ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ: ଯାତ୍ରୀ ଆତଙ୍କିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ। ଟ୍ରେନ୍‌ ଚାଲିଥିବାବେଳେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯିବାରୁ ଯାତ୍ରୀ ଆତଙ୍କିତ ହୋଇପଡ଼ିଛନ୍ତି। ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାରେ ଟ୍ରେନ୍‌ ନମ୍ବର ୧୯୬୬୫ ଖଜୁରାହ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ଝାନ୍‌ସି ଆଡ଼କୁ ଯିବାବେଳେ...

ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ୫ଜଣଙ୍କ ନାଁ ସୁପାରିଶ ହକି ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତବର୍ଷ ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ୫ଜଣଙ୍କ ନାମ ସୁପାରିଶ କରାଯାଇଛି। ସେମାନେ ହେଲେ ହକି ଖେଳାଳି ମନ୍‌ପ୍ରୀତ୍‌ ସିଂହ, ଧରମବୀର ସିଂହ ଓ ସବିତା, ଇବେମହାଲ୍‌ ଚାନୁ ଓ...

ବିକ୍ରି ହେବ ଫ୍ଲିପ୍‌କାର୍ଟ: ୧୫୦୦କୋଟିରେ କିଣିବ ଓ୍ୱାଲମାର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାତର ପ୍ରମୁଖ ଇକମର୍ସ କମ୍ପାନି ଫ୍ଲିପ୍‌କାର୍ଟ ବିକ୍ରି ହେବାକୁ ଯାଉଛି। ଏହାକୁ କିଣିବ ଆମେରିକାର ସବୁଠୁ ବଡ଼ ରିଟେଲ୍‌ ଚେନ୍‌ କମ୍ପାନି ଓ୍ୱାଲମାର୍ଟ। ଭାରତର ପ୍ରମୁଖ ଅନଲାଇନ୍‌ କମ୍ପାନୀ ଫିଲ୍ପକାର୍ଟର ବିକ୍ରି ହେବାର...

ପାର୍ସଲ ବୋମା ଘଟଣାର ଖୋଲିବ ଆହୁରି ଗୁମର: ପୁଞ୍ଜିଲାଲକୁ ନେଇ ରାୟପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟଣାଗଡ ପାର୍ସଲ ବୋମା ଘଟଣାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହରେଙ୍କୁ ନେଇ ରାୟପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଟିମ୍ ପାର୍ସଲ ବୋମା ଘଟଣାର ମାଷ୍ଟରମାଇଣ୍ଡ୍ ପୁଞ୍ଜିଲାଲ ମେହେରଙ୍କୁ...

ଆପଣଙ୍କର ଭୁଲାରୋଗ ଅଛି କି? ପ୍ରତିଦିନ ଖାଆନ୍ତୁ ଗୋଟିଏ ସେଓ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି କେତେକ ମଣିଷ ଭୁଲାପଣ ଭଳି ସମସ୍ୟା ଦେଇ ଗତି କରୁଛି। ଏଭଳି ସମସ୍ୟାରୁ ରକ୍ଷାକରିବ ସେଓ। ପ୍ରତ୍ୟହ ଗୋଟିଏ ସେଓ ଖାଇବା ଦ୍ୱାରା ଭୁଲାପଣ ଆଶଙ୍କା କମ୍ କରାଯାଇପାରେ। ଏକ ନୂତନ ଗବେଷଣାରୁ ଏହା...

ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାସ୍ଥଳକୁ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ ଘଟଣା ଦୁର୍ଭାଗ୍ୟଜନକ, ବିଶ୍ୱସ୍ତରୀୟ ତଦନ୍ତ ହେଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବାର ଦୁଇଦିନ ପରେ ଘଟଣାସ୍ଥଳକୁ ପରିଦର୍ଶନରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୋଟିଏ ବର୍ଷରେ ଦୁଇଥର ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣା ଘଟି ଦୁଇଜଣଙ୍କ ପ୍ରାଣ ନେଇଛି। ଏହାକୁ...

ଶେଷଥର ପାଇଁ ଆଇପିଏଲ ଖେଳୁଛନ୍ତି ଏହି ୫ ବ୍ୟାଟ୍ସମ୍ୟାନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ତ୍ତମାନ ଆଇପିଏଲର ୧୧ତମ ସଂସ୍କରଣ ଖେଳାଯାଉଛି। ଟି-ଟ୍ଵେଣ୍ଟିର ଏହି ମହାସମରରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଶେଷଥର ପାଇଁ ଆଇପିଏଲ ଖେଳୁଛନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ସମ୍ପର୍କରେ।   ଯୁବରାଜ ସିଂ ଏକଦା ଭାରତୀୟ...

ପରଦାରେ ଏକାଠି ସ୍କ୍ରିନ୍ ସେୟାର କରିଛନ୍ତି ଏହି ପିତା-ପୁତ୍ର ଯୋଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଏମିତି ଅନେକ ପିତା-ପୁତ୍ର ଯୋଡ଼ି ଅଛନ୍ତି, ଯେଉଁମାନେ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ଏଠି କାହାର ପିତା ନିର୍ଦ୍ଦେଶକ ଓ ପୁଣି ଅଭିନେତା, ତ ପୁଣି କାହାର ପିତା ସଙ୍ଗୀତକାର...

ନର ସେବା ହିଁ ନାରାୟଣ ସେବା

ରବୀନ୍ଦ୍ର ନାରାୟଣ ମିଶ୍ର ‘‘ଆମ ଭାରତର ପ୍ରାଚୀନ ପରମ୍ପରା ହେଉଛି ତ୍ୟାଗ। କୌଣସି ବ୍ୟକ୍ତିର ମୂଲ୍ୟ ଓ ମହାନତା ତା’ ବେଶପୋଷାକରେ ନଥାଏ, ଥାଏ ସମସ୍ତଙ୍କର ସେବା କରିବାରେ। ସରଳ ନିରାଡ଼ମ୍ବର ଜୀବନ ହିଁ...

ସିନେମାର କାହାଣୀକୁ ନେଇ ବେଶ୍ ସଚେତନ ବର୍ଷା ପ୍ରିୟଦର୍ଶିନୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ୍ କିଛି ମାସ ହେବ ବଡ଼ ପରଦାରେ ଦେଖିବାକୁ ମିଳୁନଥିଲେ ହେଁ ସେ ଚର୍ଚ୍ଚାରେ ରହିଛନ୍ତି। ତେବେ ମନମୁତାବକ ଚରିତ୍ର ନମିଳିଲେ ବର୍ଷା ଫିଲ୍ମ...