ଯୁକ୍ତ ୨ ନାମଲେଖା ପାଇଁ ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳା, ବିଜ୍ଞାନ ଓ ବାଣିଜ୍ୟରେ ଯୁକ୍ତ ୨ ନାମଲେଖା ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍...

ପିଲା କୁସଙ୍ଗରେ ପଡ଼ିଲେ ସହଜରେ ବାହାରି ଆସିପାରେ ନାହିଁ କାହିଁକି?

ଡକ୍ଟର ଗୀତା ଦାସ ସୁସଙ୍ଗ ଓ କୁସଙ୍ଗ ଉଭୟ ଗୋଟିଏ ପିଲାର ଜୀବନକୁ ବହୁ ଭାବରେ ପ୍ରଭାବିତ କରିଥାଏ। ତେବେ ଏହି ପ୍ରଭାବର ଗଭୀରତା ପାରିବାରିକ, ପାରିପାର୍ଶ୍ୱିକ ଓ ପିଲାର ନିଜସ୍ୱ ମାନସିକ ସ୍ଥିତି...

ପ୍ରଧାନମନ୍ତ୍ରୀଙ୍କ ବୁଲା ନିଶା: ୪ବର୍ଷରେ ୫୨ଟି ଦେଶ ବୁଲିଲେଣି ନରେନ୍ଦ୍ର ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୪ବର୍ଷର କାର୍ଯ୍ୟକାଳ ମଧ୍ୟରେ ୫୨ଟି ଦେଶ ଗସ୍ତ କରିଛନ୍ତି। ଏହିସବୁ ଗସ୍ତରେ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହୋଇଛି ୩୫୫କୋଟି ୩୦ଲକ୍ଷ ୪୮ହଜାର ୪୬୫ ଟଙ୍କା। ପ୍ରଧାନମନ୍ତ୍ରୀ ମୋଦି...

ମହିଳା ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା: ଦଳରେ ୪ଜଣ ଓଡ଼ିଆ ଖେଳାଳି ସାମିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳା ହକି ବିଶ୍ୱକପ୍ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଦଳରେ ସାମିଲ ହୋଇଛନ୍ତି ୪ଜଣ ଓଡ଼ିଆ ଖେଳାଳି। ପୁଣି ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ଦବଦବା। ମହିଳା ହକି ବିଶ୍ୱକପ୍...

କେମିତି ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ୍? ଆସିଲା ଭିଡିଓ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାୟ ଦୁଇ ବର୍ଷ ତଳେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ସୀମା ପାର ସର୍ଜିକାଲ ଷ୍ଟ୍ରାଇକ୍‍ର ଭିଡିଓକୁ ସରକାର ସାର୍ବଜନୀନ କରିଛନ୍ତି। ସାମ୍ନାକୁ ଆସିଛି ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ। ପ୍ରଥମ...

ଭାରତର ସବୁଠୁ ଧନୀ ପୁଅଙ୍କ ନିର୍ବନ୍ଧ: ପହଞ୍ଚିଲେ ବହୁ ସେଲିବ୍ରିଟି

ଓଡ଼ିଶାଲାଇଭ୍ ବ୍ୟୁରୋ  ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଖୁବ ଶିଘ୍ର ହୀରା...

ପୁଣି ଚମକିଲେ ଦୂତୀ: ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୦ ମିଟର ପରେ ମହିଳା ୧୦୦ ମିଟର ଦୌଡ଼ ଲାଗି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ଆସାମର ଗୁଆହାଟୀରେ ଚାଲିଥିବା ୫୮ତମ ଜାତୀୟ ଆନ୍ତଃରାଜ୍ୟ...

ଅପକମିଂ ମୁଭି ‘ଧଡକ୍’ର କିଛି ମଜାଦାର କାହାଣୀ

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୮ର ଏକ ବହୁ ପ୍ରତୀକ୍ଷିତ ସିନେମା ହେଲା ‘ଧଡକ୍‌’। ଆସନ୍ତୁ ଜାଣିବା ଏହି ସିନେମା ସମ୍ପର୍କରେ କିଛି ମଜାଦାର କଥା। ୨୦୧୮ର ଏକ ବହୁ ପ୍ରତୀକ୍ଷିତ ସିନେମା ହେଉଛି ‘ଧଡକ’। ଏହି...

‘ବନ୍ଦେ ଉତ୍କଳ’ ବନାମ ‘ବନ୍ଦେ ଓଡ଼ିଶା’: ମନ୍ତ୍ରୀଙ୍କ ମନ୍ତବ୍ୟକୁ ସମର୍ଥନ କଲା କୋଶଳ ରାଜ୍ୟ ସମନ୍ୱୟ ସମିତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ବିବାଦ ତେଜିଛି। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମନ୍ତବ୍ୟକୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି। 'ବନ୍ଦେ ଉତ୍କଳ' ବଦଳରେ 'ବନ୍ଦେ...

ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକୁ ସହାୟତା ପାଇଁ କ୍ୟାସଲେସ୍ ମଡେଲ୍ ପ୍ରଣୟନ କରିବ ନାଲକୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=Tsy1pzNEtV0] ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅୟୋଜିତ ‘ସ୍କିଲିଂ ଇଣ୍ଡିଆ: ଭାରତରେ ବାଣିଜ୍ୟ ଶିକ୍ଷାକୁ ନୂତନ ଆଭିମୁଖ୍ୟ ପ୍ରଦାନର ଆବଶ୍ୟକତା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ...