ହାଏ ହାଏରେ ମୋବାଇଲ
ଛନ୍ଦା ମିଶ୍ର
ଅନେକ କ୍ଷେତ୍ରରେ ମୋବାଇଲରେ ଗୋଟିଏ ଶବ୍ଦ ସ୍ଥାନରେ ଗୋଟିଏ ଅକ୍ଷର ମେସେଜ୍ କରିଦେଲେ ହେଉଛି ଯଥେଷ୍ଟା କାରଣ ଆଜି ଆମ ପାଖରେ ସମୟର ଘୋର ଅଭାବ। ହେଲେ ଚିଠିରେ ମିଳୁଥିବା ଖବରର...
ବାବୁସାନଙ୍କ ସହ କେଉଁ ନାୟିକାଙ୍କ ଯୋଡ଼ିକୁ ବେଶୀ ପସନ୍ଦ କରନ୍ତି ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡ ଅଭିନେତା ବାବୁସାନ୍ ଭିନ୍ନ ଭିନ୍ନ ଅଭିନେତ୍ରୀଙ୍କ ସହ ସ୍କ୍ରିନ୍ ସେୟାର୍ କରିଛନ୍ତି। ଝିଲିକ୍, ଏଲିନା, ଶୀତଲ, ସୂରମୟୀ ଓ ଭୂମିକାଙ୍କ ଭଳି ଅଭିନେତ୍ରୀଙ୍କ ସହ ନଜର ଆସିଛନ୍ତି ବାବୁସାନ୍।
ଓଲିଉଡ଼ରେ ଏବେ...
କେଶ ପାଚୁଛି କି? ଆପଣାନ୍ତୁ କିଛି ଘରୋଇ ଟିପ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ କେଶ ଝଡିବା ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ଏହାକୁ ଦୂର କରିବା ଲାଗି ପ୍ରତିଦିନ ଜାମୁ କୋଳି ଖାଆନ୍ତୁ ଏବଂ ନଡିଆ ତେଲ ମାଲିସ୍ କରନ୍ତୁ।
ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ କେହି...
ଦୁର୍ନୀତି ପ୍ରସଙ୍ଗ – ସାଧୁ ତୁଣ୍ଡରେ
ରବୀନ୍ଦ୍ର ନାରାୟଣ ମିଶ୍ର
ସାଧୁ କଥାର ଉପସଂହାର କଲେ - ନିଜ ଲୋକଙ୍କ ସହ କେହି ପ୍ରତାରଣା କରେ ନାହିଁ। ଯେଉଁଦିନ ରାଜନୈତିକ ନେତା ଓ ଅମଲାତନ୍ତ୍ରୀ ସାରା ଦେଶବାସୀଙ୍କୁ ଆପଣେଇ ନେବେ, ସେଦିନ...
କିଡନୀ ରୋଗୀଙ୍କ ପାଇଁ ବେଶ୍ ଉପକାରୀ ତେଜପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଷେଇ ଘରେ ଥିବା ଏମିତି କିଛି ମସଲା ଆମ ଖାଦ୍ୟର ସ୍ଵାଦ ବୃଦ୍ଧି କରିବା ସହ ଆମକୁ ନିରୋଗ ରଖିବାରେ ଯାହାଯ୍ୟ କରିଥାଏ। ଯାହା ଆମେ ଜଙ୍କ୍ ଫୁଡ୍ରୁ ପାଇ ନ...
ଓଲିଉଡର ଟପ୍ ହିରୋମାନେ ବି ସୁଟିଂବେଳେ ଆହତ ହୋଇଥିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଟିଂ ସେଟରେ ବେଳେବେଳେ ଅଘଟଣ ଘଟିଥାଏ। ବଲିଉଡ୍ ଭଳି ଓଲିଉଡରେ ବି ସୁଟିଂ ସେଟରେ ନାୟକ ଆହତ ହେବାର ଘଟଣା ମଝିରେ ମଝିରେ ଶୁଣିବାକୁ ମିଳିଥାଏ। ଏଥିପାଇଁ ଅନେକ ସମୟରେ ଆହତ...
ପିଲାମାନଙ୍କର ପାଠପଢାରେ ମନଯୋଗ କେମିତି ବଢ଼ିବ?
ଗୀତା ଦାସ
ପିଲାଙ୍କୁ ପିଲା ହୋଇ ପାଠ ପଢ଼ାଇଲେ ସେମାନେ ମନଦେଇ ଶିଖନ୍ତି। ବଡ଼ ହୋଇ ଖାଲି ଭାଷଣ ଦେଲେ ସାନ ପିଲାମାନେ ବିଷୟ ଯେତେ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଆଗ୍ରହ ପ୍ରକାଶ କରନ୍ତି...
ମଧୁସୂଦନଙ୍କ ଜାତୀୟତା
ଡକ୍ଟର ପାବକ କାନୁନଗୋ
ମଧୁସୂଦନ ଦାସ ଥିଲେ ଜାତୀୟତା ଭାବର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଜାତିର ସାମୂହିକ ବିକାଶ ସହିତ ସାରାଦେଶର ଉନ୍ନତି ପାଇଁ ସେ କାମ କରୁଥିଲେ। ସେ କହୁଥିଲେ, ଯେତେବେଳ ପର୍ଯ୍ୟନ୍ତ...
ପ୍ରହରାଜଙ୍କ ସ୍ମୃତିରେ ମିଷ୍ଟର ଦାସ
ଡକ୍ଟର ମହେଶ୍ୱର ମହାନ୍ତି
ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସ୍ମୃତିରେ ଉତ୍କଳଗୌରବ ମଧୁସୂଦନ ଦାସ। ମଧୁବାବୁଙ୍କ ଜୀବନର କିଛି ଅଜଣା ଅଧ୍ୟାୟ…
ଗୋପାଳଚନ୍ଦ୍ର ପ୍ରହରାଜ ଏବଂ ମିଷ୍ଟର ମଧୁସୂଦନ ଦାସ, ଉଭୟେ ହେଉଛନ୍ତି ଓଡ଼ିଶାର ଦୁଇଟି ତୁଙ୍ଗ ବ୍ୟକ୍ତିତ୍ୱ।...
ମଧୁବାବୁଙ୍କ ସ୍ମୃତି ବଖାଣୁଛି ମଧୁସୂଦନ ସଂଗ୍ରହାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧୁସୂଦନ ସଂଗ୍ରହାଳୟରେ ସ୍ଥାନ ପାଇଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ନିତ୍ୟ ବ୍ୟବହୃତ ସାମଗ୍ରୀ।
ମଧୁବାବୁଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କ ନାମରେ ପ୍ରତିଷ୍ଠା ହୋଇଛି ମଧୁସୂଦନ ସଂଗ୍ରହାଳୟ। କଟକର ଶୈଳବାଳା ମହାବିଦ୍ୟାଳୟ ନିକଟରେ...





















