଡ଼ିରେ ଭୋଟ ଦେଉଥିଲେ। ଏହି ସମୟରେ ବଲୁଚିସ୍ତାନର କବେଟା ନିକଟସ୍ଥ ଏକ ପୋଲିଂ ବୁଥ୍ ଆଗରେ...
ରସଗୋଲା ଭୋଗ ପରେ ରତ୍ନବେଦୀକୁ ଯିବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=YAB6CN2UxhE]
ଚଳିତବର୍ଷ ରଥଯାତ୍ରାର ଆଜି ଶେଷ ଦିନ। ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରିବେ।
ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି...
ଲୋକସଭାରେ ମୋଦି-ରାହୁଲ୍ କୋଳାକୋଳି: ଫେବ୍ରୁଆରୀ ମାସରୁ ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲେ ରାହୁଲ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭାରେ ମୋଦିଙ୍କୁ କୋଳେଇ ନେବା ପରେ ରାହୁଲ୍ ଗାନ୍ଧି ଚର୍ଚ୍ଚାରେ ଅଛନ୍ତି। ତେବେ ଏହା କରିବା ପାଇଁ ରାହୁଲ ଫେବ୍ରୁଆରୀ ମାସରୁ ଯୋଜନା କରିଥିବା ଏବେ ଚର୍ଚ୍ଚା ହେଉଛି।
ନିକଟରେ ମୋଦି...
ରାଜନଗର ଜେଏମ୍ଏଫସି କୋର୍ଟରେ ହାଜର ହେଲା ଟିଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡା ଜିଲ୍ଲା ରାଜନଗର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବୁଧବାରଦିନ ଗ୍ୟାଙ୍ଗଷ୍ଟର ଟିଟୋକୁ ହାଜର କରିଛି ଏସଟିଏଫ୍ ଟିମ୍।
ଠିକାଦାର, ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଥିବା କୁଖ୍ୟାତ ଅପରାଧୀ ବୁଧବାରଦିନ କେନ୍ଦ୍ରାପଡା...
ରାଜସ୍ଥାନରେ କ୍ଷୀରଠାରୁ ବି ମହଙ୍ଗା ଗୋମୂତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନରେ ସ୍ଥିତି ଏମିତି ଯେ ଗୋମୂତ୍ରର ଦର କ୍ଷୀରଠାରୁ ବି ଅଧିକ। ଗୋମୂତ୍ର ଯୋଗୁଁ ଡାଏରୀ ଫାର୍ମ କାରବାର ୩୦ ପ୍ରତିଶତ ବୃଦ୍ଧି ପାଇଛି। ତରଳ ସୁନାର ଆଖ୍ୟା ପାଇଲାଣି ଗୋମୂତ୍ର।
କେବେ...
ଶୁକ୍ରବାର ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ: ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଶୁକ୍ରବାର ରାତିରେ ଦେଖିବାକୁ ମିଳିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଏକ ଘଣ୍ଟା ତେୟାଳିଶି ମିନିଟ୍ର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।
ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଆସନ୍ତା ଶୁକ୍ରବାର ଅର୍ଥାତ୍...
କୁଆଖାଇ ନଦୀରେ ବୁଡ଼ିଯାଇଥିବା ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଆଖାଇ ନଦୀରେ ବୁଡ଼ି ନିଖୋଜ ହୋଇଥିବା ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ପୁଣି କୁଆଖାଇରେ ଅଘଟଣ। କୁଆଖାଇ ନଦୀରେ ୨ଛାତ୍ର ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ। ବୁଧବାରଦିନ ସକାଳୁ ବ୍ରିଜ ନିକଟକୁ...





















