ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଆରମ୍ଭ, ପୁରୀରେ ହଜାର ହଜାର ଭକ୍ତଙ୍କ ସମାଗମ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=mWf4Lhf5SmQ]
ଦୀର୍ଘ ୧୫ ଦିନର ଅଣସର ଘରେ ରହିବା ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ।
ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ନବଯୌବନ ରୂପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ସକାଳ ୬ଟାରେ...
ରୋହିତଙ୍କ ପ୍ରହାରରେ ଇଂଲଣ୍ଡ ଧରାଶାୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଲଦୀପ ଯାଦବଙ୍କ ୬ ୱିକେଟ ଦଖଲ ପରେ ରୋହିତ ଶର୍ମାଙ୍କ ଶତକ ବଳରେ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଛି।
ପ୍ରଥମେ ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ଚମତ୍କାର ବୋଲିଂ...
ବଢ଼ୁଛି ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ସାତ ମାସ ଭିତରେ ଅନ୍ତତଃ ଦଶଟି ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର ବିଷୟ ହେଲା...
କେବେ ଘରୋଇ ହିଂସା ତ ପୁଣି କେତେବେଳେ ଅତ୍ୟାଚାରର ଶିକାର ହୋଇଛନ୍ତି ଏହି ନାୟିକାମାନେ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର କିଛି ନାୟିକା ଘରୋଇ ହିଂସା ଓ ପ୍ରେମିକଙ୍କ ଅତ୍ୟାଚାରର ଶିକାର ହୋଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ...
କରିସ୍ମା କପୁର
ବଲିଉଡର ଲୋକପ୍ରିୟ ନାୟିକା କରିସ୍ମା କପୁର ନୂଆଦିଲ୍ଲୀର ବିଶିଷ୍ଟ ବ୍ୟବସାୟୀ...
କୁଲଦୀପ ଯାଦବଙ୍କ ବୋଲିଂରେ ଧରାଶାୟୀ ହେଲା ଇଂଲଣ୍ଡ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଲଦୀପ ଯାଦବଙ୍କ ଦମ୍ଦାର ବୋଲିଂ ଏବଂ ରୋହିତ ଶର୍ମାଙ୍କ ଶତକ ବଳରେ ଇଂଲଣ୍ଡକୁ ୮ ୱିକେଟରେ ପରାଜିତ କରିଛି ଭାରତ। ନାଣ୍ଟିଧାମର ଟ୍ରେଣ୍ଟ ବ୍ରିଜ ପଡ଼ିଆରେ ଅନୁଷ୍ଠିତ ଦିନିକିଆ ମ୍ୟାଚରେ ଟିମ୍...
ପୋଲାଭରମ୍ ପ୍ରକଳ୍ପ କାମ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଲେଖିଛନ୍ତି ଯେ ପୋଲାଭରମ୍ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏଣୁ...
ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ।
ଚାଷୀଙ୍କୁ ବୋନସ୍ ଏବଂ କୃଷି ଋଣ ଛାଡ଼ ଦାବିରେ କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇଛି। ପିସିସି ସଭାପତି ନିରଞ୍ଜନ...
ଓଡ଼ିଶାଲାଇଭରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=mWf4Lhf5SmQ]
ଜୁଲାଇ ୧୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ...
ବିଶ୍ୱର ଶ୍ରେଷ୍ଠ ୫୦ ସ୍ମାର୍ଟସିଟି ମଧ୍ୟରେ ୩୨ତମ ରାଙ୍କରେ ଭୁବନେଶ୍ୱର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ଶ୍ରେଷ୍ଠ ୫୦ଟି ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଲା ଭୁବନେଶ୍ୱର। ସିଙ୍ଗାପୁରର ଇଡେନ ଷ୍ଟ୍ରାଟର୍ଜି ଇନଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିବା ସର୍ଭେରେ ସ୍ମାର୍ଟସିଟି ଭୁବନେଶ୍ୱର ୩୨ତମ ସ୍ଥାନରେ ରହିଛି। ୧୦ଟି ମାନଦଣ୍ଡକୁ ବିଚାରକୁ...
ମୋଦିଙ୍କ ନୂଆ ନୀତି: ‘ବିଦେଶୀ’ ପରାମର୍ଶଦାତାଙ୍କୁ ଛାଡ଼, ଘର ଲୋକଙ୍କୁ ଧର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଯେତେବେଳେ ଦେଶର କ୍ଷମତା ସମ୍ଭାଳିବା ଆରମ୍ଭ କଲେ ସେହି ସମୟରେ ସେ ଆର୍ଥିକ ନୀତିଗୁଡ଼ିକୁ ଲାଗୁ କରିବା ପାଇଁ ଆମେରିକାରେ କାର୍ଯ୍ୟରତ ତିନି ଜଣ...





















