ଜଗା-କାଳିଆଙ୍କୁ ଭେଟିବାକୁ ଏମ୍ସ ଯିବେ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଧୁରୁଛି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା। ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କୁ ଭେଟିବାକୁ ଯିବେ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।
ସେ ସେଠାରେ ଏମ୍ସ ଅଧିକାରୀଙ୍କ ସହ ଆଲୋଚନା କରିବେ।...
ସାବରିମାଲା ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ମହିଳା, ସୁପ୍ରିମକୋର୍ଟଙ୍କ ରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି କେରଳର ସାବରିମାଲା ମନ୍ଦିର ଭିତରକୁ ମହିଳାମାନେ ପ୍ରବେଶ କରିପାରିବେ। ଏନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି ସୁପ୍ରିମକୋର୍ଟ।
ମନ୍ଦିର ଭଳି ଏକ ସାର୍ବଜନୀନ ଭକ୍ତିସ୍ଥଳରେ ଲିଙ୍ଗଭେଦ ଆଧାରିତ ପରମ୍ପରାକୁ ଅଗ୍ରାହ୍ୟ କରିଛନ୍ତି...
ଜେଲରୁ ମୁକୁଳିଲେ ବିଜେପି ନେତା ଜୟନାରାୟଣ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲରୁ ମୁକୁଳିଛନ୍ତି ବିଜେପି ନେତା ଜୟନାରାୟର ମିଶ୍ର। ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ଜୟନାରାୟଣ ଗୁରୁବାରଦିନ ସମ୍ବଲପୁରର ସୋହେଲା ଜେଲରୁ ମୁକୁଳିଛନ୍ତି।
୨ଦିନ ତଳେ ଜୟନାରାୟଣଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ।...
ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଟଳିପଡ଼ିଲେ ୮ ମାଓବାଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡର ଦାନ୍ତେଓ୍ୱାଡାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ। ଗୁଳି ବିନିମୟ ବେଳେ ତିମେନାର ଜଙ୍ଗଲରେ ପୋଲିସ ଗୁଳିରେ ୮ ମାଓବାଦୀ ନିହତ ହୋଇଛନ୍ତି।
ଛତିଶଗଡ଼ର ଦାନ୍ତେଓ୍ୱାଡା ଓ ବିଜାପୁର ମଝିରେ ଥିବା ତିମିନାର...
ଖାତକୁ ଖସିପଡ଼ିଲା ବସ୍, ୧୪ମୃତ, ୧୭ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଓ ୧୭ଜଣ ଗୁରୁତର ଆହତ ହୋଇଛନ୍ତି।
ଉତ୍ତରାଖଣ୍ଡର ତେହେରି ଜିଲାର ଚମ୍ବା ସହରଠାରୁ ୧୫କିମି ଦୂରରେ କିରଗାନୀସ୍ଥିତ ରିଷିକେଶ-ଚମ୍ବା-ଗଙ୍ଗୋତ୍ରୀ ଜାତୀୟ ରାଜପଥ ଉପରେ...
ଅନାସ୍ଥା ପ୍ରସ୍ଥାବ ଦିନ ଗୃହରେ ସାଂସଦମାନେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଦିନ ଲୋକସଭାରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଉପରେ ଆଲୋଚନା ହେବ। ଏଥିରେ ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେଡି।
ମବ୍ ଲିଞ୍ଚିଙ୍ଗ ଓ...
ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି ସୁମିତ୍ରା ମହାଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଲୋକସଭାରେ ଗୃହୀତ। ଏନେଇ ସୂଚନା ଦେଲେ ବାଚସ୍ପତି ସୁମିତ୍ରା ମହାଜନ। ଜୁଲାଇ ୧୮ତାରିଖରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ ହୋଇଥିବା କଥା ଲୋକସଭାରେ କହିଛନ୍ତି ବାଚସ୍ପତି।
ସାଂସଦ...
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡିବିଜେ
ଭାସ୍କର ମିଶ୍ର
ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେଗୁଡ଼ିକ...
ସମ୍ବଲପୁରରେ ମାଛରୁ ମିଳିଲା ଫର୍ମାଲିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ଆନ୍ଧ୍ର ମାଛରୁ ମିଳିଲା ଫର୍ମାଲିନ। ସମ୍ବଲପୁରରେ ଯାଞ୍ଚ ସମୟରେ ୨ଟି ମାଛରେ ଫର୍ମାଲିନ ଥିବା ଜଣାପଡ଼ିଛି।
ସମ୍ବଲପୁରରେ ଆନ୍ଧ୍ର ମାଛରେ ମିଶିଛି ଫର୍ମାଲିନ। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଗୁରୁବାରଦିନ ସଂଗ୍ରହ...
ଲୋମଶ ଶିଶୁ କାହ୍ନାର ହେବ ଅସ୍ତ୍ରୋପଚାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଟିଳ ରୋଗରେ ପୀଡ଼ିତ ୫ ବର୍ଷର ଶିଶୁ କାହ୍ନା। କାହ୍ନାର ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର। ଆସନ୍ତା...




















