ମୌସୁମୀ ବର୍ଷାକୁ ନେଇ କିଏ କ’ଣ କହିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଳମ୍ବରେ ହେଲେ ମଧ୍ୟ ମୌସୁମୀ ବର୍ଷାର ଆଗମନରେ ସମସ୍ତଙ୍କ ମନରେ ଅହେତୁକ ଆନନ୍ଦ ଖେଳିଯାଇଛି। ବର୍ଷା ଆସିବା ପରେ କିଏ କ'ଣ ଭାବୁଛନ୍ତି ଅଥବା ଭାବିଥାଇପାରନ୍ତି ତାର ଏକ ସମ୍ୟକ ବିବରଣୀ...
ପ୍ରିୟଙ୍କା ଚୋପ୍ରା ହେବେ ଲେଖିକା, ଖୋଲିବେ ନିଜ ଜୀବନର ଅନେକ ଅକୁହା କଥା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
‘ଅନଫିନିସଡ୍’ ମେମୋୟାର୍ ମାଧ୍ୟମରେ ନିଜ ଜୀବନର ଅନେକ ଅକୁହା କଥା ସେୟାର କରିବାକୁ ଯାଉଛନ୍ତି ଦେଶୀଗାର୍ଲ୍ ପ୍ରିୟଙ୍କା ଚୋପ୍ରା।
ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଏବେ ଗୋଟାପଣେ ହଲିଉଡ୍ ନାୟିକା ବନିଗଲେଣି। ‘ମେରିକୋମ୍’ ଓ...
୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ: ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ ଗଠନ ହେଲା ସ୍କ୍ରିନିଂ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଦୃଷ୍ଟିରେ ରଖି କଂଗ୍ରେସ ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ ସ୍କ୍ରିନିଂ କମିଟି ଗଠନ କରିଛି।
୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ। ଏଥିପାଇଁ କଂଗ୍ରେସର ରାଷ୍ଟ୍ରୀୟ...
ରାଜ୍ୟରେ ନିର୍ମାଣ ହେବ ୨୦ଟି ନୂଆ ହସ୍ପିଟାଲ, ୧୦ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରୋଇ ଓ ସରକାରୀ ସହଭାଗିତାରେ ରାଜ୍ୟର ୨୦ଟି ସହରରେ ୨୦ଟି ନୂଆ ହସ୍ପିଟାଲ ନିର୍ମାଣ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟର ୨୦ଟି ସହରରେ ଘରୋଇ ଓ ସରକାରୀ ସହଭାଗିତାରେ...
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଶାରୁ ବୀରେନ୍ଦ୍ର ମହାନ୍ତି ଓ ଜୟଦ୍ରଥ ସୁନା ପାଇବେ ଏହି ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଏଥର ଓଡ଼ିଶାରୁ ଦୁଇଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
ଓଡ଼ିଶାର ଲୋକପ୍ରିୟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବ ସାହିତ୍ୟିକ ଜୟଦ୍ରଥ...
ଚଳନ୍ତା ବସ୍ ଉପରେ ପଡ଼ିଲା ବିଦ୍ୟୁତ୍ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଶୁକ୍ରବାରଦିନ ସକାଳୁ ଏକ ଅଘଟଣ ଘଟିଛି। ଚଳନ୍ତା ବସ୍ ଉପରେ ଗଳି ପଡ଼ିଲା ବିଦ୍ୟୁତ୍ ଖୁଣ୍ଟ। ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଯାଉଥିବା ଯାତ୍ରୀ।
କ୍ରିଷ୍ଣା ନାମକ...
ଅନ୍ୟ ରାଜ୍ୟରେ ରାଷ୍ଟ୍ରପତି ଶାସନ ବେଳେ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର କୌଣସି ରାଜ୍ୟରେ ହଠାତ୍ ସରକାର ଭାଙ୍ଗିଗଲେ ରାଷ୍ଟ୍ରପତି ଶାସନ ଜାରି ପାଇଁ ବିଚାର କରାଯାଇଥାଏ। ତେବେ ଜାମ୍ମୁ ଓ କାଶ୍ମୀରରେ ଏହାକୁ ରାଜ୍ୟପାଳ ଶାସନ କୁହାଯାଏ କାହିଁକି?
ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ...
ରାମଦେବ କହିଲେ ଭଣ୍ଡବାବାଙ୍କୁ ଫାଶୀ ଦିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଭଣ୍ଡ ଓ ଦୁରାଚାରୀ ବାବାଙ୍କ ଯେଉଁ ତାଲିକା ଲମ୍ବି ଚାଲିଛି, ତା’ର ଶେଷ କେଉଁଠି?
ଗତ କିଛିବର୍ଷ ଭିତରେ ରାଜ୍ୟ ତଥା ଦେଶରେ ଯେଉଁ କେତେକ ଅପରାଧିକ କାର୍ଯ୍ୟକଳାପ ଓ...
ମେସି ଫେଲ୍: ଚଳିତ ଫୁଟବଲ ବିଶ୍ୱକପରୁ ବିଦା ହୋଇପାରେ ଆର୍ଜେଣ୍ଟିନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇଥର ବିଶ୍ୱଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ଆର୍ଜେଣ୍ଟିନା ଚଳିତ ଫୁଟବଲ୍ ବିଶ୍ୱକପରେ ପୁଣି ଥରେ ବିଫଳତାର ସମ୍ମୁଖୀନ ହୋଇଛି।
ମହାନ ଖେଳାଳି ଲିଓନେଲ୍ ମେସି ପୁଣି ଥରେ ବିଫଳ ହେବା ସହ...
ସୋନା ମହାପାତ୍ର କ୍ଷମା ନ ମାଗିଲେ ଛାଡ଼ିବେନି ଓଡ଼ିଶାର ବୁଦ୍ଧିଜୀବୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
'ଆହେ ନୀଳ ଶଇଳ'କୁ ବିକୃତ କରି ବିବାଦ ଘେରକୁ ଆସିଥିବା ଗାୟିକା ସୋନା ମହାପାତ୍ରଙ୍କ ଷ୍ଟାଇଲକୁ ନାପସନ୍ଦ କରିଛନ୍ତି ଓଡ଼ିଶାର ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତି ଜଗତର ବ୍ୟକ୍ତିତ୍ୱ
ସାଲବେଗଙ୍କ ଲୋକପ୍ରିୟ ଜଗନ୍ନାଥ...




















