ଦ୍ୱିତୀୟଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେଲେ ହିମେଶ୍ ରେସମିଆଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତ୍ରୀ ସୋନମ୍‌ କପୁର ଓ ନେହା ଧୂପିଆଙ୍କ ପରେ ବଲିଉଡ଼ର ପ୍ରଖ୍ୟାତ ଗାୟକ ଓ ମ୍ୟୁଜିକ୍‌ କମ୍ପୋଜର୍‌ ହିମେଶ ରେଶମିଆଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସପ୍ତାହେ ଭିତରେ ତିନି ତିନି ଜଣ...

ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏହି ପପୁଲାର ଡିରେକ୍ଟରଙ୍କ ସହ କାମ କରିନାହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ମୋଷ୍ଟ ବ୍ୟୁଟିଫୁଲ୍ ହିରୋଇନ୍ ଐଶ୍ବର୍ଯ୍ୟା ରାୟ ବଚ୍ଚନ ତାଙ୍କର ସୁଦୀର୍ଘ କ୍ୟାରିଅର୍ ଭିତରେ ଅନେକ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ହେଲେ ଏମିତି ବି କିଛି ନିର୍ଦ୍ଦେଶକ ଅଛନ୍ତି...

ଟିଉସନ୍ ସାରଙ୍କ କାରନାମା: ୭ବର୍ଷ ଛାତ୍ରୀଙ୍କ ସହ ଦୁଷ୍କର୍ମ କରି ଫଟୋ ଉଠାଉଥିବାବେଳେ ଧରାପଡ଼ିଲେ ସାର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଦୁଷ୍କର୍ମ ମାମଲା ବଢ଼ିଚାଲିଛି। ଶନିବାର ଦିନ ସେମିତି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍କାରେ ଦେଖିବାକୁ ମିଳିଛି। ନିକିରାଇ ଥାନା ଅନ୍ତର୍ଗତ ଅମ୍ବାପଡ଼ା ଗ୍ରାମର ଜନୈକା ୭ବର୍ଷର ଛାତ୍ରୀଙ୍କୁ ବଳାତ୍କାର କରିଛନ୍ତି...

ଆସନ୍ତାକାଲି ଓଜେଇଇ: ପରୀକ୍ଷା ଦେବେ ୪୮ହଜାର ୩୧୭ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଜେଇଇ ପରୀକ୍ଷା ଆସନ୍ତାକାଲି ହେବ। ରାଜ୍ୟର ମୋଟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ୮୧ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ୍‌ (ଓଜେଇଇ) ପରୀକ୍ଷା ଆସନ୍ତାକାଲଇ ଅନୁଷ୍ଠିତ ହେବ। ଏମ୍‌ବିଏ,...

ପୋଷ୍ଟପେଡ ପ୍ଲାନରେ ସମସ୍ତଙ୍କୁ ପଛରେ ପକାଇଲା ଜିଓ: ଜାଣନ୍ତୁ କ’ଣ ରହିଛି ନୂଆ ଅଫର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରିପେଡ୍ ପରେ ପୋଷ୍ଟପେଡରେ ଜିଓ ନିଜ ଗ୍ରାହକଙ୍କୁ ମନଲୋଭ ଅଫର୍‌ ଦେଉଛି। ଜିଓର ପୋଷ୍ଟପେଡ଼ ଗ୍ରାହକମାନେ ମିନିଟ୍‌ ପିଛା କେବଳ ୫୦ ପଇସାରେ ଅର୍ନ୍ତଜାତୀୟ କଲ୍‌ କରିପାରିବେ। ଗ୍ରାହକଙ୍କ ଆକୃଷ୍ଟ କରିବା ପାଇଁ ଟେଲିକମ...

ଫ୍ଲିପକାର୍ଟ-ୱାଲମାର୍ଟ ଚୁକ୍ତିରେ ଫାଇଦା ନେବ ଭାରତ: ୧କୋଟି ଭାରତୀୟଙ୍କୁ ମିଳିବ ଚାକିରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କମ୍ପାନି ଫ୍ଲିପକାର୍ଟ ଓ ୱାଲମାର୍ଟ ମଧ୍ୟରେ ହୋଇଥିବା ଚୁକ୍ତି ଫଳରେ ଭାରତୀୟଙ୍କୁ ଫାଇଦା ମିଳିବ। ପ୍ରାୟ ୧କୋଟି ଭାରତୀୟଙ୍କୁ ଏହାଦ୍ଵାରା ଚାକିରି ମିଳିବାର ସମ୍ଭାବନା ସୃଷ୍ଟି ହେବ। ଫ୍ଲିପକାର୍ଟର ଅର୍ଦ୍ଧାଧିକ ଅଂଶ...

ପୋଲିସ ହାତରେ ସୁଇସାଇଡ୍ ନୋଟ: କ୍ୟାନସର ଯୋଗୁଁ ଜୀବନ ହାରିଲେ ଆଇପିଏସ୍ ହିମାଂଶୁ ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୀବନ ହାରିବା ପୂର୍ବରୁ ସୁଇସାଇଡ ନୋଟ ଲେଖିଥିଲେ ଆଇପିଏସ୍ ଅଫିସର ହିମାଂଶୁ ରାୟ। ନିଜ ସର୍ଭିସ ରିଭରବଲରୁ ନିଜକୁ ଗୁଳି କରି ଜୀବନ ହାରିଥିବା ଆଇପିଏସ୍ ଅଫିସର ହିମାଂଶୁ ରାୟଙ୍କ ବାସଭବନରୁ ପୋଲିସ...

ଶନିବାର କର୍ଣ୍ଣାଟକ ଭୋଟ: ୨୨୩ ଆସନରେ ହେବ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୨୩ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିବେ କର୍ଣ୍ଣାଟକ ଭୋଟର। ୧୫ରେ ଜଣାପଡ଼ିବ କିଏ ଗଢ଼ିବ କର୍ଣ୍ଣାଟକରେ ସରକାର। କର୍ଣ୍ଣାଟକ ବିଧାନସଭା ପାଇଁ ଶନିବାର ହେବ ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ...

ଧର୍ମ ବଦଳାଇବେ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଧର୍ମ ପରିବର୍ତ୍ତନ କରିବେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଶନିବାର ଦିନ ସେ ତାଙ୍କ ପରିବାର ସହ ବୌଦ୍ଧ ଧର୍ମ ଗ୍ରହଣ କରିବେ। ଏନେଇ ବିଧାୟକ ଶଗରିଆ କୋରାପୁଟ ଏକଜିକ୍ୟୁଟିଭି...

୬ ସପ୍ତାହ ପାଇଁ ଜେଲରୁ ଆସିଲେ ଲାଲୁ, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୬ ସପ୍ତାହ ପାଇଁ ଜେଲରୁ ବାହାରିଛନ୍ତି। ଲାଲୁଙ୍କୁ ରାଞ୍ଚି ହାଇକୋର୍ଟ ଜାମିନ ଦେଇଛନ୍ତି। ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଲାଲୁଙ୍କୁ ଏହି ଜାମିନ ମିଳିଛି।...